Latest Odisha News

BREAKING NEWS

୧୨ ଆଇଏଏସ ଅଫିସର ଦେଇ ନାହାନ୍ତି ସମ୍ପତ୍ତି ତାଲିକା

ଭୁବନେଶ୍ୱର: ରାଜ୍ୟରେ ଅନେକ ଆଇଏଏସ ସ୍ତରୀୟ ଅଧିକାରୀ  ସେମାନଙ୍କର ସମ୍ପତି ତାଲିକା ଦେଇ ନାହାନ୍ତି । ରାଜ୍ୟରେ ୧୨ ଜଣ ଆଇଏଏସ, ଆଇପିଏସ, ଆଇଏଫଏସ  ଅଫିସର ସେମାନଙ୍କର ତାଲିକା ଦେଇ ନ ଥିବା ଜଣାଯାଇଛି । ବିଧାନସଭାରେ  ଏ ନେଇ ତଥ୍ୟ ପ୍ରକାଶ କରିଛନ୍ତି ମନ୍ତ୍ରୀ । ବିଜେପି ବିଧାୟିକା କୁସୁମ…

ଟୋକିଓରେ ରହୁଛନ୍ତି ଚୀନର ସବୁଠାରୁ ବଡ ବ୍ୟବସାୟୀ ଜ୍ୟାକ ମା !

ବେଜିଂ: ଚୀନର ଇ କମର୍ସ କମ୍ପାନୀ ଆଲିବାବାର ଫାଉଣ୍ଡର ଜ୍ୟାକ ମା ଏବେ ଜାପାନର ଟୋକିଓ ସହରରେ ରହୁଥିବା ଖବର ପ୍ରକାଶ ପାଇଛି । ଆମେରିକାର ଫାଇନାନ୍ସିଆଲ ଟାଇମ୍ସରେ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ସମସ୍ତେ ଚକିତ ହୋଇ ପଡିଛନ୍ତି । ଟୋକିଓରେ ସେ ଅତି ସାଧାରଣ ଭାବେ ଜୀବନ ଯାପନ କରୁଛନ୍ତି ।…

ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲ ଓ ପୋଲିସ ଧସ୍ତାଧସ୍ତି

ସମ୍ବଲପୁର : ସମ୍ବଲପୁରରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ କଚେରି ଛକରେ ଓକିଲଙ୍କ ଆନ୍ଦୋଳନ । ଏହି ଆନ୍ଦୋଳନ ବେଳେ ପୁଲିସ୍‌-ଓକିଲ ମୁହାଁମୁହିଁ ହୋଇଛନ୍ତି । ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଓକିଲଙ୍କ ଟେଣ୍ଟ ଉପାଡ଼ି ଫିଙ୍ଗି ଦେଇଛି ପୁଲିସ୍‌ ।…

୨୦୩୫ ସୁଦ୍ଧା ୧୫୦୦ ପରମାଣୁ ଅସ୍ତ୍ର ପ୍ରସ୍ତୁତ କରିବ ଚୀନ

ୱାଶିଂଟନ:ସାମରିକ ଶକ୍ତି ବୃଦ୍ଧି ପାଇଁ ଲାଗି ପଡ଼ିଛି ଚୀନ । ୨୦୩୫ ସୁଦ୍ଧା ପାଖାପାଖି ୧୫୦୦ ପରମାଣୁ ହତିଆର ପ୍ରସ୍ତୁତ କରିବାର ଲକ୍ଷ୍ୟ ରଖିଛି । ଏଭଳି କିଛି ଆଶଙ୍କା କରିଛି ଆମେରିକା ପ୍ରତିରକ୍ଷା ବିଭାଗ ପେଣ୍ଟାଗନ । ଏବେ ଚୀନ ଅସ୍ତ୍ରଭଣ୍ଡାରରେ ୪୦୦ରୁ ଅଧିକ ପରମାଣୁ ହତିଆାର ରହିଛି । ଏ…

ମହାକାଶ ଗବେଷଣାର ସଫଳ ରୂପାୟନ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ଆମର ବୈଜ୍ଞାନିକମାନଙ୍କ ଅକ୍ଲାନ୍ତ ପରିଶ୍ରମ ଏବଂ ମହାକାଶ ବିଭାଗ, ଭାରତ ସରକାରଙ୍କ ସ୍ୱୟଂ ସହାୟକ ଯୋଜନା ଯୋଗୁଁ ମହାକାଶ ଆତ୍ମନିର୍ଭରଶୀଳତା ହାସଲ କରାଯାଇଛି । ଡକ୍ଟର ବିକ୍ରମ ସାରଭାଇଙ୍କ ଉଦ୍ୟମରେ ୧୯୬୨ ମସିହାରେ ଭାରତ ସରକାରଙ୍କ ଦ୍ୱାରା ଭାରତୀୟ…

ସଇତାନ ସାଜିଲା ରାପିଡୋ ଡ୍ରାଇଭର, ନିଶା ଅବସ୍ଥାରେ ଯୁବତୀଙ୍କୁ କଲା ଦୁଷ୍କର୍ମ

ନୂଆଦିଲ୍ଲୀ : କେରଳର ଜଣେ ୨୨ ବର୍ଷୀୟ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି  । ରାପିଡୋ ଆପ୍‌ର ଡ୍ରାଇଭର ଓ ତାର ସହଯୋଗୀ ସହ ମିଶି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି  ।  ଦୁଷ୍କର୍ମର ଶିକାର ହୋଇଥିବା ୨୨ ବର୍ଷୀୟ ଯୁବତୀ ଜଣଙ୍କ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଶୁକ୍ରବାର ସେ ତାଙ୍କର…

ଏଟିଏମ୍ ଭିତରେ ପଶିଲା ନାଗ, ଦେଢ ଘଣ୍ଟା ଟଙ୍କା ଉଠାଣ ବନ୍ଦ

ଭୁବନେଶ୍ୱର: ଏଟିଏମରେ ପଶିଲା ନାଗ । ଦେଢ ଘଣ୍ଟା ଧରି ଲୋକେ ଟଙ୍କା ଉଠାଇନପାରି ହଇରାଣ ହୋଇଥିଲେ । ଗତକାଲି ସନ୍ଧ୍ୟା ୭ ଟାରେ ଭୁବନେଶ୍ଵର ଫର୍ଚ୍ୟୁନ୍ ଟାୱାର ନିକଟରେ ଥିବା ଷ୍ଟେଟ ବ୍ୟାଙ୍କ୍ ଅଫ ଇଣ୍ଡିଆ ଏଟିଏମ୍ ଭିତରେ ରାଜେଶ୍ ହାଁସଦା ନାମକ ବ୍ୟକ୍ତି ଟଙ୍କା ଉଠାଇବା ବେଳେ ସାପଟିକୁ…

ରାଷ୍ଟ୍ରପତିଙ୍କ ଭାଷଣ ପରେ ସୁପ୍ରିମକୋର୍ଟଙ୍କ ପଦକ୍ଷେପ: ଦଣ୍ଡ ସମୟ ସରିଥିବା ଗରୀବ ଆଦିବାସୀ କଏଦୀଙ୍କ ରିପୋର୍ଟ ତଲବ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭାଷଣ ପରେ ପଦକ୍ଷେପ ନେଲେ ସୁପ୍ରିମକୋର୍ଟ । ଖୁବ ଶୀଘ୍ର ଜେଲ୍ ରୁ ମୁକୁଳିବେ ସାମାନ୍ୟ ଅପରାଧ ପାଇଁ ଦଣ୍ଡ ସମୟ ସରିଯାଇଥିବା ଗରୀବ ଆଦିବାସୀ କଏଦୀ । ଜାମିନ ପରେ ବି ଛୋଟମୋଟ କଏଦୀ ଜେଲ୍ ଜୀବନ କାଟୁଥିବା ନେଇ ୨୬ ତାରିଖରେ ରାଷ୍ଟ୍ରପତି ନିଜ…

‘ଗଦ୍ଦାର’ ବିବାଦ ପରେ ଏକାଠି ହେଲେ ଗେହଲଟ୍ ଓ ପାଇଲଟ୍ : ଭାରତ ଯୋଡ଼ୋ ଯାତ୍ରା ଉପରେ ଲକ୍ଷ୍ୟ

ଜୟପୁର: ଅଶୋକ ଗେହଲଟ୍ ଓ ସଚିନ ପାଇଲଟ୍ ଏକାଠି । ରାଜସ୍ଥାନର କଂଗ୍ରେସରେ ଘଡିକେ ଛୁଟୁଛି ଘୋଡ଼ା । ପ୍ରଥମେ ଗଦ୍ଦାର ବିବାଦ ଆଉ ଏବେ କୋଳାକୋଳି। କିଛି ଦିନ ତଳେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ସମୟରେ ଗେହଲଟ୍ ଖୋଲାଖୋଲି ଭାବେ ପାଇଲଟଙ୍କୁ ‘ଗଦ୍ଦାର’ ବୋଲି କହିଥିଲେ ରାଜସ୍ଥାନର ପୂର୍ବତନ…

ଠିକାଦାରଙ୍କ ଘରେ ରେଡ୍: ରାତି ଅଧିଆ ଚଢାଉକୁ ନିନ୍ଦା କଲେ ପରିବାର

ପଦ୍ମପୁର: ଦିନକ ବ୍ୟବଧାନ ପରେ ପଦ୍ମପୁରରେ ପୁଣି ରେଡ୍ । ଠିକାଦାର ପ୍ରତାପ ପଟ୍ଟନାୟକଙ୍କ ଘରେ ଯାଞ୍ଚ । ରାତି ଅଧିଆ ରେଡ୍ କରିଛନ୍ତି ପଦ୍ମପୁର ଏନଏସି ଓ ଜିଏସଟି ଅଧିକାରୀ । ରେଡରେ ଅତିରିକ୍ତ ତହସିଲଦାର ରାମକୃଷ୍ଣ ମିଶ୍ର ସାମିଲ ଥିଲେ । ନିଜକୁ ସେ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ମାଜିଷ୍ଟ୍ରେଟ୍…