ଟି୨୦ରେ ଭାରତର ଏକ ନମ୍ବର ଅଧିନାୟକ ହେବା ପାଇଁ ରୋହିତଙ୍କ ନିକଟରେ ସୁଯୋଗ
ମେଲବୋର୍ଣ୍ଣ: ଟି୨୦ କ୍ରିକେଟରେ ଭାରତର ଏକ ନମ୍ବର ଅଧିନାୟକ ହେବା ପାଇଁ ରୋହିତ ଶର୍ମାଙ୍କ ନିକଟରେ ସୁବର୍ଣ୍ଣ ସୁଯୋଗ ରହିଛି । ଚଳିତ ଟି୨୦ ବିଶ୍ୱକପରେ ରୋହିତଙ୍କୁ ୭ଟି ମ୍ୟାଚରେ ବିଜୟ ହାସଲ କରିବାକୁ ପଡିବ । ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭାରତ ୭୨ ମ୍ୟାଚରୁ ୪୧ ବିଜୟ ହାସଲ କରିଛି ।…