Latest Odisha News

BREAKING NEWS

ପାରାଦୀପ ବନ୍ଦରରେ ଆଇଏନଏସ ଘଡିଆଳ

ପାରାଦୀପ: ପାରାଦୀପ ବନ୍ଦରରେ ଲାଗିଲା ଇଣ୍ଡିଆନ୍ ନାଭିର ଜାହାଜ । ବନ୍ଦରରେ ଲାଗିଛି ନାଭିର  ଆଇ ଏନ୍ ଏସ ଘଡ଼ିଆଳ । ଜାହାଜ ଭିତରେ ଚାଲିଛି ସ୍ୱାସ୍ଥ୍ୟ ମେଳା । ମହତ ଉଦ୍ଦେଶ୍ୟ ନେଇ ପାରାଦୀପକୁ ଆସିଛି ଆଇଏନଏସ ଘଡିଆଳ । ବନ୍ଦର ନଗରୀ ପାରାଦ୍ଵୀପରେ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ…

ଲାଞ୍ଚ ନେବାବେଳେ ଭିଜିଲାନ୍ସ ପଞ୍ଝାରେ ପଡ଼ିଲେ କନିଷ୍ଠ କିରାଣୀ ଅଜୟ ପାଣ୍ଡେ

ଝାରସୁଗୁଡ଼ା : ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡିବସିଲା ଭିଜିଲାନ୍ସ ବିଭାଗ  । ଝାରସୁଗୁଡା କୃଷି ବିଭାଗର କନିଷ୍ଠ କିରାଣୀ ଅଜୟ ପାଣ୍ଡେ  ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି l ସୂଚନା ଅନୁଯାୟୀ ଝାରସୁଗୁଡା କୃଷି ବିଭାଗ…

ତୃତୀୟ ଟି୨୦ ବର୍ଷା ଯୋଗୁ ଟାଏ, ୧-୦ରେ ସିରିଜ ଜିତିଲା ଟିମ ଇଣ୍ଡିଆ

ନାପିୟର: ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଟି୨୦ ବର୍ଷା ଯୋଗୁ ଅଧାରୁ ବାତିଲ ହୋଇଯାଇଛି । ଫଳରେ ଭାରତୀୟ କ୍ରିକେଟ ଟିମ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ୧-୦ରେ ଜିତି ନେଇଛି । ଆଜି ଅନୁଷ୍ଠିତ ତୃତୀୟ ଟି୨୦ରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୧୯.୪ ଓଭରରେ ୧୬୦ ରନ କରି ଅଲଆଉଟ ହୋଇ ଯାଇଥିଲା । ଡେଭନ…

ସାନିଟାରୀ ପ୍ୟାଡ ବ୍ୟବହାର କଲେ ହୋଇପାରେ କ୍ୟାନ୍ସର ; ନୂଆ ଅଧ୍ୟୟନରୁ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ : ଆପଣ ମାନେ ସାନିଟାରୀ ପ୍ୟାଡ ବ୍ୟବହାର କରୁଛନ୍ତି କି ତେବେ ହୋଇଯାଆନ୍ତୁ ସାବଧାନ । କାରଣ ସାନିଟାରୀ ପ୍ୟାଡ ବ୍ୟବହାର କରିବା ଦ୍ବାରା ହୋଇପାରେ କର୍କଟ ରୋଗ । ଏମିତିକି ବନ୍ଧ୍ୟାକରଣ ସମସ୍ୟା ମଧ୍ୟ ଦେଖା ଦେଇପାରେ ବୋଲି ନୂଆ ଅଧ୍ୟୟନରୁ ଜଣାପଡ଼ିଛି  । ପ୍ରତ୍ୟେକ…

ମୋର୍ବି ଟ୍ରାଜେଡି ରିପୋର୍ଟ: ଘଟଣା ଦିନ ଦିଆଯାଇଥିଲା ୩୧୬୫ ଟିକେଟ୍

ନୂଆଦିଲ୍ଲୀ: ଗୁଜରାଟର ମୋର୍ବିଠାରେ ଝୁଲା ପୋଲ ଟ୍ରାଜେଡିରେ ନୂଆ ଖୁଲାସା । ଏଫଏସଏଲ୍ ରିପୋର୍ଟରେ ଓରେଭା ଓ ନଗର ନିଗମ ଦ୍ୱାରା ଭ୍ରଷ୍ଟାଚାର ଓ ଦାୟିତ୍ୱହୀନତା ହୋଇଥିଲା ଦର୍ଶାଯାଇଛି । ଓରେଭା ଗ୍ରୁପ୍ ପୋଲ ମରାମତି କଣ୍ଟ୍ରାକ୍ଟ ନେଇଥିଲା । ଅକ୍ଟୋବର ୩୦ ତାରିଖରେ ଝୁଲା ପୋଲ ଛିଣ୍ଡିଯିବାରୁ…

ବଜାରକୁ ଆସିଲା ସବୁଠୁ ଶସ୍ତା ୭ ସିଟର କାର୍

ନୂଆଦିଲ୍ଲୀ: କାର କିଣିବାକୁ ସମସ୍ତଙ୍କ ଇଚ୍ଛା ଥାଏ । ଆଉ ପରିବାର ଟିକିଏ ବଡ଼ ଥିଲେ ଦରକାର ବଡ଼ ଗାଡ଼ି । କିନ୍ତୁ ଯଦି ଆପଣଙ୍କ ପାଖରେ ବଡ଼ ବଜେଟ୍ ନାହିଁ ତେବେ ଚିନ୍ତା କରନ୍ତୁ ନାହିଁ । ମାରୁତି ସୁଜୁକି ଆଜି ଘରୋଇ ବଜାରରେ ଏମପିବି କାର Eecoର ଅପଡେଟେଡ୍ ମଡେଲକୁ ଲଞ୍ଚ କରିଛି । କମ୍ପାନୀର…

ବ୍ରୁସ ଲୀଙ୍କ ଅଧିକ ପାଣି ପିଇବା ଯୋଗୁ ହୋଇଥିଲା ମୃତ୍ୟୁ !

ୱାଶିଂଟନ: ସାରା ବିଶ୍ୱରେ ମାର୍ଶଲ ଆର୍ଟ୍ସକୁ ଲୋକପ୍ରିୟ କରାଇଥିବା ବ୍ରୁସ ଲୀଙ୍କ ମୃତ୍ୟୁକୁ ନେଇ ଗବେଷକମାନେ ଆଉ ଏକ ଖୁଲାସା କରିଛନ୍ତି । ସେମାନଙ୍କ ମତରେ ଏହି ଆମେରିକୀୟ ଅଭିନେତାଙ୍କ ମୃତ୍ୟୁ ଅଧିକ ପାଣି ପିଇବା ଯୋଗୁ ହୋଇଥିଲା । ମାତ୍ର ୩୨ ବୟସରେ ୧୯୭୩ରେ ବ୍ରୁସ ଲୀଙ୍କ ହଠାତ ମୃତ୍ୟୁ…

ଚୀନ ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୩୬ ମୃତ ଓ ୨ ନିଖୋଜ

ବେଜିଂ: ଚୀନର ଏକ ରାସାୟନିକ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ । ଫଳରେ ୩୬ ଜଣଙ୍କ ମୃତ୍ୟୁ ହୋଇଛି । ଅଗ୍ନିକାଣ୍ଡରେ ୨ ଜଣ ଆହତ ହୋଇଥିବାବେଳେ ଆଉ ୨ ଜଣ ନିଖୋଜ ଅଛନ୍ତି । ଅଗ୍ନିଶମ ବାହିନୀ ୪ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଛି । ହେନନ ଅଞ୍ଚଳରେ ଥିବା ଏହି ପ୍ଲାଣ୍ଟରେ…

ମୋତିଆବିନ୍ଦୁ ଅସ୍ତ୍ରୋପଚାର ପରେ ଚାଲିଗଲା ୬ ରୋଗୀଙ୍କ ଦୃଷ୍ଟି ଶକ୍ତି

କାନପୁର: ମୋତିଆବିନ୍ଦୁ ଅପରେସନ୍ ପରେ ଚାଲିଗଲା ଦୃଷ୍ଟି ଶକ୍ତି । ଜଣେକି ଦୁଇ ଜଣ ନୁହେଁ ମୋତିଆବିନ୍ଦୁ ଅପରେସନ୍ ପରେ ୬ ଜଣ ରୋଗୀ ସମ୍ପୂର୍ଣ୍ଣ ଦୃଷ୍ଟି ଶକ୍ତି ହରାଇ ବସିଛନ୍ତି । ଉତ୍ତରପ୍ରଦେଶ କାନପୁରରେ ଘଟିଛି ଏଭଳି ଘଟଣା । ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ତଦନ୍ତ…

ଝିଅ ଅଛି ଘରେ… କିଏ ଲେଖିଥିଲା ବିବାହ ଓ ବିକ୍ରି ନେଇ ଚିଠି ?

ଜଗତସିଂହପୁର: ବଦନାମ ପାଇଁ ଷଡ଼ଯନ୍ତ୍ର । ନାବାଳିକାଙ୍କ ଭବିଷ୍ୟତ ସହ ଖେଳ । ୧ ଲକ୍ଷ ଟଙ୍କା ନେଇ ମାତ୍ର ୧୫ ବର୍ଷ ବୟସରେ ଝିଅକୁ ବାପାମାଆ, ବିବାହ କରାଇ ଦେଇଥିବା ଖବର ପ୍ରଘଟ ହୋଇଥିଲା । ଏହାପରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବସୁନ୍ଧରାକୁ ଆସିଥିଲା ଏକ ଚିଠି । ଚିଠିକୁ ନେଇ ଜଗତସିଂହପୁର…