Latest Odisha News

BREAKING NEWS

ଏକାମ୍ର ହାଟରେ ରାଜ୍ୟ ସ୍ତରୀୟ ହସ୍ତତନ୍ତ ମେଳା ଉଦ୍‌ଘାଟିତ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି ଲିଃ (ବୟନିକା) ଆନୁକୂଲ୍ୟରେ ସ୍ଥାନୀୟ ଏକାମ୍ର ହାଟରେ ଏକ ରାଜ୍ୟ ସ୍ତରୀୟ ହସ୍ତତନ୍ତ ମେଳା ବୟନ ଓ ହସ୍ତଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ…

ପାପାରାଜିଙ୍କୁ ଫଟୋ ପୋଜ୍ ଦେବାରୁ କରିନାଙ୍କ ଉପରେ ରାଗିଲେ ସୈଫ

ମୁମ୍ବାଇ: ବି-ଟାଉନରେ ସବୁଠାରୁ ଅଧିକ ଫଟୋ କ୍ଲିକ୍ ହୋଇଥିବା ସେଲିବ୍ରିଟିମାନଙ୍କ ମଧ୍ୟରୁ କରୀନା କପୁର ଖାନ୍ ଅନ୍ୟତମ । ଯେତେବେଳେ ସେ ମୁମ୍ବାଇର ରାସ୍ତାରେ ଯାଆନ୍ତି ପାପାରାଜି ତାଙ୍କୁ କ୍ୟାମେରାରେ କଏଦ କରିବାକୁ ଉତ୍ସାହିତ ହୁଅନ୍ତି । ପାପାରାଜିଙ୍କ ସହିତ ପ୍ରଶଂସକଙ୍କ ହୃଦୟ ଜିତିବାରେ…

ନାଟୁନାଟୁ ଗୀତରେ କାର ଲାଇଟିଂ ଡ୍ୟାନ୍ସ

ୱାଶିଂଟନ: ଓସ୍କାର ବିଜେତା ନାଟୁ ନାଟୁ ଗୀତ ଏବେ ବିଶ୍ୱର କୋଣ ଅନୁକୋଣରେ ଧୁମ୍ ମଚାଉଛି । ପିଲାଠାରୁ ବୁଢାଯାଏଁ ସମସ୍ତେ ଏହି ଗୀତରେ ନାଚିବାକୁ ପାଗଳ । ଆଉ ସୋସିଆଲ ମିଡ଼ିଆରେ ଏହି ଗୀତକୁ ନେଇ ରିଲସ୍ କରିବା ସଂଖ୍ୟା ଅଗଣତି । ନିକଟରେ ସାଉଥ ଫିଲ୍ମର ଗୀତ ନାଟୁ ନାଟୁରେ ଆମେରିକୀୟ ପୋଲିସମାନେ…

ସମସ୍ତଙ୍କ ସାମ୍ନାରେ ଅଭିନେତ୍ରୀ ଶ୍ରୀୟାଙ୍କୁ ଚୁମ୍ବନ ଦେଲେ ପତି ଆଣ୍ଡ୍ରେଇ

ମୁମ୍ବାଇ : ପୁଣି ଚର୍ଚ୍ଚାରେ ‘ଦୃଶ୍ୟମ’ର ଅଭିନେତ୍ରୀ ଶ୍ରୀୟା ସାରନ୍ । ସମସ୍ତଙ୍କ ସାମ୍ନାରେ ଶ୍ରୀୟାଙ୍କୁ ଚୁମ୍ବନ ଦେଲେ ତାଙ୍କ ସ୍ୱାମୀ ଆଣ୍ଡ୍ରେଇ କୋଶେଭ । ଏହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା । ଅନେକ ଏହାକୁ ଟ୍ରୋଲ ମଧ୍ୟ କରିଛନ୍ତି । ଫିଲ୍ମ ଇଭେଣ୍ଟ ସମୟରେ ଶ୍ରୀୟା ଏବଂ…

ଦିଲ୍ଲୀ ବଜେଟ ମଙ୍ଗଳବାର ହେବନି ଉପସ୍ଥାପିତ, କେନ୍ଦ୍ରକୁ ଦୋଷ ଦେଲା ଆପ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ବଜେଟ ଉପସ୍ଥାପନ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ରିପୋର୍ଟ ମୁତାବକ ମଙ୍ଗଳବାର ବଜେଟ ଉପସ୍ଥାପିତ ହେବନି । କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ବଜେଟ ଏ ପର୍ଯ୍ୟନ୍ତ ଅନୁମୋଦନ ହୋଇ ନାହିଁ । ଦିଲ୍ଲୀରେ ବଜେଟ ଉପସ୍ଥାପନ ପାଇଁ…

ପେଟ୍ରୋଲ ପମ୍ପରେ ଆତଙ୍କ, ଧାରୁଆ ଅସ୍ତ୍ରରେ କର୍ମଚାରୀଙ୍କୁ ଆକ୍ରମଣ କରି ଥାନାରେ ୩ ଅଟକ

ଭୁବନେଶ୍ୱର: ସୋମବାର ସନ୍ଧ୍ୟା ସମୟରେ କଳ୍ପନା ଛକରେ ଥିବା ପେଟ୍ରୋଲ ପମ୍ପରେ ଜଣେ ଯୁବକ ଆତଙ୍କ ଖେଳାଇ ଦେଇଥିଲେ । ଧାରୁଆ ଅସ୍ତ୍ର ଧରି ଗୋଡ଼ାଇବା ସହ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ପେଟ୍ରୋଲ ପମ୍ପ କର୍ମଚାରୀ ଓ ଗ୍ରାହକ ଉକ୍ତ ଯୁବକଙ୍କୁ କାବୁ କରି ବଡ଼ଗଡ଼ ପୋଲିସ…

ହଟ୍ ଡ଼୍ରେସ ପିନ୍ଧି କ୍ଷେତରେ କାମ କରନ୍ତି ମହିଳା

କୌଣସି କାମ ଛୋଟ କି ବଡ଼ ନୁହେଁ । ଆଗ୍ରହର ସହ କାମ କଲେ ସଫଳତା ମିଳିବା ନିଶ୍ଚିତ । ସେମିତି ଜଣେ ଗ୍ଲାମରସ ମହିଳା ବଗିଚାରେ ଚାଷ କାର୍ଯ୍ୟ କରୁଥିବା ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଲୋକେ ତାଙ୍କର ଏହି ଉଦ୍ୟମକୁ ଖୁବ୍ ପ୍ରଶଂସା କରୁଛନ୍ତି । ବଗିଚା ହେଉ ବା…

ଝିଅ ହତ୍ୟାକାରୀ ବାପାକୁ ଆଜୀବନ କାରାଦଣ୍ଡ

ଅନୁଗୁଳ: ନିଜ ଜନ୍ମ କଲା ଝିଅକୁ ସାମାନ୍ୟ ଘଟଣା ପାଇଁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତ ବାପାକୁ ଜିଲ୍ଲା ଦୌରାଜଜ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ୨୫ ହଜାର ଟଙ୍କା ଜରିମାନା ଦେବାକୁ ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ…

ସିନିୟର ନ୍ୟାସ୍‌ନାଲ୍ ଟେବୁଲ୍ ଟେନିସ୍ ଚାମ୍ପିଅନ୍‌ସିପ୍‌ରେ ସୋଆ ଆଇନ୍ ଛାତ୍ରୀଙ୍କ ପ୍ରତିନିଧିତ୍ୱ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ସ୍ନିଲ୍‌)ର ଇନ୍‌ଟିଗ୍ରେଟେଡ୍ ଲ’ର ତୃତୀୟ ବର୍ଷ ଛାତ୍ରୀ ସୁଶ୍ରୀ ପାୟଲ୍ ପାଣୀ ଜମ୍ମୁଠାରେ ସୋମବାର ଆରମ୍ଭ ହୋଇଥିବା ୮୪ତମ ସିନିୟର ନ୍ୟାସ୍‌ନାଲ୍ ଓ ଇନ୍‌ଟର ଷ୍ଟେଟ୍ ଟେବୁଲ ଟେନିସ…

ମାନସ ରଞ୍ଜନ ବାରିକଙ୍କ ବହୁ ପ୍ରତିକ୍ଷିତ ପୁସ୍ତକ ‘ଅଣୁଗଳ୍ପ ମାନସାଙ୍କ’ ଉନ୍ମୋଚିତ

ଭୁବନେଶ୍ୱର: ମାନସ ରଞ୍ଜନ ବାରିକଙ୍କ ବହୁ ପ୍ରତିକ୍ଷିତ ପୁସ୍ତକ 'ଅଣୁଗଳ୍ପ ମାନସାଙ୍କ' ଆଜି ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀରେ ଉନ୍ମୋଚିତ ହୋଇଯାଇଛି l ପୋଲିସ୍ ଏକାଡେମୀ ନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ସ୍ଵତନ୍ତ୍ର…