Latest Odisha News

BREAKING NEWS

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅଧ୍ୟାପକ କ୍ବାର୍ଟରରୁ ଅଜଗର ଉଦ୍ଧାର

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଅଧ୍ୟାପକ କ୍ବାର୍ଟର ପରିସରରୁ ଏକ ଅଜଗର ସାପକୁ ମଙ୍ଗଳବାର ବିଳମ୍ବିତ ରାତିରେ ସ୍ନେକ୍‌ ହେଲପ ଲାଇନର ସଦସ୍ୟ ଉଦ୍ଧାର କରିଛନ୍ତି। ସୂଚନା ମୁତାବକ କ୍ବାର୍ଟର ନମ୍ବର ବି-୬ ପରିସରରେ ଏକ ବିରାଟକାୟ ସାପକୁ ଦେଖି ସ୍ନେକ ହେଲ୍ପ ଲାଇନକୁ…

୧୯ଟି ସହରରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସମସ୍ତଙ୍କ ମୁହଁରେ ହସ, ପାଣି ପାଇଁ ଅପେକ୍ଷାରୁ ମୁକ୍ତି । 5T ଉପକ୍ରମରେ ରାଜ୍ୟର ୧୯ଟି ସହରରେ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ପ୍ରକଳ୍ପ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି । ଉପଭୋକ୍ତାମାନେ ସେମାନଙ୍କ ଖୁସି ବ୍ୟକ୍ତ କରି କହିଛନ୍ତି, ପାଣି ପାଇଁ…

ଗୋବିନ୍ଦଙ୍କ ପାଇଁ ଧୂଳିସାତ୍ ହେବ କି ଦିବ୍ୟଶଙ୍କରଙ୍କ ରାଜନୈତିକ ଭବିଷ୍ଯତ ?

ଭୁବନେଶ୍ୱର: ମମିତାଙ୍କ ପାଇଁ ସମ୍ଭବତଃ ଯାଇଥିଲା ଦିବ୍ୟଶଙ୍କର ମିଶ୍ରଙ୍କ ମନ୍ତ୍ରୀ ପଦ । ଗୋବିନ୍ଦ ସାହୁଙ୍କ ପାଇଁ ଅଡ଼ୁଆରେ ତାଙ୍କର ରାଜନୈତିକ ଭବିଷ୍ୟତ ? ମମିତା ମେହେର ହତ୍ୟାକାଣ୍ଡର ମୁଖ୍ଯ ଅଭିଯୁକ୍ତ ଗୋବିନ୍ଦ ସାହୁ କଣ୍ଟାବାଞ୍ଜି ଜେଲରେ ଆତ୍ମହତ୍ୟା କରିବା ପରେ ଅନେକ ପ୍ରଶ୍ନ ଉଠୁଛି ।…

ଯୁଦ୍ଧ ଭୂମିରୁ ପ୍ରଥମଥର ପାଇଁ ବାହାରିଲେ ଜେଲେନସ୍କି, ରୁଷ ବିରୋଧରେ କରି ପାରନ୍ତି ବଡ ଯୋଜନା

ୟୁକ୍ରେନ:  ୱାଶିଂଟନ ଗସ୍ତରେ ଯାଇଛନ୍ତି  ୟୁକ୍ରେନ ରାଷ୍ଟ୍ରପତି ବେଲଦୋମିର ଜେଲେନସ୍କି । ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସାକ୍ଷାତ ଆଲୋଚନା କରିବେ । ତାଙ୍କର ଏହି ଗସ୍ତକୁ ନେଇ  ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି,  ଏହା ରୁଷିଆକୁ ଏକ କଡା ବାର୍ତ୍ତା ଦେବ  ।  ପଶ୍ଚିମ…

ରାଜ୍ୟରେ କୋଭିଡର ଓମିକ୍ରନ ଭାରିଆଣ୍ଟ BF.7 ଚିହ୍ନଟ !

ଭୁବନେଶ୍ୱର : ଓଡ଼ିଶାରେ କୋଭିଡର ନୂଆ ଭାରିଆଣ୍ଟ ଚିହ୍ନଟ । ରାଜ୍ୟରେ କୋଭିଡର ଓମିକ୍ରନ ଭାରିଆଣ୍ଟ BF.7 ଚିହ୍ନଟ ନେଇ ଜାତୀୟ ଗଣମାଧ୍ୟମରେ ସୂଚନା । ଗୁଜରାଟରେ ୨ ଜଣ ଓ ଓଡ଼ିଶାରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଏହି ଖବରରେ ସୂଚନା ଦିଆଯାଇଛି । ଚୀନରେ କୋଭିଡ ଆତଙ୍କକାରୀ ରହିଛି ଏହି…

ପ୍ରଶ୍ନଥିଲା ଶାହାରୁଖ ବଦଳରେ ନାଁ ଶେଖର ରାଧାକୃଷ୍ଣ ହୋଇଥିଲେ ? କିଙ୍ଗ ଖାନଙ୍କ ଉତ୍ତର ହୃଦୟ ଛୁଇଁଗଲା

ମୁମ୍ବାଇ: ଅପକମିଂ ଫିଲ୍ମ ପଠାନକୁ ନେଇ ଏବେ ବେଶ ଚର୍ଚ୍ଚାରେ କିଙ୍ଗଖାନ ଶାହରୁଖ  । ବିଶେଷ କରି ମୁଭିର ‘ବେସରମ ରଙ୍ଗ’ ଗୀତକୁ ନେଇ ସବୁଆଡେ ପ୍ରତିବାଦର ସୁଅ । ଏହି ଗୀତକୁ ଅକ୍ଳୀଳ ବୋଲି କହି ଏହାକୁ ହଟାଇବା ପାଇଁ ଦାବି କରିଛନ୍ତି ଅନେକ ହିନ୍ଦୁ ସଂଗଠନ । ନ ହେଲେ ଫିଲ୍ମକୁ ରିଲିଜ କରିବାକୁ…

ବସ ଚକା ତଳେ ଚାଲିଗଲା ବୃଦ୍ଧଙ୍କ ଜୀବନ, ଘଟଣାସ୍ଥଳରେ ଚାପା ଉତ୍ତେଜନା 

ପୁରୀ : ମାଳତୀପାଟପୁର ନିକଟ ଅଗ୍ନି ଢାବା ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି  । ମୃତକ ହେଉଛନ୍ତି ପୁରୀ ସର୍ବୋଦୟ ନଗରର ପ୍ରଭାକର ମିଶ୍ର  । ସୂଚନା ଅନୁଯାୟୀ, ଆଜି ଦିନ ୧.୩୦ ସମୟରେ ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଥିଲା  । ତେବେ ଜାତୀୟ…

ମରଣଯନ୍ତା ପାଲଟିଛି ତାଳଚେର ବାଇପାସ୍, ଟ୍ରକ୍ ଧକ୍କାରେ ୨ ଜଣଙ୍କ ମୃତ୍ୟୁ

ତାଳଚେର: ଦୁର୍ଘଟଣାରେ ଚାଲିଗଲା ୨ ଜୀବନ । ତାଳଚେର ବାଇପାସ୍ ନିକଟ ପବିତ୍ର ମୋହନ ଛକରେ ସଡ଼କ ଦୁର୍ଘଟଣା ଘଟିଛି । ଦିନ ପ୍ରାୟ ୨ଟା ୩୦ ସମୟରେ ଦୁଇ ଜଣ ବାଇକ୍ ଯୋଗେ ତାଳଚେରରୁ ଫେରୁଥିବା ବେଳେ ଏକ ଟ୍ରକ୍ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ୨ ମୃତକ ଖାଲପାଳ…

‘କୋଭିଡ୍ ଯାଇନି, ଭିଡ଼କୁ ଗଲେ ମାସ୍କ ପିନ୍ଧ ଓ ପ୍ରିକସନ୍ ଡୋଜ୍ ନିଅ’

ନୂଆଦିଲ୍ଲୀ : କୋଭିଡ-୧୯ ଏଯାଏଁ ଯାଇନି । କେନ୍ଦ୍ର ସରକାର ଦେଲେ ଚେତାବନୀ । ଗହଳି ସ୍ଥାନରେ ମାସ୍କ ପିନ୍ଧିବାକୁ ଦେଲେ ପରାମର୍ଶ । ଚୀନରେ କୋଭିଡ୍ କେସ୍ ବୃଦ୍ଧିକୁ ନେଇ ସତର୍କ ହୋଇଛନ୍ତି ଭାରତ ସରକାର । ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ଅଧ୍ୟକ୍ଷତାରେ ହାଇଲେବଲ୍ ବୈଠକ ହୋଇଛି ।…

ଟାଟା ପାଓ୍ୱାର ଉଚ୍ଚ ଶକ୍ତିସମ୍ପନ୍ନ ଟାଓ୍ୱାରକୁ ବିରୋଧ କରି ବିନିକା ବନ୍ଦ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ବିନିକାରେ ବନ୍ଦ ପାଳନ । ସକାଳ ୬ଟା ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ୧୨  ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି ସ୍ଥାନୀୟ ଜନସାଧାରଣ । ଟାଟା ପାୱାର କମ୍ପାନୀର ଉଚ୍ଚଶକ୍ତିସମ୍ପନ୍ନ ବିଦ୍ୟୁତା ଟାଓ୍ୱାରକୁ ବିରୋଧ କରି ବନ୍ଦ ପାଳନ କରିଛନ୍ତି ବିନିକାବାସୀ । ଓପିଟିସିଏଲ…