Latest Odisha News

BREAKING NEWS

ବିପୁଳ ପରିମାଣରେ ନକଲି ବିଦେଶୀ ମଦ ଜବତ, ୩ ଗିରଫ

କାମାକ୍ଷାନଗର : ପରଜଙ୍ଗ ଲୋଧଣୀ ଗାଁରୁ ବ୍ୟାପକ ପରିମାଣର ନକଲି ବିଦେଶୀ ମଦ ଜବତ କରାଯାଇଛି । ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠି ଓ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗର ମିଳିତ ଟିମ ପରଜଙ୍ଗର ବିଭିନ୍ନ ଅଂଚଳରେ ଚଢ଼ାଉ କରିଥିଲେ…

ଶିଶୁ ଗଳ୍ପ : ପ୍ରକୃତ ବନ୍ଧୁ

ଲଳିତ ମୋହନ ମିଶ୍ର ପପୁନ ପ୍ରତିଦିନ ସ୍କୁଲ ଯାଉଥିଲା ବାପାଙ୍କ ସହିତ କାରରେ । ପପୁନର ବାପା ଜଣେ ବଡ ବ୍ୟବସାୟୀ । ପପୁନ ଅନ୍ୟ ପିଲାମାନଙ୍କ ଠାରୁ ଟିକେ ଭିନ୍ନ । ସେ ବହୁତ ଶାନ୍ତ ଶିଷ୍ଟ ସରଳ ଏବଂ ଅମାୟିକ । କିଛି ନୂଆ କରିବା ଏବଂ କିଛି ନୂଆ ଶିଖିବାରେ ତାର ସବୁବେଳେ ଆଗ୍ରହ । ପପୁନର…

ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ ଇସ୍ତଫା ଦେଇପାରନ୍ତି

ଲଣ୍ଡନ:  ଲିଜ ଟ୍ରସ ବ୍ରିଟେନର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି । ଏହି ଚର୍ଚା ଏବେ ଆନ୍ତର୍ଜାତୀୟ ଗଣମାଧ୍ୟମରେ ଆଲୋଚନା ହେଉଛି । ମିଥ୍ୟା ପ୍ରତିଶ୍ରୁତି ଦେଇ ନିର୍ବାଚନ ଜିତିଥିବାରୁ ବ୍ରିଟେନବାସୀ ଏବେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ନେତୃତ୍ବ ସଂକଟ ନେଇ ସାଂସଦମାନେ ମଧ୍ୟ…

ଅନୁବାଦ ଗଳ୍ପ : ଅଟକି ରହିବାର ମୋହ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୫୪ ମୂଳ ଇଂରାଜୀ: ଖୁସୱନ୍ତ ସିଂହ ପ୍ରଥମ ଥର ଲାଗି କେନେଥ୍ ଟାଇସନଙ୍କୁ ମୁଁ ଭେଟିଥିଲି ଜିମଖାନା କ୍ଲବର ଲାଉଞ୍ଜରେ । ମୋର ସ୍ପଷ୍ଟ ମନେଅଛି ସେଦିନ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ । ସେଇଦିନ ଭାରତ ସ୍ୱାଧୀନତା ହାସଲ କରିଥିଲା ।…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୩୬)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ସମୟ ! ଓଃ ! ଯେତେ ନିଜକୁ ସେଇ ରହସ୍ୟମୟ ଖାଇ ଭିତରୁ ବାହାର କରିବାକୁ ଚେଷ୍ଟା କରୁଛି ଆସ୍ଥା ସେତେ ସେତେ ଧସେଇ ହୋଇ ପୁଣି ପଶି ଯାଉଛି ! ଭାରି ଅଜବ ଏ ଜୀବନ ! ନା ଆଉ ନୁହେଁ , ମତେ ଏଥିରୁ ସମ୍ପୂର୍ଣ୍ଣ ଭାବରେ କେମିତି…

ଆଜିଠୁ ଆରମ୍ଭ ହେବ ଆଇସିସି ଟି-୨୦ ବିଶ୍ୱକପ୍

ବ୍ରିସବେନ: ଆଜିଠୁ ଆରମ୍ଭ ହେବ ଆଇସିସି ଟି-୨୦ ବିଶ୍ୱକପ୍ । ଶ୍ରୀଲଙ୍କା ଏବଂ ନାମିବ୍ୟା ମଧ୍ୟରେ ପ୍ରଥମ ମ୍ୟାଚ ଆଜି ଆରମ୍ଭ ହୋଇଛି । ପ୍ରଥମେ ବ୍ୟାଟିଂ କରୁଛି ନାମିବ୍ୟା । ଟି୨୦ ବିଶ୍ୱକପର ଅଷ୍ଟମ ସଂସ୍କରଣ ପାଇଁ  ମୋଟ ୧୬ ଟି ଦେଶକୁ ନେଇ ଆୟୋଜିତ ଏହି ବିଶ୍ୱକପ ଅଷ୍ଟ୍ରେଲିଆର ୭ ଟି…

ଭାଷା ଭାଗବତ : କୃତିର ମହତ୍ତ୍ୱ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ନିଂଦା ଶୁଣିଲେ ବାରଂବାର ସଂକଳ୍ପ ନିଂଦିତ ଲୋକର ହୁଏ ଅଧିକ ଦୃଢ଼ୀଭୂତ ସେ ରହେ ସ୍ବେଚ୍ଛା କର୍ମରତ ନିଂଦାଗର୍ଭିତ କଟୁବାଣୀ ଯେତେ ଲୋକ ଥାଆଂତି ଶୁଣି କର୍ମର ପରିଣାମ ଦେଖି ହୁଅଂତି ସଂକଳ୍ପର ସାକ୍ଷୀ ନିଂଦା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୧୭ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରରେ ନୃସିଂହ ଉପାସନାର ପ୍ରଚଳନ ଅତ୍ୟନ୍ତ ପ୍ରାଚୀନ ଓ ଗୁରୁତ୍ୱ ପୂର୍ଣ୍ଣ। ସେହିପରି ଶ୍ରୀକ୍ଷେତ୍ରରେ ନୃସିଂହ ଠାକୁରଙ୍କ…

ଶ୍ରୀକ୍ଷେତ୍ରର ମୁଖ୍ୟ ଜଳ ଉତ୍ସଥିବା ମୂଷାନଈ ଉପରେ ମାଫିଆଙ୍କ ନଜର !

ପୁରୀ: ରାହା ଖୋଜୁଛି ପୁରୀର ଐତିହ୍ୟ ସମ୍ପନ୍ନ ମୂଷାନଈ। ଜବରଦଖଲ ଓ ବେଆଇନ କୋଠା ନିର୍ମାଣ ଯୋଗୁଁ ଧୀରେଧୀରେ ସଙ୍କୁଚିତ ହୋଇ ପୋତି ହେବାକୁ ବସିଲାଣି ମୂଷାନଈ। ଅବଢ଼ା ଯୋଜନାରେ ସାମିଲ ଏହି ନଦୀର ଉନ୍ନତିକରଣ ଏବେ ଠପ୍ ହୋଇପଡ଼ିଛି। ଜମି ଅଧିଗ୍ରହଣ ସରୁନଥିବା ବେଳେ ମାଫିଆଙ୍କ କବଳରେ ଥିବା…

ଦୁଇବର୍ଷ ପରେ ପାରାଦୀପ ବନ୍ଦର ଶ୍ରମିକ ଟ୍ରଷ୍ଟି ନିର୍ବାଚନ ପାଇଁ ବାଜିଲା ବିଗୁଲ

ପାରାଦୀପ: ଦୁଇବର୍ଷ ପରେ ପାରାଦୀପ ବନ୍ଦର ଶ୍ରମିକ ଟ୍ରଷ୍ଟି ନିର୍ବାଚନର ବିଗୁଲ ବାଜିଛି। ଯାହାକୁ ନେଇ ବିଭିନ୍ନ ଟ୍ରେଡ଼ ୟୁନିୟନ ତରଫରୁ ଟ୍ରଷ୍ଟି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଶନିବାର ନାମାଙ୍କନ ପତ୍ର ଦାଖଲର ପ୍ରଥମ ଦିନରେ ନିର୍ଦ୍ଧାରିତ ସମୟ ଭିତରେ 6 ଗୋଟି…