ଫିଫା ବିଶ୍ୱକପ: କାମେରୁନକୁ ହରାଇଲା ସୁଇଜରଲାଣ୍ଡ
ଦୋହା: ଚଳିତ ଫିଫା ବିଶ୍ୱକପ ଫୁଟବଲରେ ଆଜି ସୁଇଜରଲାଣ୍ଡ ୧-୦ ଗୋଲରେ କାମେରୁନକୁ ପରାସ୍ତ କରିଛି । ଗ୍ରୁପ ଜିର ଏହି ମୁକାବିଲା ବେଶ ରୋମାଂଚକପୂର୍ଣ୍ଣ ଥିଲା । ପ୍ରଥମାର୍ଦ୍ଧରେ କେହି କାହା ବିପକ୍ଷରେ ଗୋଲ କରିବାରେ ସଫଳ ହୋଇ ନ ଥିଲେ । ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ବ୍ରିଲ ଏମ୍ବୋଲୋ ୪୮ତମ…