Latest Odisha News

BREAKING NEWS

ଦଶହରାରେ ପୂଜା ପାଉଛନ୍ତି ରାବଣ

ନୂଆଦିଲ୍ଲୀ : ଆଜି ହେଉଛି ପବିତ୍ର ଦଶହରା । ସବୁଠି ଚାଲିଛି ଜଗତ ଜନନୀ ମା‘ ଦୁର୍ଗାଙ୍କ ଆରାଧାନା  । କିନ୍ତୁ ଦେଶରେ ଏପରି ଏକ ସ୍ଥାନ ଅଛି ଯେଉଁଠି ଦଶହରାରେ ହୁଏ ରାବଣ ପୂଜା। ଯାହାକୁ ଆପଣମାନେ ଶୁଣିଲେ ହୁଏତ ଚକିତ ହୋଇପାରନ୍ତି  । ଆପଣମାନେ ତ ସମସ୍ତ ଦେବା ଦେବୀ ପୂଜା ପାଉ ଥିବାର ନିଶ୍ଚୟ…

ଭାରତୀୟ ସେନାର ‘ଚିତା’ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ଭାରତୀୟ ସେନାର ଏକ ‘ଚିତା’ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ସେନାର ଜଣେ ଅଧିକାରୀ ପ୍ରାଣ ହରାଇଛନ୍ତି । ଆଉ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଏହି ହେଲିକପ୍ଟର ଦୁର୍ଘଟଣା ଦିନ ୧୦ଟାରେ ନିୟମିତ ଉଡ଼ାଣ…

ସମସ୍ତଙ୍କ ପାଇଁ ସମାନ ରୂପେ ଲାଗୁ ହେଉ ଜନସଂଖ୍ୟା ନିୟନ୍ତ୍ରଣ ଆଇନ୍: ମୋହନ ଭାଗବତ

ନାଗପୁର: ବିଜୟା ଦଶମୀରେ ଦେଶର ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ଆରଏସ୍ଏସ୍ ପ୍ରମୁଖ ମୋହନ ଭାଗବତ ମୁହଁ ଖୋଲିଛନ୍ତି । କହିଛନ୍ତି ଦେଶକୁ ଜନସଂଖ୍ୟା ନିୟନ୍ତ୍ରଣ ଆଇନର ଆବଶ୍ୟକତା ରହିଛି । ଯଦି ଏହା ଉପରେ ତୁରନ୍ତ ପଦକ୍ଷେପ ନିଆ ନଯାଏ ତ ଦେଶରେ ଧର୍ମ ଆଧାରିତ ଅସନ୍ତୁଳନ ଏବଂ ଜୋରଜବରଦସ୍ତି…

ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ଜାପାନୀ ଝିଅଙ୍କ ‘କାଲା ଚଷମା’ ଡ୍ୟାନ୍ସ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବଲିଉଡ ଚଳଚ୍ଚିତ୍ର 'ବାର ବାର ଦେଖୋ' ର ଗୀତ ‘କାଲା ଚଷମା’ର ଡ୍ୟାନ୍ସ ଲୋକଙ୍କୁ ବେଶ ଆକୃଷ୍ଟ କରିଛି। ଏପିରିକି ଏହି ସଙ୍ଗୀତଟି ଅନ୍ତର୍ଜାତୀୟ ସ୍ଥରରେ ବେସ ପ୍ରସିଦ୍ଧ ଲାଭ କରିଛି। ଏହି ସୁପରହିଟ୍ ଗୀତରେ ପ୍ରତିଦିନ କିଛି ନା କିଛି ନାଚ କିମ୍ବା ଡ୍ରାମା ସୋସିଆଲ…

ମଦ ପିଇ ଗାଡି ଚଳାଇବା ଡ୍ରାଇଭରଙ୍କୁ ପଡିଲା ମହଙ୍ଗା, ଆଇନଜୀବୀ ମୃତ

ସାଲେପୁର: ମଦ ପିଇ ଗାଡି ଚଳାଇବା ଡ୍ରାଇଭରଙ୍କୁ ପଡିଲା ମହଙ୍ଗା  । ଗତକାଲି ମଧ୍ୟରାତ୍ରୀରେ କଟକ ନିଶ୍ଚିନ୍ତକୋଇଲି ଥାନା କଟିକଟା-ଜଇପୁର ପୂର୍ତ୍ତ ବିଭାଗ ରାସ୍ତାର ପୁବଂସ ସେତୁ ଗଡା ନିକଟରେ ଯାଉଥିବା ଏକ ମହିନ୍ଦ୍ରା ଥର୍ ଗାଡି ଦ୍ରୁତ ଗତିରେ ଆସି ପୋଲ ଗଡା ରାସ୍ତା ପାର୍ଶ୍ଵରେ ଥୂଆ ହୋଇଥିବା…

ମଦ ପିଇ ଝଗଡ଼଼ା ପରେ ପଥରରେ ଛେଚି ହତ୍ୟା

ବ୍ରହ୍ମପୁର: ଦୁର୍ଗା ପୂଜାର ମାହୋଲ ଭିତରେ ବ୍ରହ୍ମପୁର ସହରରେ ଘଟିଯାଇଛି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ। ମଦ ପିଇବା ପରେ ଟଙ୍କା ମାଗିବାକୁ ନେଇ ପ୍ରଥମେ ଝଗଡ଼଼ା ଏବଂ ଏହାକୁ ନେଇ ପଥରରେ ଛେଚି ହତ୍ୟା। ମିଳିଥିବା ସୂଚନା ଅନୁଯାୟୀ, ବଡ଼ବଜାର ଥାନା ଅର୍ନ୍ତଗତ ପ୍ରେମନଗରରେ ଥିବା ମଦ ଦୋକାନରେ…

ଉତ୍ତରାଖଣ୍ଡରେ ବସ ଦୁର୍ଘଟଣା : ୩୨ ବରଯାତ୍ରୀ ମୃତ

ଡେରାଡୁନ: ଉତ୍ତରାଖଣ୍ଡରେ ଦୁଃଖଦ ବସ୍ ଦୁର୍ଘଟଣାରେ ୩୨ ଜଣଙ୍କ ମୃତ୍ୟୁ ଘଟିଛି । ହରିଦ୍ବାର ଜିଲ୍ଲାର ଲାଲଢ଼ଙ୍ଗରୁ ପୈାଡି ବିରିଖାଲ ଗାଁକୁ ବରଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ସିମଡି ଗାଁ ନିକଟରେ  ବସ୍ ଗଭୀର ଖାଇକୁ ଖସିପଡିଥିଲା। ୫୦୦ ମିଟର ଖାଲରେ ବସଟି ଖସି ପଡ଼ିଥିବା ବେଳେ ଏଥିରେ ୫୦ ଜଣ…

ଦୀପିକାଙ୍କଠାରୁ ଅଲଗା ହେଉନାହାଁନ୍ତି ରଣଭୀର ସିଂ, କହିଲେ ‘ମାଇ କୁଇନ’

ମୁମ୍ବାଇ: ଦୀପିକା ପାଦୁକୋନ ଏବଂ ରଣଭୀର ସିଂଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବା ଖବର ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଛି। ନିକଟରେ ଉଭୟଙ୍କ ସମ୍ପର୍କ ଅଲଗା ହେବା ନେଇ ସୋସିଆଲ ମିଡିଆରେ ଖବର ଭାଇରାଲ ମଧ୍ୟ ହୋଇଥିଲା। ଯାହାକୁ ନେଇ ଫ୍ୟାନ୍ସ ଆଚମ୍ବିତ ହୋଇଥିଲେ। କିନ୍ତୁ ଏବେ ପୁଣିଥରେ…

ଭାଷା ଭାଗବତ : ଜ୍ଞାନର ଭିତ୍ତି ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ନିଜେ ନିଜର କ୍ଷତିକାରୀ ନିଜେ ହିଁ ନିଜର ବଇରି ହେବାର ଥିଲେ ପ୍ରବଣତା କେହି ବୁଝେନି ନିଜ ବ୍ୟଥା ସର୍ବଦା ହୋଇ ବହିର୍ମୁଖ ଯେ ପାଇଥାଏ ତୁଚ୍ଛ ସୁଖ ତାହାର ଆତ୍ମପରିଚୟ କ୍ରମଶଃ ହେଉଥାଏ କ୍ଷୟ ଅନୁଭୂତିରୁ ନେଇ…

ଅଯୋଗବାହ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ଆମ ଭାଷାର ବୈଶିଷ୍ଟ୍ୟ ବିବିଧ। ଆମର ସମସ୍ତ ବ୍ୟଞ୍ଜନ ସ୍ୱରାନ୍ତ । ବ୍ରାହ୍ମୀ ଲିପିର ପ୍ରଭାବରେ ଆମ ଅକ୍ଷର ତ୍ରିକୋଣାକାର ଯେମିତିକି :- ଏ , ଐ । ଦ୍ରାବିଡ଼ ଲିପି ପ୍ରଭାବରେ ଏହା ବର୍ତ୍ତୁଳାକାର। କ, ଖ, ଗ ,ଘ, ପ, ଫ , ଭ , ଦ, ଧ, ଅ, ଆ ସ୍ୱର…