ଜଙ୍ଗଲୀ ହାତୀ ନିକଟକୁ ଯାଇ ନମସ୍କାର କରୁଛନ୍ତି ବ୍ୟକ୍ତି, ଭିଡ଼ିଓ ଭାଇରାଲ
ତାମିଲନାଡ଼ୁ: ଜଙ୍ଗଲୀ ହାତୀର ଅନେକ ଭିଡ଼ିଓ ସୋସିଆଲ ମିଡ଼ିଆରେ ପ୍ରାୟ ସମସ୍ତେ ନିଶ୍ଚୟ ଦେଖିଥିବେ । କେଉଁଠି ଜଙ୍ଗଲୀ ହାତୀ ରାସ୍ତାକୁ ଆସି ଗାଡ଼ି ଅଟକାଉଛି ତ ଆଉ କେଉଁଠି ଲୋକଙ୍କୁ ଆକ୍ରମଣ କରୁଛି । ନ ହେଲେ ଆଉ କେଉଁଠି ବିଭିନ୍ନ ପ୍ରକାର ଫସଲ ଓ ପନିପରିବା ଚାଷକୁ ନଷ୍ଟ କରୁଛି । କିନ୍ତୁ ଏବେ…