ମହିଳା ତିଆରି କଲେ ମହଙ୍ଗା ପିଜା: ମୂଲ୍ୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ନ୍ୟୁୟର୍କ: ସ୍କୁଲ ପିଲାଙ୍କଠାରୁ ଆରମ୍ଭ କରି କଲେଜ ଛାତଛାତ୍ରୀଙ୍କର ପିଜା ହେଉଛି ପ୍ରଥମ ପସନ୍ଦ ଖାଦ୍ୟ । ଏହି ପିଜାର ମୂଲ୍ୟ ବି ବହୁତ ମହଙ୍ଗା ନୁହେଁ । କିନ୍ତୁ ଆମେରିକାର ଜଣେ ମହିଳା ଏବେ ଏତେ ମହଙ୍ଗା ପିଜା ତିଆରି କରିଛନ୍ତି ଯେ, ତାହାର ମୂଲ୍ୟ ଜାଣିଲେ ଖାଇବା ତ ଦୂରର କଥା ଭାବିହେବ…