Latest Odisha News

BREAKING NEWS

ମହିଳା ଏସିଆ କପ କ୍ରିକେଟ: ଫାଇନାଲରେ ଭାରତ

ସିଆଲହେଟ: ଚଳିତ ମହିଳା ଏସିଆ କପ କ୍ରିକେଟରେ ଭାରତ ଗୁରୁବାର ଥାଇଲାଣ୍ଡକୁ ୭୪ ରନରେ ହରାଇ ଫାଇନାଲରେ ପ୍ରବେଶ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୪୮ ରନ କରିଥିଲା । ଶେଫାଳୀ ବର୍ମା ୪୨ ଏବଂ ଅଧିନାୟିକା ହରମନପ୍ରୀତ କୌର ୩୬ ରନର ଇନିଂସ ଖେଳିଥିଲେ…

ନବୀନଙ୍କ ମହିଳା କାର୍ଡକୁ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀଙ୍କ କାଉଣ୍ଟର !

ଭୁବନେଶ୍ୱର: ଧାମନଗରରେ ପ୍ରଚାର ଜମିବ । ବିଜେଡିକୁ ଗୋଡ଼େ ଗୋଡ଼େ ଜଗିବ ବିଜେପି । ନାମାଙ୍କନ ସରିନି କି ପ୍ରଚାର ଆରମ୍ଭ ହୋଇନି । କିନ୍ତୁ ଧାମନଗର ଉପନିର୍ବାଚନକୁ ନେଇ ଆରମ୍ଭ ହେଲାଣି କାଉଣ୍ଟର ରାଜନୀତି । ବୁଧବାର ବିଜେଡି ମହିଳା କାର୍ଡ ଖେଳି ଅବନ୍ତୀ ଦାସଙ୍କୁ ଉପନିର୍ବାଚନ ପାଇଁ ପ୍ରାର୍ଥୀ…

ଦୀପିକାଙ୍କ ମାନସିକ ରୋଗ ଏବଂ ଡିପ୍ରେସନକୁ ମିଛ କହୁଥିଲେ ଲୋକେ

ମୁମ୍ୱାଇ: ଅଭିନେତ୍ରୀ ଦୀପିକା ପାଦୁକୋନ ବଲିଉଡର ଜଣେ ପ୍ରମୁଖ ଅଭିନେତ୍ରୀ। ତାଙ୍କର ପ୍ରଶଂସକ କୋଟି କୋଟିରେ ଅଛନ୍ତି। ଚଳଚ୍ଚିତ୍ର ବ୍ୟତୀତ ଅଭିନେତ୍ରୀ ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ ରୁହନ୍ତି। ଦୀପିକା ହେଉଛନ୍ତି ଏକମାତ୍ର ବଲିଉଡ ଅଭିନେତ୍ରୀ ଯିଏ ମାନସିକ ସ୍ୱାସ୍ଥ୍ୟ ଏବଂ ଡିପ୍ରେସନ…

ଭିଜା ମିଳିଲାନି, ଅଷ୍ଟ୍ରେଲିଆ ଯାଇପାରିବେନି କୂଲଦୀପ ଓ ଉମରାନ

ନୂଆଦିଲ୍ଲୀ: ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରି ଦୃଷ୍ଟି ଆକର୍ଷଣ କରିଥିବା ଉମରାନ ମଲିକ ଓ କୁଲଦୀପ ସେନଙ୍କୁ ଅଷ୍ଟ୍ରେଲିଆ ଯିବା ପାଇଁ ଭିଜା ମିଳିପାରିନି । ଟି୨୦ ବିଶ୍ୱକପ ପାଇଁ ଏହି ୨ ଖେଳାଳିଙ୍କୁ ନେଟ ବୋଲର ଭାବେ ଚୟନ କରାଯାଇଥିଲା । ଟିମ ଇଣ୍ଡିଆର ୧୫ ଖେଳାଳିଙ୍କ ଅଭ୍ୟାସ ପାଇଁ ୪ଜଣ ପେସ…

ବିବାହ ବନ୍ଧନରେ ଆବଦ୍ଧ ହେବେ କିଆରା ଓ ସିଦ୍ଧାର୍ଥ, ଚାଲିଛି ସମସ୍ତ ପ୍ରସ୍ତୁତି

ନୂଆଦିଲ୍ଲୀ : ପୁଣି ଥରେ ବି ଟାଉନର ଚର୍ଚ୍ଚିତ ଯୋଡି ବାହାହେବାକୁ ଯାଉଥିବା ଖବର ମିଳିଛି।  ଖୁବଶୀଘ୍ର କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରା ହାତକୁ ଦି ହାତ ହେବେ ବୋଲି ଜଣାପଡ଼ିଛି  । ସିଦ୍ଧାର୍ଥ ଏବଂ କିଆରା ୨୦୨୩ରେ ବିବାହ କରିବାକୁ ଯାଉଛନ୍ତି। ଫିଲ୍ମ ‘ଶେରଶାହା’ରେ ଦୁହିଁଙ୍କ…

ବଲିଉଡ଼କୁ ଲାଗିଛି ସୁଶାନ୍ତ ସିଂଙ୍କ ଅଭିଶାପ: କେଆରକେ

ମୁମ୍ୱାଇ: ବଲିଉଡ ଅଭିନେତା ତଥା ଫିଲ୍ମ କ୍ରିଏଟର କମାଲ ଆର ଖାନ ତଥା କେଆରକେ ପୁଣି ଏକ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଅତୀତରେ ତାଙ୍କୁ ଏକ ପୁରୁଣା ବିବାଦୀୟ ଟ୍ୱିଟ ପାଇଁ ଗିରଫ କରାଯାଇଥିଲା ଏବଂ ସେ କିଛି ଦିନ ଜେଲରେ ମଧ୍ୟ ରହିଥିଲେ। ଜେଲରୁ ବାହାରିବା ପରେ କେଆରକେ ସୋସିଆଲ ମିଡିଆରେ…

୩ ଘଂଟାର ଖେଳ ପାଇଁ ପାଗଳ ହେଉଛନ୍ତି ୨୫୦ କୋଟି ପ୍ରଶଂସକ

ପୁରୀ ଟି୨୦ କ୍ରିକେଟ ବିଶ୍ୱକପ ଅଷ୍ଟ୍ରେଲିଆରେ ୧୬ ଅକ୍ଟୋବରରେ ଆରମ୍ଭ ହେବ । ୩ ଘଂଟାର ଏହି ଖେଳ ପାଇଁ ସାରା ବିଶ୍ୱର ୨୫୦ କୋଟି ପ୍ରଶଂସକ ପାଗଳ ପ୍ରାୟ ହୋଇ ଉଠିଛନ୍ତି । ଫୁଟବଲ ପଛକୁ କ୍ରିକେଟ ଏବେ ଦ୍ୱିତୀୟ ଲୋକପ୍ରିୟ ଖେଳ ଉଠିଛି । ଫୁଟବଲର ୩୫୦ କୋଟି ପ୍ରଶଂସକ ଥିବା ବେଳେ କ୍ରିକେଟରେ ୨୫୦,…

ଆଧାର କାର୍ଡ ଅପଡେଟକୁ ନେଇ ଆସିଲା ନୂଆ ଆଦେଶ !

ଓଡ଼ିଶା ସମ୍ବାଦ ବ୍ୟୁରୋ: ଯେଉଁ ବ୍ୟକ୍ତିଙ୍କୁ ୧୦ ବର୍ଷ କିମ୍ବା ତା’ଠାରୁ ଉର୍ଦ୍ଧ୍ୱ ଦିନରୁ ଆଧାର ନମ୍ବର ଏବଂ ୟୁନିକ୍ ଆଇଡି ପ୍ରଦାନ କରାଯାଇଛି ସେମାନଙ୍କୁ ନିଜର ପରିଚୟ ଏବଂ ବାସସ୍ଥାନ ପ୍ରମାଣପତ୍ରକୁ ଅପଡେଟ୍ କରିବାକୁ କୁହାଯାଇଛି। ଆଧାର ନମ୍ବର ପ୍ରଦାନ କରୁଥିବା ସରକାରୀ ସଂସ୍ଥା…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୩୩)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଆସ୍ଥା ,ସମ୍ଭବଙ୍କୁ ତ ନିଶ୍ଚୟ କଲ୍ ବ୍ୟା କ୍ କରିବ ହେଲେ କାହା ସହିତ ଆଉ କଣ କଥା ହେଉଥିଲା । କିଛି ମୁଣ୍ଡରେ ପଶୁନଥିଲା ଆସ୍ଥାର! ଡରରେ ଝାଳରେ ଓଦା ଓଦା ହୋଇ ଯାଇଥିଲା ସେ ! ଗୋଡ଼ ହାତ ଥରୁଥିଲା ! ସମ୍ଭବଙ୍କ ପାଖକୁ କଲ୍…

ଅନୁବାଦ କବିତା : କ୍ଳାନ୍ତ ଇତିହାସ

ମୂଳ ରଚନା : ରୁଦ୍ର ମୁହମ୍ମଦ ଶହିଦୁଲ୍ଲାହା ସମସ୍ତେ ଯେଉଁ ପଥ ଦେଇ ଫେରୁଛନ୍ତି ମୁଁ ସେଇ ରାସ୍ତା ଦେଇ ଫେରିବିନି ପତନର କରୁଣ ସଙ୍ଗୀତ ଶୁଣି ଶୁଣି ବରଷାରେ ଗୋଟାପଣେ ଭିଜି ଭିଜି ମୋର ଏଇ ଭଙ୍ଗା ନୌକା ଫେରିଯିବ ଜନ୍ମର ବିଶ୍ୱାସେ। କଣ ନେବି ମୁଁ ସାଙ୍ଗରେ ? ବିଳାସୀ ନଗରୀରୁ ଉଗ୍ର…