Latest Odisha News

BREAKING NEWS

ମନରେଗା ଯୋଜନାରେ ଦୁର୍ନୀତି, ଅଧିକାରୀ ଓ ସରପଞ୍ଚଙ୍କଠାରୁ କେବେ ଆଦାୟ ହେବ ଟଙ୍କା ?  

ଯାଜପୁର : ବିଂଝାରପୁର ବ୍ଲକରେ ମନରେଗା ଯୋଜନାରେ ଦୁର୍ନୀତି । ଅଧିକାରୀ ଓ ସରପଞ୍ଚ ଲୁଟ୍‌ କରିଥିବା ଅଭିଯୋଗ । ବିଂଝାରପୁର ବ୍ଳକର ୨୦୧୯-୨୦ ଆର୍ଥିକ ବର୍ଷରେ ହୋଇଥିବା ମନରେଗା ଯୋଜନାର ତଦନ୍ତ ରିପୋର୍ଟ ଆସିବା ପରେ ଚର୍ଚ୍ଚା ଜୋର ଧରିଛି । ବାରମ୍ବାର ନୋଟିସ ଦିଆଯାଉଥିବା ବେଳେ ଟଙ୍କା ଦେବାର…

ହିମାଚଳରେ କଂଗ୍ରେସ ଶାସନକୁ ନଫେରିଲେ ପ୍ରିୟଙ୍କାଙ୍କ ପାଇଁ ଅଡ଼ୁଆ

ସିମଲା: ହିମାଚଳପ୍ରଦେଶରେ କଂଗ୍ରେସ ଶାସନକୁ ଫେରିବ  । ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ । ହିମାଚଳ ପ୍ରଦେଶରେ 1977 ମସିହାରୁ ହୋଇଥିବା ସମସ୍ତ ନିର୍ବାଚନରେ ଶାସନ ପରିବର୍ତ୍ତନ ହେବାର ଉଦାହରଣ ରହିଛି । ଥରେ ବିଜେପି ସରକାର କଲେ ଥରେ କଂଗ୍ରେସ ଏଠାରେ ଶାସନକୁ ଫେରୁଛି…

ଆମେରିକା ଏୟାର ଶୋ ବେଳେ ସାମରିକ ବିମାନ ଧକ୍କା, ୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଆମେରିକା ଡଲାସରେ ଦୁଇ ସାମରିକ ବିମାନ ଧକ୍କା  । ଦୁର୍ଘଟଣାରେ ୬ ଜଣଙ୍କ ଚାଲିଗଲା ଜୀବନ  । ଡଲାସରେ ଏକ ଏୟାର ଶୋ’ର ଆୟୋଜନ କରାଯାଇଥିଲା। ଏହି ସମୟରେ ବୋଇଂ ବୋମା ବର୍ଷକ ବିମାନ ବି-୧୭ ଫ୍ଲାଇଂ ଫୋର୍ଟଟ୍ରେସ୍ ଓ ବେଲ୍ ପି-୬୩ କିଂକୋବ୍ରା ଫାଇଟର ବିମାନ ପରସ୍ପରକୁ ଧକ୍କା…

ଆମେରିକା ଏୟାର ଶୋ ବେଳେ ଦୁଇ ବିମାନ ମୁହାଁମୁହିଁ ଧକ୍କା

ନୂଆଦିଲ୍ଲୀ : ଆମେରିକା ଏୟାର ଶୋ ସମୟରେ ବଡ଼ ଦୁର୍ଘଟଣା । ଦୁଇ ବିମାନ ମୁହାଁମୁହିଁ ଧକ୍କା ହୋଇଥିଲା । ଡଲାସରେ ଶନିବାର ଏକ ଏୟାର ଶୋ’ର ଆୟୋଜନ କରାଯାଇଥିଲା। ଏହି ସମୟରେ ବୋଇଂ ବୋମା ବର୍ଷକ ବିମାନ ବି-୧୭ ଫ୍ଲାଇଂ ଫୋର୍ଟଟ୍ରେସ୍ ଓ ବେଲ୍ ପି-୬୩ କିଂକୋବ୍ରା ଫାଇଟର ବିମାନ ପରସ୍ପରକୁ ଧକ୍କା…

ପଦ୍ମପୁରରେ ଏଥର ପୁଣି ପଦ୍ମ-ଶଙ୍ଖ ଲଢ଼େଇ !

ବରଗଡ଼: ଧାମନଗର ଉପନିର୍ବାଚନ ପରେ ପଦ୍ମପୁର ଉପନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇଛି । ଧାମନଗରରେ ବିଜେପି ନିଜ ଆସନ ସୁରକ୍ଷିତ ରଖିପାରିଥିବା ବେଳେ ପଦ୍ମପୁରରେ ବିଜେଡି ନିଜ ଆସନ ରଖିପାରୁଛି କି ନାହିଁ ତାହା ସମ୍ମାନର ପ୍ରଶ୍ନ ବିଜେଡି ପାଇଁ । ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ଓ…

ଶିଶୁ ଗଳ୍ପ : ଶିଶୁ ହସିଲେ ଦୁନିଆ ହସେ

କୁଞ୍ଜ ବିହାରୀ ସାହୁ  ଫୁଲ ବଗିଚାରେ ବୁଲୁଥିଲା ସୋନି । ଗଛଗୁଡ଼ିକୁ ମନଖୁସିରେ ଆଉଁଷିଦେଲା । ଛନଛନିଆ ଦିଶୁଛି । କେତେ ରକମର, କେତେ ରଙ୍ଗର ଫୁଲ ଫୁଟିଛି ବଗିଚାରେ । ଫୁଲମାନେ ସୋନିକୁ ପଚାରିଲେ - 'ତୁ ଆମ ପାଖକୁ ଆସିଛୁ । ବଢିଆ ହେଲା । ଆମେ ଗପିବା, ଗୀତ ଗାଇବା, ମଜା କରିବା ।'…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୬୪)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ "କାଇଁ ଏତେ ସୁହାଗ ବୋହି ପଡୁଚି ଶୁଣେ ! ଟିକେ ଆସ୍ତେ ଡ଼ାକି ପାରୁନ ଯେ ସାଇ ପଡ଼ିଶାଙ୍କୁ ଜଣେଇ ହଉଛ ",ଆସ୍ଥା ସମ୍ଭବଙ୍କୁ ଚିଡ଼ିଲା ଗଳାରେ। ସମ୍ଭବ: "ଏବେ ମୁଁ ଦେଖୁଚି ଯାହା ଗୋଟେ କହିଲା ବେଳକୁ ତୁମେ ମୋ ଉପରେ ଖାଲି…

ଭାଷା ଭାଗବତ : ନିଜ ଭାଷାର ସଜ ଜ୍ଞାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମୁଁ ରହେଁ ସ୍ବଭାଷା ସହିତ କରେଁ ମୋ ମନୋଭାବ ବ୍ୟକ୍ତ ଯାହା ବି କଥିତ, ଲିଖିତ ପାଏଁ ତହିଁରୁ ହିତାହିତ ନୁହେଁ ମୁଁ ଭାଷାର ଶିକ୍ଷକ ଅଥବା ନୀତି ନିର୍ଣାୟକ ପାଇଥିଲେ ହେଁ ଅଳ୍ପ ଜ୍ଞାନ କରେଁ ମୁଁ ଭାବନା ଲିଖନ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବେଢା ବୁଲା କ୍ରମରେ ଆମେ ଶ୍ରୀ ସତ୍ୟନାରାୟଣ ପୀଠ ପରିଦର୍ଶନ ପରେ ଆଗକୁ କଳ୍ପବଟ ଦିଗରେ ଯିବା କଥା(ଯାହା ସାଧାରଣତଃ ପ୍ରତ୍ୟେକ ଭକ୍ତ କରିଥାନ୍ତି )। କିନ୍ତୁ ଆମେ ଆଗ…

ମୋଦୀଙ୍କୁ ଗୁଜରାଟ ନିର୍ବାଚନରେ ଔକାତ ଦେଖାଇବୁ: ମିସ୍ତ୍ରୀ

ଅହମଦାବାଦ: ୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ମଧୁସୂଦନ ମିସ୍ତ୍ରୀ କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ଔକାତ ଜଣାଇଦେବେ। ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ସର୍ଦ୍ଦାର ପଟେଲ ହୋଇପାରିବେ ନାହିଁ।…