ଅନୁବାଦ ଗଳ୍ପ : ଶରଣାର୍ଥୀ
ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୫୧
ମୂଳ କନ୍ନଡ଼: ଏଚ ଭି ସାବିତ୍ରାମ୍ମା
ଏଇ ଗଲା ଦି’ ସପ୍ତାହ ତଳେ ଚନ୍ଦ୍ର ତା’ର ଶ୍ୱଶୁର ଘରକୁ ଫେରିଥିଲା । କିନ୍ତୁ ସେ ଯେଉଁ ଭୟଙ୍କର ପରିସ୍ଥିତିର ସାମ୍ନା କରି ଆସିଥିଲା, ତା’ ମନରୁ ସେ ସ୍ମୃତି ଲିଭି ନ ଥିଲା । ସେଥିରୁ ସେ…