ମାନସ ରଞ୍ଜନ ବାରିକଙ୍କ ବହୁ ପ୍ରତିକ୍ଷିତ ପୁସ୍ତକ ‘ଅଣୁଗଳ୍ପ ମାନସାଙ୍କ’ ଉନ୍ମୋଚିତ
ଭୁବନେଶ୍ୱର: ମାନସ ରଞ୍ଜନ ବାରିକଙ୍କ ବହୁ ପ୍ରତିକ୍ଷିତ ପୁସ୍ତକ 'ଅଣୁଗଳ୍ପ ମାନସାଙ୍କ' ଆଜି ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀରେ ଉନ୍ମୋଚିତ ହୋଇଯାଇଛି l
ପୋଲିସ୍ ଏକାଡେମୀ ନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ସ୍ଵତନ୍ତ୍ର…