ଲୋକପ୍ରିୟ ଅଭିନେତ୍ରୀ ତବସୁମଙ୍କ ପରଲୋକ
ମୁମ୍ବାଇ: ଲୋକପ୍ରିୟ ବରିଷ୍ଠ ଅଭିନେତ୍ରୀ ତବସୁମଙ୍କ ଆଜି ୭୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଶୁକ୍ରବାର ବିଳମ୍ବିତ ରାତିରେ ହାର୍ଟ ଆଟାକ ଆସିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଜଣେ ଶିଶୁ କଳାକାର ଭାବେ ସେ ୧୯୪୭ରୁ ଅଭିନୟ…