ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୯୮)
କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ତମେ ବିଶ୍ୱାସ କରିବନି ସରୋଜ ! ଜୀବନର ତ୍ରିଛକ ଉପରେ ମୁଁ ଆଜି କେତେ ଅସହାୟ । ଦିନ ଥିଲା, ରୂପର ଅହଂକାରରେ ମୁଁ ଉନ୍ମାଦିନୀ ଥିଲି । ମୁଁ ଥିଲି ସହରର ସର୍ବାପେକ୍ଷା ଅନବଦ୍ୟାଙ୍ଗୀ ରୂପସୀ । ଏମିତି ରୂପର ପସରା ନେଇ…