ଯୁକ୍ତ୨ କଲେଜରେ ଖାଲିଥିବା ୫୫୫ ପିଜିଟି ଶୀଘ୍ର ପୂରଣ ହେବ
ଭୁବନେଶ୍ୱର: ଓଡ଼ିଶାରେ ଥିବା ୨୨୬ଟି ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଯୁକ୍ତ ଦୁଇ କଲେଜରେ ଖାଲିଥିବା ୫୫୫ଟି ସ୍ନାତକୋତ୍ତର ଶିକ୍ଷକ (ପିଜିଟି) ପଦବୀରେ ନିଯୁକ୍ତି ପାଇଁ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ। ରାଜ୍ୟ ଚୟନ ବୋର୍ଡ ଏହି ନିଯୁକ୍ତି ପ୍ରକ୍ରିୟା କରିବ ବୋଲି…