Latest Odisha News

ଶିଶୁ କବିତା : ବାପୁ

ସଫଳା ଦାସ କିଶୋର କିଶୋରୀ କଳିକା ଗଣ ଆମ ବାପୁଙ୍କର ଜନମ ଦିନ।। ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତୀ ପାଳୁଥିଲେ ସତ୍ୟ ଅହିଂସା ନୀତି ।। ପିଲାଦିନେ ଦୋଷ ଅନେକ କରି ସ୍ୱୀକାର କରିଣ ଗଲେ ସୁଧୁରି।। ପାନ ବିଡି ନୁହେଁ ଛୋଟିଆ ନିଶା ଜଣା ପଡେ ନାହିଁ ଟାଣେ ପଇସା ।। ଖରାପ…

ସ୍ବଚ୍ଛ ସର୍ବକ୍ଷେଣ ୨୦୨୨: ଲଗାତର ୬ଷ୍ଠ ଥର ପାଇଁ ଶୀର୍ଷରେ ଇନ୍ଦୋର, ଭୁବନେଶ୍ବରର ସ୍ଥାନ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ସ୍ୱଚ୍ଛତା ସର୍ବେକ୍ଷଣ ୨୦୨୨ରେ ପୁଣିଥରେ ମଧ୍ୟପ୍ରଦେଶର ଇନ୍ଦୋର ପ୍ରଥମ ସ୍ଥାନ ହାସଲ କରିଛି। ଲଗାତର ୬ଷ୍ଠ ଥର ପାଇଁ ଶୀର୍ଷ ସ୍ଥାନରେ ରହିବାରେ ରେକର୍ଡ କରିଛି । ଏଥି ସହିତ ଗୁଜୁରାଟର ସୁରଟକୁ ଦ୍ୱିତୀୟ ପରିଷ୍କାର ସହର ଭାବରେ ଚୟନ କରାଯାଇଛି। ସ୍ୱଚ୍ଛତା ସର୍ଭେରେ…

ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲା: ବିଜେପି ଘେରିଲା, ପୋଲିସ ସାମ୍ବାଦିକ ଅକ୍ଷୟ ନାୟକଙ୍କୁ ଜେରା ପାଇଁ ଡାକିଲା

ଭୁବନେଶ୍ୱର: ପୁରୀ ଜିଲ୍ଲା ୧୧ ନମ୍ବର ଜୋନର ଜିଲ୍ଲାପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲାରେ ସକ୍ରିୟ ହୋଇଛି ପୋଲିସ। ବିଜେପି ପୋଲିସର ତଦନ୍ତ ପ୍ରକ୍ରିୟା ନେଇ ପ୍ରଶ୍ନ ଉଠାଇବା ସହିତ ଭୁବନେଶ୍ବର ଡିସିପି ଅଫିସ ଘେରାଉ କରି ଭାଇରାଲ ହୋଇଥିବା ଅଡିଓ କ୍ଲିପ ହସ୍ତାନ୍ତର…

ବିଶ୍ବକୁ  ଆତଙ୍କବାଦୀ ଏକ୍ସପର୍ଟ କରୁଛି ପାକିସ୍ତାନ: ଜୟଶଙ୍କର

ନୂଆଦିଲ୍ଲୀ: ପାକିସ୍ତାନର ଦୋମୁହାଁ ନୀତିକୁ ନେଇ ବର୍ଷିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ସେ କହିଛନ୍ତି ଭାରତ ବିଶ୍ବକୁ ଇନଫରମେସନ ଟେକ୍ନୋଲୋଜୀ ଏକ୍ସପର୍ଟ କରୁଥିବା ବେଳେ ପାକିସ୍ତାନ ବିଶ୍ବକୁ ଆତଙ୍କବାଦୀ ରପ୍ତାନୀ କରୁଛି । ବର୍ଷ ବର୍ଷ ଧରି ପାକିସ୍ତାନ ଏପରି କରିଆସୁଥିଲା ।…

ଲାଇମେନ ସହରରୁ ପଛକୁ ହଟିଲା ଋଷ ସେନା

କ୍ବିବ: ୟୁକ୍ରେନ ସେନାବାହିନୀର ଜୋରଦାର ଆକ୍ରମଣ ପରେ ଋଷ ସେନା ଲାଇମେନ ଅଞ୍ଚଳରୁ ଛତ୍ରଭଙ୍ଗ ଦେଇଛି । ଲାଇମେନ ସହରରୁ ପଛକୁ ହଟିଯାଇଛନ୍ତି ଋଷ ସେନା । ଲାଇମେନ ସହରକୁ ଋଷ ସେନା ଅକ୍ତିଆର କରି ରଖିଥିବା ବେଳେ ୟୁକ୍ରେନ ସେନା ଜୋରଦାର ଆକ୍ରମଣ କରିଥିଲା । ଏହା ଫଳରେ ଋଷ ସେନା ଏହି ଅଂଚଳରୁ…

କାନପୁରରେ ପୋଖରି ଭିତରକୁ ଟ୍ରାକ୍ଟର ଓଲଟି ପଡ଼ିବାରୁ 25 ଜଣ ମୃତ

କାନପୁର:ଉତ୍ତରପ୍ରଦେଶ କାନପୁରରେ ବଡ଼ ଅଘଟଣ ଘଟିଛି । ବନ୍ଧୁ ପରିଜନଙ୍କ ସହ  ଏକ ବର୍ଷ ପୁଅର ମୁଣ୍ଡନ ସଂସ୍କାର ସାରି ଫେରୁଥିବା ବେଳେ ପୋଖରି ଭିତରକୁ ଓଲଟି ପଡିଛି ଟ୍ରାକ୍ଟରର ଟ୍ରଲି । 40 ଜଣ ଟ୍ରଲିରେ ବସିଥିବା ବେଳେ ସେଥିରୁ 25ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ପାଣି ଭିତରେ…

ଗୋପନୀୟତା ଅଧିକାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁରେ ଶେଷ ହୁଏନି: ହାଇକୋର୍ଟ

କୋଲକାତା: କୋଲକାତା ହାଇକୋର୍ଟ ଗୋପନୀୟତା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ କରିଛନ୍ତି । ଗୋପନୀୟତା ଅଧିକାର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ସହିତ ଶେଷ ହୁଏନି । ଆରଟିଆଇ ଅଧିନିୟମ ଅନୁଯାୟୀ ମୃତ୍ୟୁ ପରେ ଏହା ସାର୍ବଜନୀନ କରାଯାଇ ପାରିବ ନାହିଁ । ଋଶିକା ଜୈନଙ୍କ ରହସ୍ୟମୟ ମୃତ୍ୟୁ ମାମଲାକୁ ନେଇ…

ଶିମିଳିପାଳ-ସାତକୋଶିଆ କରିଡର ଶୀର୍ଷକ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ଶିମିଳିପାଳ-ସାତକୋଶିଆ କରିଡର ଶୀର୍ଷକ ଏକ ଅନୁଧ୍ୟାନମୂଳକ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ସହୀଦନଗର ସ୍ଥିତ ପ୍ରକୃତି ଭବନରେ ଆୟୋଜିତ ଏକ ସଭାରେ ପୁସ୍ତକର ଲେଖକ ତଥା ଲୋକାୟୁକ୍ତ ସଦସ୍ୟ ଡାକ୍ତର ଦେବବ୍ରତ ସ୍ୱାଇଁ…

ଗିରଫ ହେବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ !

ଇସଲାମବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଅଡୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏବେ ତାଙ୍କ ବିରୋଧରେ ସ୍ଥାନୀୟ କୋର୍ଟ ଗିରଫ ୱାରେଂଟ ଜାରୀ କରିଛନ୍ତି । ମାର୍ଗାଲା ପୋଲିସ ଷ୍ଟେସନର ରିପୋର୍ଟକୁ ଭିତି କରି ଏହି ୱାରେଂଟ ଜାରୀ କରାଯାଇଛି । ଅଗଷ୍ଟ ୨୦ରେ ଅନୁଷ୍ଠିତ ଏକ…

ସ୍ବଚ୍ଛ ସର୍ବେକ୍ଷଣରେ ବ୍ରହ୍ମପୁର ପୁରସ୍କୃତ

ବ୍ରହ୍ମପୁର:ବ୍ରହ୍ମପୁର ମହାନଗର ନିଗମକୁ ସ୍ବଚ୍ଛ ସର୍ବେକ୍ଷଣରେ ସଫଳତା ମିଳିଛି। ୩ରୁ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଠ ସହର ବର୍ଗର ଅଭିନବୀକରଣ ଏବଂ ଶ୍ରେଷ୍ଠ କାର୍ଯ୍ୟକାରିତା(ଇନୋଭେସନ ଆଣ୍ଡ ବେଷ୍ଟ ପ୍ରାକ୍ଟିସ୍‌)ରେ ବ୍ରହ୍ମପୁରକୁ ଶ୍ରେଷ୍ଠ ସହର ଭାବେ ପୁରସ୍କୃତ କରାଯାଇଛି। ଦିଲ୍ଲୀର ଅନୁଷ୍ଠିତ…