Latest Odisha News

BREAKING NEWS

ସୋସିଆଲ ମିଡିଆରେ ଟ୍ରେଣ୍ଡ କଲା ବୟକଟ ପଠାନ

ମୁମ୍ବାଇ: ଶାହାରୁଖ ଖାଁ ଅଭିନୀତ ପଠାନ ଫିଲ୍ମ ଏବେ ଚର୍ଚ୍ଚାରେ । ତେବେ ବଲିଉଡ ପାଇଁ ଗ୍ରହଣ ସାଜିଥିବା ବୟକଟ ଟ୍ରେଣ୍ଡ ପଠାନକୁ ଗ୍ରାସ କରିବାକୁ ଆସିଛି । ରିପୋର୍ଟ ମୁତାବକ ବେଶରମ ଗୀତ ରିଲିଜ ହେବା ପରେ ବୟକଟ ପଠାନ ଟ୍ରେଣ୍ଡ କରିବାରେ ଲାଗିଛି । ଯାହାକି ମେକର୍ସଙ୍କ ମୁଣ୍ଡ ବ୍ୟାଥାର କାରଣ…

ରାଜ୍ୟ ପୁସ୍ତକ ମହୋତ୍ସବରେ ଆଧୁନିକ କବିତାରେ ଜୀବନର ସ୍ୱର ଓ ସ୍ଵାକ୍ଷର” ସମ୍ପର୍କରେ ଆଲୋଚନା

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବର ଚତୁର୍ଥ ଦିନରେ "ଆଧୁନିକ କବିତାରେ ଜୀବନର ସ୍ୱର ଓ ସ୍ଵାକ୍ଷର" ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି I ଏହି ଆଲୋଚନାରେ ପ୍ରସିଦ୍ଧ ଗୁଜୁରାଟୀ କବି ସୀତାଂଶୁ ୟାଶଚନ୍ଦ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ I ତାଙ୍କ ସହ ଓଡ଼ିଆ…

୫ ବର୍ଷ ଝିଅ ଶରୀରରୁ ମିଳିଲା ଜିକା ଭାଇରସ, ଚିନ୍ତାରେ ସ୍ୱାସ୍ଥ୍ୟ ବିଶେଷଜ୍ଞ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଜିକା ଭାଇରସ । ୫ ବର୍ଷର ଝିଅ ଶରୀରରୁ ମିଳିଛି ଜିକା ଭାଇରସ । ଏହି ଖବର ପ୍ରଚାର ହେବା ପରେ ଖେଳି ଯାଇଛି ଆତଙ୍କ । ବଢିଛି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା। କର୍ଣ୍ଣାଟକରେ ଚିହ୍ନଟ ହୋଇଛି ପ୍ରଥମ ଜିକା ଭାଇରସ। ରାଜ୍ୟର ରାଇଚୁର ଜିଲ୍ଲାରେ ଜଣେ ୫ ବର୍ଷୀୟ ଝିଅ…

ସ୍ୱଳ୍ପ ଗଳ୍ପ : ଅର୍ଥ ସହ ଏକ ରିଭଲଭର୍

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୪୭ ଛବିଟି ସ୍ୱତନ୍ତ୍ର। ପାବଲୋ ପିକାଶୋଙ୍କର ଛବି। ଗୋଟିଏ ଫଟୋଗ୍ରାଫ୍ । ପିକାସୋଙ୍କର ସେହି ଫଟୋଗ୍ରାଫର ଆଢୁଆଳରେ ଥିବା କାହାଣୀଟି କିନ୍ତୁ ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ। ପିକାସୋ ସବୁବେଳେ ତାଙ୍କର ଜଣେ ପୂର୍ବସୂରୀ ତଥା…

ଭାରତୀୟ ଯବାନଙ୍କ ସାହସ ଦେଖି ଫେରିଗଲେ ଡ୍ରାଗନ ସେନା-ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ତଓ୍ୱାଙ୍ଗ ଠାରେ ଚୀନ ସେନା ଭାରତକୁ ଅନୁପ୍ରବେଶ କରିବାକୁ  ଚାହୁଁଥିଲେ । ଏହାର ମୁହଁତୋଡ ଜବାବ ଦେଇଛନ୍ତି ଭାରତୀୟ ସେନା । ଏଲଏସିର ସ୍ଥିତିକୁ ବଦଳାଇବା ପାଇଁ ଚୀନ ବାରମ୍ବାର ଚେଷ୍ଟା କରୁଛି । ଭାରତୀୟ ସେନାର ଖୁବ ସାହାସର ସହିତ ଏହାର ମୁକାବିଲା କରୁଛନ୍ତି । ଚୀନ ସେନାକୁ ନିଜ…

ସଂସଦ ଆକ୍ରମଣରେ ବଳିଦାନକୁ ସ୍ମରଣ କଲେ ଶାସକ ଓ ବିରୋଧୀ

ନୂଆଦିଲ୍ଲୀ: ଆଜି ସଂସଦ ଆକ୍ରମଣକୁ ୨୧ ବର୍ଷ । ସଂସଦରେ ସହିଦଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ସଂସଦ ପରିସରରେ ସହିଦ୍ ଯବାନଙ୍କ ଫଟୋରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ତାଙ୍କ ସହିତ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦିପ ଧନଖଡ,…

ଯୋଧପୁରରେ ସିଲିଣ୍ଡର ବ୍ଲାଷ୍ଟ, ମୃତ୍ୟୁ ସଂଖ୍ୟା ୧୮ କୁ ବୃଦ୍ଧି

ରାଜସ୍ଥାନ : ବିବାହ ଖୁସିରେ ଲାଗିଲା ଗ୍ରହଣ । ବରଯାତ୍ରୀ ବାହାରିବା ପୂର୍ବରୁ ଫାଟିଲା ଗ୍ୟାସ ଟାଙ୍କି । ଯୋଧପୁର ସିଲିଣ୍ଡର ବ୍ଲାଷ୍ଟ ମାମଲା । ବିବାହ ମହତ୍ସୋବରେ ଭୋଜି ପ୍ରସ୍ତୁତ ସମୟରେ ଏହି ଅଘଟଣ ଘଟିଥିଲା । ଦୁର୍ଘଟଣାରେ ୫ ଜଣ ଅତିଥିଙ୍କ ମୃତ୍ୟୁ ଘଟିଥିବାବେଳେ ୬୦ ଜଣ ଆହତ ହୋଇଥିଲେ ।…

ପୁସ୍ତକ ପରିଚୟ : ନଟର ଡାଏରୀ

ଶୁଭ ନାରାୟଣ ସ୍ୱାଇଁଙ୍କ ସମୀକ୍ଷା  ବହି : ନଟର ଡାଏରୀ କଥାକାର : ପ୍ରକାଶ ମହାପାତ୍ର ପ୍ରକାଶକ : ଇଭେଣ୍ଟସ୍ ପୃଷ୍ଠା ସଂଖ୍ୟା : ୨୧୬ ମୂଲ୍ୟ : ୨୫୦ ଟଙ୍କା ମାତ୍ର ଅନେକ ଅନୁଭବର ଚିତ୍ରିତ ବ୍ୟାଖ୍ୟା ନିଜ ସହ ନିଜର କଥା ଆପଣ କେବେ ନିଜ ସହ ନିଜେ କଥା ହୋଇଛନ୍ତି ? କେବେ ଚେଷ୍ଟା…

ବୋହୂ ବିଜେଡି ପ୍ରାର୍ଥୀ ହେବେ ବୋଲି ଶେଷ ପର୍ଯ୍ୟନ୍ତ ଜାଣି ନ ଥିଲି -ରମା ବଳିୟାରସିଂ

ଭୁବନେଶ୍ୱର:ଦଳରେ ନିଶ୍ଚିତ ଭାବେ କିଛି ତ୍ରୁଟି ଥିଲା । ସେହି ତ୍ରୁଟି ହିଁ ଥିଲା ପରାଜୟର କାରଣ । ସେଥିପାଇଁ ବିଜେପି ପଦ୍ମପୁରରେ ଏତେ ଅଧିକ ଭୋଟରେ ହାରିଲା ବୋଲି ସ୍ୱୀକାର କରିଛନ୍ତି ବିଜେପି ନେତା ତଥା ବିଜୟୀ ପ୍ରାର୍ଥିନୀ ବର୍ଷା ସିଂ ବରିହାଙ୍କ ଶ୍ୱଶୁର ରମାରଞ୍ଜନ ବଳିୟାର ସିଂ ।…