ରାଜଧାନୀରେ ନୂଆଁଖାଇ ଭେଟଘାଟ୍
ରାଜଧାନୀରେ ନୂଆଁଖାଇ ଭେଟଘାଟ୍
ଭୁବନେଶ୍ୱର : ନୂଆଁଖାଇ ପରିବାର ଓ ଶିବାଂଶୀ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ 'ନୂଆଁଖାଇ ଭେଟଘାଟ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଳା,ସଂସ୍କୃତି, କ୍ରୀଡ଼ା,…