Latest Odisha News

BREAKING NEWS

ତୋ ବିନା ଲାଗେନା ଭଲ କିଛି…

ଦୋହା: ଫିଫା ବିଶ୍ୱକପ ୨୦୨୨ ସଂସ୍କରଣରେ ଚାମ୍ପିୟନ ହୋଇଛି ଆର୍ଜେଂଟିନା । ଦୀର୍ଘ ଦିନ ଧରି ପ୍ରଶଂସକଙ୍କୁ ଏହି ସ୍ୱପ୍ନକୁ ସାକାର କରିଛନ୍ତି ଲିଓନେଲ ମେସିଙ୍କ ଟିମ । ମେସିଙ୍କ ସ୍ୱପ୍ନ ମଧ୍ୟ ସାକାର ହୋଇଛି । ଆର୍ଜେଂଟିନା ଏବେ ଉତ୍ସବମୁଖରିତ । ଏହା ହେବା ବି ନିଶ୍ଚିତ । ଏଠାରେ ସମସ୍ତେ ଫୁଟବଲ…

ପୁରୀରେ NMA ଅଧ୍ୟକ୍ଷ, ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ବୁଲି ଦେଖିଲେ ଐତିହ୍ୟ କରିଡର

ପୁରୀ: କିଭଳି ଚାଲିଛି ଶ୍ରୀମନ୍ଦିର ଐତିହ୍ୟ କରିଡର କାର୍ଯ୍ୟ ? ସୁ୍ପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ହେଉଛି ତ ? ଆଜି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ଏନଏମଏ ଅଧ୍ୟକ୍ଷ କିଶୋର କେ ବାସା । ପ୍ରଥମେ ଶ୍ରୀମନ୍ଦିର ଯାଇ କିଶୋର କେ…

ବ୍ରିଟେନ ନୋଟରେ ଏଥର କିଙ୍ଗ ଚାର୍ଲସଙ୍କ ଫଟୋ ରହିବ

ଲଣ୍ଡନ: ରାଣୀ ଏଲିଜାବେଥଙ୍କ ମୃତ୍ୟୁ ପରେ ଏବେ ବ୍ରିଟେନ ନୋଟରେ କିଙ୍ଗ ଚାର୍ଲସଙ୍କ ଫଟୋ ରହିବ । ବ୍ରିଟେନ ସେଂଟ୍ରାଲ ବ୍ୟାଙ୍କ ଏ ନେଇ ଚାର୍ଲସଙ୍କ ଫଟୋ ଥିବା ନୂତନ ନୋଟର ଡିଜାଇନ ଜାରୀ କରିଛି । ସେପ୍ଟମ୍ବରରେ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ପରେ ଚାର୍ଲସଙ୍କୁ ରାଜା କରାଯାଇଥିଲା ।…

ଫୁଟବଲ ଖେଳାଳିଙ୍କ ଜର୍ସି ପିନ୍ଧି ବାହାହେଲେ, ବିବାହ ବେଦିରୁ ଫାଇନାଲ ମ୍ୟାଚ ଦେଖିବାକୁ ଧାଇଁଲେ

ଥିରୁଅନନ୍ଦପୁରମ: ଫିଫା ୱାର୍ଲଡ କପ ନିଶା ଏବେ ବି ଉତୁରନି ଫ୍ୟାନ୍ସ ମନରୁ । ନିଜ ପ୍ରିୟ ଖେଳାଳିଙ୍କ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି  ପାଗଳ ଫୁଟବଲପ୍ରେମୀ । ଏମିତି ଏକ ଫୁଟବଲ ପ୍ରେମୀ ଯୋଡିଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭାଇରାଲ ହୋଇଥିବା ଏହି ଫଟୋ କେରଳର…

୧୬ ଭାରତୀୟ ଔଷଧ କମ୍ପାନୀ ଉପରେ କାହିଁକି ପ୍ରତିବନ୍ଧକ ଲଗାଇଲା ନେପାଳ ?

ନୂଆଦିଲ୍ଲୀ: ଭାରତର ୧୬ଟି ଔଷଧ କମ୍ପାନୀ ଉପରେ ପଡ଼ୋଶୀ ନେପାଳ ପ୍ରତିବନ୍ଧକ ଲଗାଇଛି । କଟକଣା ଯୋଗୁ ୧୬ଟି କମ୍ପାନୀ ନେପାଳକୁ ଔଷଧ ରପ୍ତାନୀ କରି ପାରିବେ ନାହିଁ । ଭାରତୀୟ କଫ୍ ସିରପ ପାଇଁ ଆଫ୍ରିକାରେ ଶିଶୁ ମୃତ୍ୟୁ ପରେ ଡବ୍ଲୁଏଚଓ ଚେତାବନୀ ଜାରି କରିଥିଲା । ଡବ୍ଲୁଏଚଓର ଆଲର୍ଟ ପରେ ନେପାଳ…

‘କୁକୁର’ ବୟାନ ପାଇଁ କ୍ଷମା ମାଗିଲେନି ଖଡଗେ, ତାତିଲା ବିଜେପି

ନୂଆଦିଲ୍ଲୀ: ଆଜି ସଂସଦରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ବୟାନକୁ ନେଇ ଜୋରଦାର ହଙ୍ଗାମା ହୋଇଛି । କେନ୍ଦ୍ରୀୟ ମନ୍ତ୍ରୀ ପୀୟୁଷ ଗୋୟଲ ଖରଗେଙ୍କ ଭାଷାକୁ ଅଭଦ୍ର ବୋଲି କହିଛନ୍ତି  ।ଏପରି ବୟାନ ପାଇଁ କଂଗ୍ରେସ ଅଧ୍ୟକ୍ଷ କ୍ଷମା ମାଗନ୍ତୁ ବୋଲି  ଦାବି କରିଛି ବିଜେପି ।…

ଏମାନେ ଭାରତର ପ୍ରତିଷ୍ଠିତ କଳାକାର କିନ୍ତୁ ଦେଇ ପାରିବେନି ଭୋଟ

ମୁମ୍ବାଇ:ବଲିଉଡର ଏପରି କେତେକ କଳାକାର ଅଛନ୍ତି ଯେଉଁମାନେ ଆମର ମନୋରଞ୍ଜନ ପାଇଁ ସମସ୍ତ ଉଦ୍ୟମ କରିଥାନ୍ତି । କିନ୍ତୁ ଆପଣମାନଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ,  କେତେକ କଳାକାର ଅଛନ୍ତି ଯେଉଁମାନେ ଭାରତରେ ରହୁଛନ୍ତି ଅଥଚ ଭୋଟ ଦେଇପାରିବେ ନାହିଁ । ଆସନ୍ତୁ ଜାଣିବା ସେମାନଙ୍କ…

ଭାରତୀୟ ସେନାରେ ସାମିଲ୍ ହେବ କ୍ଷେପଣାସ୍ତ୍ର ‘ପ୍ରଳୟ’, ଚୀନ ସୀମାରେ ହେବ ମୁତୟନ

ନୂଆଦିଲ୍ଲୀ: ନଜର ରଖିବ, ଅମାନିଆ ହେଲେ ନିମିଷକେ ଧ୍ୱଂସ କରି ଦେବ । ଏଲଏସିରେ ଚୀନକୁ ନେଇ ବିବାଦ ଭିତରେ ଭାରତୀୟ ସେନା ‘ପ୍ରଳୟ’ ବାଲିଷ୍ଟିକ ମିସାଇଲକୁ ସୀମାରେ ମୁତୟନ କରିବାକୁ ନିଷ୍ପତ୍ତି ନେଇଛି । ଭାରତୀୟ ସେନାର ଏହି ନିଷ୍ପତ୍ତି ଚୀନ ମନରେ ଭୟ ସଞ୍ଚାର କରିଥିବା କୁହାଯାଉଛି । ୧୫୦ରୁ…

ମୋ ସ୍ୱାମୀଙ୍କୁ ହତ୍ୟା କରାଯାଇଛି-ମୃତ ଗୋବିନ୍ଦଙ୍କ ପତ୍ନୀ

ବଲାଙ୍ଗିର: ସେ ବହୁତ ଷ୍ଟ୍ରଙ୍ଗ ଲୋକଥିଲେ । ସେ କେବେ ବି ଆତ୍ମହତ୍ୟା କରିପାରିବେ ନାହିଁ । ତାଙ୍କୁ ହତ୍ୟା କରାଯାଇଛି । ଏମିତି ଅଭିଯୋଗ ଆଣିଛନ୍ତି ମୃତ ଗୋବିନ୍ଦ ସାହୁଙ୍କ ପତ୍ନୀ । ଗୋବିନ୍ଦ ସାହୁ ଗତକାଲି ରାତି ୧୧ଟାରେ ଘରକୁ ଫୋନ କରିଥିଲେ । ଭଲମନ୍ଦ ପଚାରି ବୁଝିଥିଲେ । ହେଲେ ତାଙ୍କ…