Latest Odisha News

BREAKING NEWS

ବାଂଲାଦେଶ ନୌକା ଓଲଟିବା ଘଟଣା: ମୃତ୍ୟୁ ସଂଖ୍ୟା ୫୧କୁ ବୃଦ୍ଧି, ୩୪ ନିଖୋଜ

ଢାକା: ବାଂଲାଦେଶ ରାଜଧାନୀ ଢାକାରୁ ୪୬୮ କିଲୋମିଟର ଦୂର କରାତୋୟା ନଦୀରେ ରବିବାର ନୌକା ଓଲଟିବା ଘଟଣାରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଉତ୍ତର ପଞ୍ଚଗଡ଼ ଜିଲ୍ଲାରେ ହୋଇଥିବା ଏହି ନୌକା ଦୁର୍ଘଟଣାରେ ରବିବାର ୨୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସୋମବାର ଆହୁରୀ ୨୬ ଜଣଙ୍କର ମୃତଦେହ ଉଦ୍ଧାର…

ବର୍ଷାରେ ଭିଜିବ ଦଶହରା, ୟେଲୋ ଓ୍ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର: ଅକ୍ଚୋବର ଦୁଇ ମହାଷ୍ଟମୀ। ଦୁଇ ବର୍ଷ ପରେ କୌଣସି କଟକଣା ନଥାଇ ଦୁର୍ଗାପୂଜା ପାଳନ ହେବାକୁ ଯାଉଛି। ସାରା ରାଜ୍ୟରେ ବଡ ବଡ ମେଢ ସାଙ୍ଗକୁ ତୋରଣ ତିଆରି ହୋଇଛି। ଲୋକେ ମଧ୍ୟ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏହାରି ଭିତରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି…

ଭାଷା ଭାଗବତ : ସ୍ମୃତି ଲିଖନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଯାହାର ଯେଉଁ ସ୍ମୃତି ଥାଏ ତାହା ତ ଆପେ ଲିଭିଯାଏ କରିଲେ ସ୍ମତି ସଂରକ୍ଷଣ ପଠନ ସହିତ ଲିଖନ ଭାଷାକୁ ମିଳୁଥାଏ ବଳ କେବେ ବି ହୁଏନି ଅଚଳ ନିଜ ଭାଷାକୁ ନିଜେ ଆମେ ଲଗାଉଁ ଏବେ ଏହି କାମେ ବିନା କାରଣେ କରୁଁ ଆଶା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୯୮ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସିଂହଦ୍ୱାରଠାରୁ ଏବେ ଦକ୍ଷିଣ ଦ୍ୱାର ଆଡେ ଆଗେଇଲେ ଶ୍ରୀମନ୍ଦିରଠାରୁ ବାଲିସାହି ଦେଇ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ଦେଖିବାକୁ ମିଳିବ।…

ଶିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ଜାପାନ ଗଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ  ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାରରେ ଅଂଶଗ୍ରହଣ କରିବା ଲାଗି ଜାପାନ ଅଭିମୁଖେ ଯାତ୍ରା କରିଛନ୍ତି ।…

କୁଲଗାମ୍ ଏନକାଉଣ୍ଟରରେ ଜୈଶ ଏ ମହମ୍ମଦ ଆତଙ୍କବାଦୀ ନିହତ

କୁଲଗାମ: ଜମ୍ମୁକାଶ୍ମୀରର କୁଲଗାମରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଏହି ଗୁଳିବିନିମୟରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି । ସୁରକ୍ଷାକର୍ମୀମାନେ ଆତଙ୍କବାଦୀମାନଙ୍କ ଏକ ଦଳକୁ ଘେରାଉ କରି ରହିଛନ୍ତି । ଦୁଇପଟରୁ ଗୁଳି ବିନିମୟ ଚାଲିଥିବାରୁ ଜଣେ…

୧୦ଟି ୟୁଟ୍ୟୁବ୍‌ ଚାନେଲରେ ପ୍ରସାରିତ ୪୫ଟି ଭିଡିଓ ବ୍ଲକ୍‌ କଲେ ସରକାର

ନୂଆଦିଲ୍ଲୀ:  ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ୧୦ଟି ୟୁଟ୍ୟୁବ ଚାନେଲରେ ପ୍ରସାରିତ ୪୫ଟି ଭିଡିଓକୁ  ବ୍ଲକ୍‌ କରିଛି । ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥତା ମାର୍ଗଦର୍ଶିକା ଏବଂ ଡିଜିଟାଲ ଗଣମାଧ୍ୟମ ଆଚରଣ ସଂହିତା) ନିୟମାବଳୀ ୨୦୨୧ରେ ଥିବା ବ୍ୟବସ୍ଥା ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ…

କଟକ ବଡ ମେଡିକାଲରେ ଶିଶୁ କନ୍ୟା ଚୋରି ନା ଅଦଳବଦଳ!

କଟକ : କଟକ ବଡ଼ ମେଡିକାଲରୁ କନ୍ୟା ଶିଶୁ ଚୋରି ଘଟଣା ନୂଆମୋଡ ନେଇଛି । ପ୍ରଥମେ ଶିଶୁ ଚୋରି ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ । ପରେ ମେଡିକାଲ ପକ୍ଷରୁ କୁହାଯାଇଥିଲା ଶିଶୁ ଅଦଳବଦଳ ହୋଇଛି  । ଥାନାରେ ମାମଲା ହେବା ପରେ ଶିଶୁକନ୍ୟାକୁ ଆଣି ଫେରାଇଛନ୍ତି ନେଇଥିବା ମହିଳା। ତେବେ ଶିଶୁ…

ଦଳାଚକଟା ମାମଲାରେ ଶାହାରୁଖଙ୍କୁ ମିଳିଲା ବଡ ଆଶ୍ୱସ୍ତି

ନୂଆଦିଲ୍ଲୀ: ଭଦୋଦରା ଦଳାଚକଟା ମାମଲାରେ ବଲିଉଡ ଅଭିନେତା ଶାହାରୁଖ ଖାଁଙ୍କୁ ସୁପ୍ରିମକୋର୍ଟଙ୍କ ନିକଟରୁ ବଡ ଆଶ୍ୱସ୍ତି ମିଳିଛି । ଫିଲ୍ମ ରଇସର ପ୍ରଚାର ସମୟରେ ୨୦୧୭ରେ ଶାହାରୁଖ ଭଦୋଦରା ଆସିଥିଲେ । ସେ ଆସିବା ଖବର ପ୍ରଚାର ହୋଇଥିବାରୁ ସେଠାରେ ପ୍ରବଳ ଭୀଡ ଜମିଥିଲେ । ଶାହାରୁଖଙ୍କ ଟିମ…