Latest Odisha News

BREAKING NEWS

ଫାଟିଗଲା ବ୍ୟାଟେରି, ବଜାରରେ ଜଳିଗଲା ଇଲେକ୍ଟ୍ରିକ ସ୍କୁଟର

ସୋନପୁର: ପେଟ୍ରୋଲ୍ ଓ ଡିଜେଲର ଚଢ଼ା ଦାମ ଯୁଗରେ ଇ-ଗାଡ଼ି ପ୍ରତି ଚାହିଦା ବଢ଼ୁଛି । ଇଲେକ୍ଟ୍ରିକ୍ ଭେଇକିଲ୍ ପ୍ରତି ଚାହିଦା ବଢ଼ୁଥିବା ବେଳେ ବିଭିନ୍ନ ସମୟରେ ଜଳି ଯାଉଛି ବ୍ୟାଟେରି ଚାଳିତ ଗାଡ଼ି । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକରେ ମଧ୍ୟ ଏକ ଇଲେକ୍ଟ୍ରିକ୍ ସ୍କୁଟର ଜଳି ଯାଇଛି ।…

ନିଜ ଗଡ଼ ରଖିନପାରି ଅମାନତ ହାରିଲା କଂଗ୍ରେସ, ରାହୁଲଙ୍କ ଭାରତ ଯୋଡ଼ୋ ଯାତ୍ରାର ନାହିଁ ପ୍ରଭାବ!

ହାଇଦ୍ରାବାଦ: ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ) ରବିବାର ମୁନୁଗୋଡ ଉପନିର୍ବାଚନରେ ବିଜୟୀ ହୋଇଛି। ଟିଆରଏସ ପ୍ରାର୍ଥୀ ବିଜେପି ପ୍ରାର୍ଥୀଠୁ ୧୦,୩୦୯ ଭୋଟରେ ବିଜୟୀ ହୋଇଛି। ମୋଟ୍ ମତଦାନରୁ ଟିଆରଏସ ୪୩ ପ୍ରତିଶତ, ବିଜେପି ୩୮.୩ ପ୍ରତିଶତ ଏବଂ ରାଜ୍ୟରେ ବିରୋଧୀ ଆସନରେ ବସିଥିବା…

ଲୁଟ୍ ବେଳେ ମାଡ଼ି ବସିଲା ପୋଲିସ, ୫ ଚୋର ଗିରଫ

କାମାକ୍ଷାନଗର: ଚୋରି କରିବାକୁ ଆସିଥିଲେ, ମାଡ଼ି ବସିଲା ପୋଲିସ । କାମାକ୍ଷାନଗର ପୋଲିସ ଏକ ଚୋର ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଅନ୍ଧାର ରାତିରେ ଲୁଟ୍ ବେଳେ ପୋଲିସ ହାତରେ ଚୋର ଧରା ପଡ଼ିଛନ୍ତି । ବାଉଁଶପାଳ ଗ୍ରାମବାସୀଙ୍କ ସହଯୋଗରେ ୫ ଜଣ ଚୋରଙ୍କୁ ଧରି ପୋଲିସ ।…

ଭାରତ ପାଇଁ ୨୦୧୧ ଆଉ ପାକିସ୍ତାନ ନିମନ୍ତେ ୧୯୯୨ର ସଂଯୋଗ, କିଏ ଜିତିବ ଟାଇଟଲ ?

ପୁରୀ: ଟି୨୦ ବିଶ୍ୱକପ ୨୦୨୨ ସଂସ୍କରଣ ଏବେ ଶେଷ ପର୍ଯ୍ୟାୟରେ ଶେଷ ପଂହଚିଛି । ସେମିଫାଇନାଲରେ ଭାରତ-ଇଂଲଣ୍ଡ ଏବଂ ପାକିସ୍ତାନ-ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ । ଏହା ପରେ ବିଶ୍ୱ ବିଜେତା ପାଇଁ ହେବ ଲଢ଼େଇ । ଭାରତ ପାଇଁ ୨୦୧୧ ଏବଂ ପାକିସ୍ତାନ ନିମନ୍ତେ ୧୯୯୨ର ବିଶ୍ୱକପ ବିଜୟୀ ହେବାର…

ଖଣି ଦୁର୍ନୀତି ସମ୍ପର୍କିତ ହେମନ୍ତ ସୋରେନଙ୍କ ପିଟିସନ୍ ଗ୍ରହଣ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଆଶ୍ୱସ୍ତି । ତାଙ୍କ ନାଁରେ ଖଣି ଖନନ ଦୁର୍ନୀତି ସମ୍ପର୍କିତ ମାମଲାକୁ ଚ୍ୟାଲେଞ୍ଜ କରି ସେ ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଥିଲେ । ଏହାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ଗତ ସପ୍ତାହରେ…

ଜିନ୍ଦଲ ଗେଷ୍ଟ ହାଉସରୁ ମ୍ୟାନେଜରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ରାଉରକେଲା: ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ୍ (JSPL)ର ଲଜିଷ୍ଟିକ ମ୍ୟାନେଜରଙ୍କ ମୃତଦେହ ମିଳିଛି । ସୁନ୍ଦରଗଡ଼ ଜିଲ୍ଲା ବରସୁଆଁରେ ଥିବା ଜିନ୍ଦଲ ଗେଷ୍ଟ ହାଉସର ରୁମରୁ ଲଜିଷ୍ଟିକ ମ୍ୟାନେଜରଙ୍କ ମୃତଦେହ ମିଳିଥିବା ବେଳେ କେହି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଲହୁଣୀପଡ଼ା ପୋଲିସ…

ହବିଷ୍ୟାଳୀଙ୍କୁ ମାଡ଼ ଘଟଣାରେ ହାବିଲଦାର ନିଲମ୍ୱିତ

ପୁରୀ: ହବିଷ୍ୟାଳୀଙ୍କୁ ମାଡ଼ ଘଟଣାରେ ଅଭିଯୁକ୍ତ ହାବିଲଦାର ପ୍ରଶାନ୍ତ ଦଳେଇଙ୍କୁ ନିଲମ୍ୱନ କରିଛନ୍ତି ଏସ୍.ପି କନଓ୍ୱର ବିଶାଲ ସିଂ । ତେବେ ଏହି ଘଟଣାରେ ଅଧିକ ତଦନ୍ତ ହେବ ବୋଲି ସେ ସୂଚନା ଦେଇଛନ୍ତି । ସେପଟେ ଆହତ ହବିଷ୍ୟାଳୀ ମାଧୁରୀ ଦାଶଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି ।…

ପୁନର୍ବାର ପ୍ରମାଣିତ, ମାଆ ବିଶ୍ୱର ବଡ ଯୋଦ୍ଧା

ଭୁରକୁଣ୍ଡା: ମାଆଙ୍କୁ କାହିଁକି କୁହାଯାଏ ବିଶ୍ୱର ବଡ ଯୋଦ୍ଧା ତାହା ଆଜି ପୁନର୍ବାର ପ୍ରମାଣିତ ହୋଇଛି । ଝାଡଖଣ୍ଡରେ ଏପରି ଏକ ଘଟଣା ଘଟିଛି ଯେ, ସମସ୍ତେ ମାଆର ସାହସକୁ ସଲାମ କରୁଛନ୍ତି । ଭୁରକୁଣ୍ଡାର ନଳକାରୀ ନଦୀ କୂଳରେ ଥିବା ଏକ ଗ୍ରାମରେ ଚରଣ ମାଂଝୀଙ୍କ ପରିବାର ବାସ କରନ୍ତି । ଘଟଣା ଦିନ…

ଶ୍ରୀମନ୍ଦିରରେ ପୋଲିସ ମାଡ଼ରେ ମହିଳାଙ୍କ ମୁଣ୍ଡ ଫାଟିଲା

ପୁରୀ: କାର୍ତ୍ତିକ ମାସର ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ । ଭକ୍ତଙ୍କ ଗହଳି ଭିତରେ ଜଣେ ହବିଷ୍ୟାଳୀଙ୍କୁ ଆକ୍ରମଣ କରିଛି ପୁଲିସ । ମନ୍ଦିର ପରିସର ଭିତରେ ମହିଳାଙ୍କୁ ମାଡ଼ ମାରି ମୁଣ୍ଡ ଫଟାଇ ଦେଇଛନ୍ତି ସମ୍ପୃକ୍ତ ପୋଲିସ କର୍ମଚାରି । ଆହତ ମହିଳାଙ୍କୁ ପୁରୀ ଡାକ୍ତରଖାନାରେ…

ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ୧୦% ସଂରକ୍ଷଣ ଜାରି ରହିବ

ନୂଆଦିଲ୍ଲୀ: ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବା ଗରିବ ଶ୍ରେଣୀର ଲୋକଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଇଥିବା EWS କୋଟା ଉପରେ ସୁପ୍ରିମକୋର୍ଟଙ୍କ ମୋହର। EWS କୋଟାରେ କେନ୍ଦ୍ର ସରକାରଙ୍କ ୧୦ ପ୍ରତିଶତ ସଂରକ୍ଷଣ ବୈଧ। ଅବସର ନେବାର ଦିନକ ପୂର୍ବରୁ ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ…