Latest Odisha News

BREAKING NEWS

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅସୁସ୍ଥ, ଦିଲ୍ଲୀ ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅସୁସ୍ଥ ହୋଇ ପଡ଼ିଛନ୍ତି । ସୋମବାର ସକାଳେ ନିର୍ମଳା ସୀତାରମଣଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିବା ଜଣା ପଡ଼ିଛି । ଖବର ଅନୁସାରେ, ନିର୍ମଳାଙ୍କୁ ଆଜି ଦିନ ୧୨ଟାରେ ପ୍ରାଇଭେଟ୍ ୱାର୍ଡରେ ଭର୍ତ୍ତି କରାଯାଇଛି । ତେବେ ୬୩…

ସଂକ୍ରମଣ ଭିତରେ ମାଟ୍ରିକ, ଯୁକ୍ତ ଦୁଇ ପରୀକ୍ଷା କେମିତି ହେବ ? ସୂଚନା ଦେଲେ ଶିକ୍ଷାମନ୍ତ୍ରୀ

ଭୁବନେଶ୍ଠର: ଭୟାବହ ହେଉଛି କୋଭିଡ ସଂକ୍ରମଣ । ଯଦିଓ ରାଜ୍ୟରେ ବିଏଫ.୭ ଭାରିଏଣ୍ଟକୁ ନେଇ ଭୟ କରିବାର କିଛି ନାହିଁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହୁଛନ୍ତି ତଥାପି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଏସବୁ ଭିତରେ ଆଗକୁ ରହିଛି ମାଟ୍ରିକ ପରୀକ୍ଷା  । ସଂକ୍ରମଣ ଭିତରେ ମାଟ୍ରିକ ପରୀକ୍ଷା…

ବିଜେଡିର ରୌପ୍ୟ ଜୟନ୍ତୀକୁ ସତ୍ୟାଗ୍ରହ ଜରିଆରେ କାଉଣ୍ଟର କରୁଛି ବିଜେପି

ପୁରୀ: ପୁରୀ ତାଳବଣିଆରେ ବିଜେପି ପାଳନ କରୁଛି ରୌପ୍ୟ ଜୟନ୍ତୀ । ଅନ୍ୟ ପଟେ ବିଜେପି ଓ କଂଗ୍ରେସ ଶାସକ ଦଳକୁ ବିରୋଧ କରିଛି । ବିଜେପି ସତ୍ୟାଗ୍ରହ ଜାରି ରଖିଥିବାବେଳେ ପୁରୀ ଛାତ୍ର କଂଗ୍ରେସ ନବୀନ ପଟ୍ଟନାୟକଙ୍କ ଗସ୍ତକୁ ବିରୋଧ କରିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଛକରେ ଛାତ୍ର କଂଗ୍ରେସ…

ଚିନ୍ତାରେ ବିସିସିଆଇ: ଆଇପିଏଲ ପାଇଁ ୭୪ ଦିନର ୱିଣ୍ଡୋ ମିଳୁନି

ମୁମ୍ବାଇ: ଇଣ୍ଡିଆନ ପ୍ରିମର ଲିଗର ୧୬ତମ ସଂସ୍କରଣ ପାଇଁ ବିସିସିଆଇ ଓ ଆୟୋଜକ କମିଟି ଚିନ୍ତାରେ ପଡିଛନ୍ତି । ଆଇପିଏଲ ପାଇଁ ୭୪ ଦିନର ୱିଣ୍ଡୋ ଖାଲି ନାହିଁ । ରିପୋର୍ଟ ଅନୁସାରେ ଟି୨୦ ଲିଗ ଏକ ଏପ୍ରିଲରୁ ୩୧ ମେ ପର୍ଯ୍ୟନ୍ତ ଆୟୋଜିତ କରିବା ନେଇ ପ୍ରସ୍ତୁତି ଚାଲିଛି । ତେବେ ଏଥିନେଇ ବିଧିବଦ୍ଧ…

୨୫ ବର୍ଷର ଅପରାଜେୟ ରାଜା ‘ନବୀନ’..ଅପରାଜିତ ଦଳ ‘ବିଜେଡି’

ଭୁବନେଶ୍ୱର:ବିଜୁ ଜନତା ଦଳ (ବିଜେଡି) ଆଜି ପାଳୁଛି ତାର ୨୫ ତମ ପ୍ରତିଷ୍ଠା ଦିବସ । ୫ମ ଟର୍ମରେ  ବିଜୟୀ ମୁକୁଟ ପିନ୍ଧି ରାଜୁତି କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଞ୍ଚଳିକ ଦଳ ଭାବେ ଖାଲି ରାଜ୍ୟ ନୁହେଁ, ଜାତୀୟ ସ୍ତରରେ ବି ନିଜର ଦବଦବା ସୃଷ୍ଟି କରିପାରିଛି ବିଜେଡି  । ଜଣେ…

ମାନ୍ଦାବସ୍ଥା ସତ୍ତ୍ୱେ ଦ୍ରୁତ ଅର୍ଥନୀତି ବିକଶିତ ରାଷ୍ଟ୍ର ହୋଇପାରିଛି ଭାରତ

ନୂଆଦିଲ୍ଲୀ: ମାନ୍ଦାବସ୍ଥା ସତ୍ତ୍ୱେ ଅନେକ ବାଧାବିଘ୍ନ ଭିତରେ ବି ଭାରତ ଜାନୁଆରୀରୁ ଜୁଲାଇ ୨୦୨୨ ମଧ୍ୟରେ ବୃହତ୍ ଅର୍ଥନୀତି ଚୀନକୁ ପଛରେ ପକାଇଥିଲା । ପ୍ରଥମେ କରୋନା ମହାମାରୀ ଓ ତାପରେ ଋଷ-ୟୁକ୍ରେନ ଯୁଦ୍ଧ ପାଇଁ ଆସିଥିବା ବାଧାବିଘ୍ନ ସାରା ବିଶ୍ୱରେ ମହଙ୍ଗାସ୍ଥିତି ଆଣିଥିଲା । ବେକାରୀ…

ତାଳବଣିଆରେ ବିଜେଡିର ଜନ୍ମଉତ୍ସବ, ୨୦୨୪ ପାଇଁ ଗୁରୁମନ୍ତ୍ର ଦେବେ ଦଳ ସୁପ୍ରିମୋ

ପୁରୀ: ବିଜୁ ଜନତା ଦଳକୁ ୨୫ ବର୍ଷ ପୂରିଛି । ୨୬ ବର୍ଷରେ ପାଦ ଦେଇଛି ବିଜେଡି । ରୌପ୍ୟ ଜୟନ୍ତୀ ପାଳନ କରୁଛି ଦଳ । ଶ୍ରୀକ୍ଷେତ୍ର ପୁରୀରୁ ଆଜି ଶଙ୍ଖନାଦ ଦେବ ଶଙ୍ଖ ଦଳ  । ୨୦୨୪ ପାଇଁ ବି ନୂଆ ମନ୍ତ୍ର ଦେବେ ଦଳ ମୁଖିଆ । ତାଳବଣିଆରେ ଦଳର ଜନ୍ମ ଉତ୍ସବ ପାଳନ କରୁଛି ବିଜେଡି । ଦଳ ସଭାପତି…

ଆମେରିକାରେ ବମ୍ ସାଇକ୍ଲୋନର ତାଣ୍ଡବ, ମୃତ୍ୟୁସଂଖ୍ୟା ୩୨କୁ ବୃଦ୍ଧି

ନ୍ୟୁୟର୍କ: ଆମେରିକାରେ ଭୟଙ୍କର ତୁଷାର ଝଡ଼ ଯୋଗୁଁ ମୃତ୍ୟୁ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି । ପୂରା ଆମେରିକାକୁ ଆଚ୍ଛାଦିତ କରିଛି ବମ୍ ସାଇକ୍ଲୋନ  । ଚାରି ଆଡେ ବରଫ ଚାଦର । ଘଣ୍ଟାପ୍ରତି ୭୦ ମାଇଲ ବେଗରେ ବରଫ ଝଡ଼ ଦେଖାଦେଇଛି । ରାସ୍ତାଘାଟରେ ବରଫ ଜମା ହୋଇରହିଛି । ଲୋକେ ଘରୁ ବାହାରି…

କବିତା : ମେଘ

ଦୀପକ ନାୟକ ଦୂର ଆକାଶ ଧବଳ ମୟ ଭାସି ବୁଲୁଥାଏ କେଡେ ସୁନ୍ଦର ମୁକ୍ତ ପଥର ପଥିକ ହୋଇ ଧରାକୁ ଚାହିଁ ରହିଥାଏ । ମେଘ ଖଣ୍ଡ ସାଥେ ଲୁଚକାଳି ଖେଳ ମୟୂର ନାଚେ ଦେଖି ତା ରୂପ ଜୀବନ ମୋର ଭଷା ବାଦଲ କେତେବେଳେ ଯିବି ଲୁଚି। ଭାଷୀ ଭାଷୀ ଯିବି ହଜି କେହି ପାରିବେନି ଜାଣି ଦୂର…

ଭାଷା ଭାଗବତ : କାମ ମୋର ପରିଚୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅନ୍ୟ ଯାହାର ଯେଉଁ ମତ ତାହା ଜାଣି ମୁଁ ବିଚଳିତ ସାଧାରଣତଃ ହୁଏଁନାହିଁ ମୋ ମନ ରହେ ଶାଂତ ହୋଇ ମନର ଶାଂତି ଅଂତରଂଗ ତାହାକୁ କରିଦେଲେ ଭଂଗ ପଶିଆସଂତି ନାନା ମତ କରଂତି ମନକୁ ବିଭ୍ରାଂତ…