Latest Odisha News

୪୫ ଦିନର ପ୍ରଧାନମନ୍ତ୍ରୀ, କାହିଁକି ଲିଜ୍ ଟ୍ରସ୍ ଦେଲେ ଇସ୍ତଫା ?

ନୂଆଦିଲ୍ଲୀ: ଦୁନିଆର ଅନ୍ୟତମ ପ୍ରଭାବଶାଳୀ ରାଷ୍ଟ୍ର ୟୁନାଇଟେଡ୍ କିଙ୍ଗଡମ୍ ବା ୟୁକେ । ଭାରତ କାହିଁକି ବିଶ୍ୱର ପ୍ରାୟ ପ୍ରତିଟି ଦେଶରେ ଆଜି ୟୁକେକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ଆଉ ଚର୍ଚ୍ଚାର କାରଣ ପାଲଟିଛନ୍ତି ଲିଜ୍ ଟ୍ରସ୍ । ବ୍ରିଟେନ୍ ଇତିହାସରେ ସବୁଠୁ ସ୍ୱଳ୍ପ ସମୟ ମାତ୍ର ୪୫ ଦିନ…

ବାତ୍ୟା ସିତ୍ରଙ୍ଗ ପ୍ରଭାବରେ ୨୩ରୁ ବର୍ଷା, ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି । ଏହା କ୍ରମଶଃ ପୂର୍ବକେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଘନୀଭୂତ ହୋଇ ୨୨ ତାରିଖ ବେଳକୁ ଅବପାତ ଓ ୨୩ ତାରିଖରେ ଗଭୀର ଅବପାତରେ ପରିଣତ ହେବ । ଏହାପରେ ଗଭୀର ଅବପାତ ଉତ୍ତର ଦିଗକୁ ରିକର୍ଭ…

ଲୁଟ୍‌ ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କଲେ ବ୍ୟବସାୟୀ ସଂଘ

ଜଗତସିଂହପୁର : ବାରମ୍ବାର ଚୋରି ଓ ଲୁଟ ହେଉଥିବା ନେଇ ରାସ୍ତା ଅବରୋଧ କଲେ ବ୍ୟବସାୟୀ ସଂଘ । ଜଗତସିଂହପୁର ମ୍ୟୁନିସିପାଲିଟି ଅନ୍ତର୍ଗତ ସ୍ଥାନୀୟ ହାଟ ବଜାର ଠାରେ ଦୀର୍ଘଦିନ ଧରି କ୍ରମାଗତ ଭାବେ ଚୋରି, ଲୁଟ ଏବଂ ରାହାଯାନୀ ବଢ଼ି ଚାଲିଥିବା ବେଳେ ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ…

ବିସିିସିଆଇରେ ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇପାରନ୍ତି ଓଡିଶାର ଶିବସୁନ୍ଦର, ସଞ୍ଜୟ

ପୁରୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏବେ ଗୋଟିଏ ପରେ ଗୋଟିଏ ଝଟକା ଦେବାରେ ଲାଗିଛି । ବିରାଟ କୋହଲିଙ୍କୁ ଅଧିନାୟକ ପଦରୁ ହଟାଇବାଠାରୁ ଆରମ୍ଭ କରି ସୌରଭ ଗାଙ୍ଗୁଲିଙ୍କ ସଭାପତି ପଦ ଏହାର ଜ୍ୱଳନ୍ତ ଉଦାହରଣ । ଏବେ ଏକ ସୂତ୍ରରୁ ମିଳିଥିବା ଖବର ଅନୁସାରେ ବିସିସିଆଇ ଚୟନ କମିଟି ମୂଖ୍ୟ ଚେତନ…

ଖୁବଶୀଘ୍ର ଜୟପୁରରୁ ଉଡ଼ିବ ବିମାନ, DGCA ଦେଲେ ଲାଇସେନ୍ସ

ଭୁବନେଶ୍ୱର: ଅପେକ୍ଷାର ହେବ ଅନ୍ତ । ଖୁବଶୀଘ୍ର କୋରାପୁଟ ଜିଲ୍ଲା ଜୟପୁରରୁ ବିମାନ ଉଡ଼ିବ । ଏଥିପାଇଁ ଡିଜିସିଏ ପକ୍ଷରୁ ବିମାନବନ୍ଦର ଲାଇସେନ୍ସ ପ୍ରଦାନ କରାଯାଇଛି । ଉଡ଼ାଣ ଯୋଜନା ଅଧିନରେ ଜୟପୁର ବିମାନବନ୍ଦରକୁ ଲାଇସେନ୍ସ ପ୍ରଦାନ କରିଛନ୍ତି ଡିଜିସିଏ । ଏନେଇ DGCA ଟ୍ୱିଟ୍ କରି ସୂଚନା…

ସୁବର୍ଣ୍ଣପୁରରେ ହାତୀ ଉପଦ୍ରବ, ଚିନ୍ତାରେ ଚାଷୀ

ସୁବର୍ଣ୍ଣପୁର : ଗାଁ ମୁହାଁ ହେଉଛନ୍ତି ହାତୀପଲ । ଉଜୁଡ଼ି ଗଲାଣି ଧାନ ଫସଲ । ଚାଷୀ ମୁଣ୍ଡରେ ପଡ଼ିଲା ଚଡ଼କ । ହାତୀ ପଲ ଦିନ ବେଳା ନିକଟସ୍ଥ ଜଙ୍ଗଲରେ ଆଶ୍ରୟ ନେଇଥିବା ବେଳେ ରାତିରେ ଆସି ଧାନ ବିଲ ଗୁଡିକରେ ଧାନ ନଷ୍ଟ କରି ପୁଣି ଜଙ୍ଗଲକୁ ଫେରି ଯାଉଛନ୍ତି  । ହାତୀପଲ ଗାଁ ଛାଡି ଯାଉନଥିବାରୁ…

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବ୍ଲକ କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବ୍ଲକ କନିଷ୍ଠ ଯନ୍ତ୍ରୀ । ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ କନିଷ୍ଠ ଯନ୍ତ୍ରୀ ବିଜୟାନନ୍ଦ ସାହୁ ଲାଞ୍ଚ ନେଇ ଧରା ପଡ଼ିଛନ୍ତି । ଜଣେ ଠିକାଦାରଙ୍କ ବିଲ୍ ପାରିତ କରାଇବା ଲାଗି କନିଷ୍ଠ ଯନ୍ତ୍ରୀ ବିଜୟାନନ୍ଦ ସାହୁ ୮ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ…

ଓଡ଼ିଶାର ୧୯ ଜିଲ୍ଲାରୁ ଫେରିଲା ମୌସୁମୀ ବାୟୁ, ପଡ଼ିଲାଣି ଘନ କୁହୁଡ଼ି

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଅନ୍ୟପଟେ ରାଜ୍ୟରୁ ପ୍ରତ୍ୟାବର୍ତ୍ତନ କରୁଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ । ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଜି ସୁଦ୍ଧା ରାଜ୍ୟର ୧୯ ଜିଲ୍ଲାରୁ ମୌସୁମୀ ବାୟୁ…

ପୁସ୍ତକମେଳା ଆୟୋଜନ ନେଇ ଆଲୋଚନା

ଭୁବନେଶ୍ୱର : ଓଡ଼ିଶାର ସର୍ବବୃହତ ପ୍ରକାଶକ ସଂଘ "ଉତ୍କଳ ପବ୍ଲିଶର୍ସ ଆଣ୍ଡ୍ ବୁକସେଲର୍ସ ଆସୋସିଏସନ" ପକ୍ଷରୁ ଓଡ଼ିଆ ଭାଷା ସାହିତ୍ଯ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସଙ୍କ ସହିତ ଏକ ସୌଜନ୍ୟମୂଳକ ସାକ୍ଷାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି…

ବନ୍ଧାହେଲେ ରାହୁଲ, ଧରିବା ପାଇଁ ପୋଲିସ କ‘ଣ କରିଥିଲା ପ୍ଲାନିଂ ?

ମୁମ୍ବାଇ : ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ମୃତ୍ୟୁ ପାଇଁ ଦାୟୀ ରାହୁଲ । ଡାଏରୀରୁ ଖୁଲାସା ହୋଇଥିଲା ରାହୁଲଙ୍କ ନାଁ। ବୈଶାଳୀ ତାଙ୍କ ମୃତ୍ୟୁ ପୂର୍ବରୁ ଡାଏରୀ ରେ ପୋଲିସକୁ ଦେଇଥିଲେ କିଛି ଏଭଳି ତଥ୍ୟ । ଫ୍ୟାନ୍ସ  ମାନେ ବୈଶାଳୀଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନଥିବା…