Latest Odisha News

BREAKING NEWS

କବିତା : ନୀଳ ଜହ୍ନ

ରାଜ କିଶୋର ଦାସ  ନୀଳ ଜହ୍ନ, ନୀଳ ଆକର୍ଷଣ ନୀଳ କ୍ଷତ, ନୀଳ ନୀଳ ଆଘାତ ନୀଳ ନୀଶା ଘନ ନୀଳ ରାତ୍ର ବିବସରୁ ବିବସ, ହାତ ପାଆନ୍ତାରୁ ଦୂର, ବହୁଦୂର ନୀଳଜହ୍ନ । ଅନ୍ତ ହୀନ, ଅନନ୍ତ ପ୍ରତୀକ୍ଷା ବର୍ଷ ବର୍ଷ ଶତବର୍ଷ ମୃଦୁ ମୃଦୁ ଆଗମନ, ପାଦ ଥାପୁ ନ’ ଥାପୁଣୁ ଝରକା ଖୋଲି…

ତରଭୁଜ ଖାଇଲେ ଶରୀରକୁ ମିଳିଥାଏ ଏହିସବୁ ଲାଭ ଜାଣନ୍ତୁ….

ଖରାଦିନ ଆସିଲେ ସମସ୍ତେ କିଛି ଥଣ୍ଡା ପାନୀୟ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଫଳ ଖାଇବାକୁ ପସନ୍ଦ କରିଥାଆନ୍ତି । ସେଥି ମଧ୍ୟରୁ ତରଭୁଜ ଅନ୍ୟତମ । ଖରାଦିନେ ତରଭୁଜର ଚାହିଦା ଅଧିକ ରହିଥାଏ । ଏହା ପାଟିକୁ ଯେତିକି ସୁଆଦିଆ ଲାଗେ ଶରୀର ପାଇଁ ବି ହିତକର । ଏଥିରେ ୯୨ ଭାଗ ଜଳ ରହିଥିବା ବେଳେ…

ଭାଷା ଭାଗବତ : ଭାଗ୍ୟ ବିଡ଼ଂବିତ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଯେଉଁ ଭାଷାରେ କରୁଁ ଚିଂତା ଯେଉଁ ଭାଷାରେ କହୁଁ କଥା ସେହି ଭାଷାକୁ କରି ନ୍ୟୂନ ଘଟାଉଁ ଭାଷାର ପତନ ଲିଖନ ହୋଇଲେ ସରଳ ଆଗ୍ରହେ ପାଠକ ସକଳ କରଂତି ପୁସ୍ତକ ପଠନ ବୁଝଂତି ଭାବ, ତତ୍ତ୍ବ, ଜ୍ଞାନ ଏବେ ତ କେତେକ ଲେଖକ ଦୁର୍ବୋଧ୍ୟ ଶବ୍ଦର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ରୀତିନୀତି ଯେପରି ଅପୂର୍ବ ଓ ଅସଂଖ୍ୟ, ସେହିଭଳି ଏହାକୁ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ସୃଷ୍ଟି ହୋଇଥିବା ସେବକ ପରମ୍ପରା ମଧ୍ୟ ଅନନ୍ୟ। ଆଜି ସେହି ସେବକମାନଙ୍କ…

ବିରୋଧୀ ପରେ ଆଉ ଜଣେ ପୂର୍ବତନ ମୁଖ୍ୟ ଶାସନ ସଚିବ ଫାଇଭ-ଟିକୁ ନେଇ ଉଠାଇଲେ ପ୍ରଶ୍ନ

ଭୁବନେଶ୍ୱର: ପୁଣିଥରେ ଆଉ ଜଣେ ପୂର୍ବତନ ମୁଖ୍ୟ ଶାସନ ସଚିବ ରାଜ୍ୟ ସରକାରଙ୍କ ଫାଇଭ-ଟି ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି। ୨୦୧୪ରେ ମୁଖ୍ୟ ଶାସନ ସଚିବ ପଦ ଛାଡି କେନ୍ଦ୍ରୀୟ ଡେପୁଟେସନରେ ଯାଇ ୨୦୧୬ରେ ଅବସର ଗ୍ରହଣ କରିଥିବା ଯୁଗଳ କିଶୋର ମହାପାତ୍ର 'ଓଡ଼ିଶା ସମ୍ବାଦ' ଓ 'ଓଡ଼ିଶା ବାଇଟସ'ର…

ପାକିସ୍ତାନରେ ରଦ୍ଦ ହେଲା ଦେଶଦ୍ରୋହ ଆଇନ୍, ଭାରତରେ କେବେ?

ଇସଲାମାବାଦ: ଇଂରେଜ ସମୟରେ ତିଆରି ହୋଇଥିବା ଦେଶଦ୍ରୋହ ଆଇନକୁ ରଦ୍ଦ କରିଛି ପାକିସ୍ତାନ। ଗୁରୁବାର ପାକିସ୍ତାନ କୋର୍ଟ ବ୍ରିଟିଶ ଯୁଗର ଏହି ଆଇନକୁ ରଦ୍ଦ କରି ଏହାକୁ ଅସାମ୍ବିଧାନିକ ବୋଲି ଘୋଷଣା କରିଛନ୍ତି। ଏହି ଆଇନକୁ ରଦ୍ଦ କରିବାକୁ ଆବେଦନ କରାଯାଇଥିଲା। ଲାହୋର ହାଇକୋର୍ଟର ଜଷ୍ଟିସ…

ମାର୍ଚ୍ଚ ୨୦୨୩ରେ ଓଡିଶାର ଜିଏସ୍‌ଟି ସଂଗ୍ରହରେ ୧୫. ୧୪ ପ୍ରତିଶତ ଅଭିବୃଦ୍ଧି

ଭୁବନେଶ୍ୱର: ମାର୍ଚ୍ଚ ୨୦୨୩ରେ ସଂଗୃହୀତ ମୋଟ ଜିଏସ୍‌ଟି ରାଜସ୍ୱ ୧,୬୦,୧୨୨ କୋଟି ଟଙ୍କା ରହିଛି, ଯେଉଁଥିରୁ ସିଜିଏସ୍‌ଟି ୨୯,୫୪୬ କୋଟି ଟଙ୍କା, ଏସ୍‌ଜିଏସ୍‌ଟି ୩୭,୩୧୪ କୋଟି ଟଙ୍କା, ଆଇଜିଏସ୍‌ଟି ହେଉଛି ୮୨,୯୦୭ କୋଟି ଟଙ୍କା (ମାଲ୍ ଆମଦାନୀ ଉପରେ ସଂଗୃହୀତ ୪୨,୫୦୩ କୋଟି ଟଙ୍କା…

ଦିଲ୍ଲୀ କ୍ୟାପିଟାଲ୍ସକୁ ୫୦ ରନରେ ପରାସ୍ତ କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ

ଲକ୍ଷ୍ନୌ: ଚଳିତ ଆଇପିଏଲ ସଂସ୍କରଣର ତୃତୀୟ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ଦିଲ୍ଲୀ କ୍ୟାପିଟାଲସକୁ ୫୦ ରନରେ ପରାସ୍ତ କରିଛି। ଘରୋଇ ପିଚରେ କେ.ଏଲ୍ ରାହୁଲଙ୍କ ନେତୃତ୍ବାଧୀନ ଦଳ ମ୍ୟାଚ ଜିତି ଚଳିତ ଆଇପିଏଲରେ ବିଜୟ ଅଭିଯାନ ଆରମ୍ଭ କରିଛି। ଆଇପିଏଲ୍ ୨୦୨୩ର ଦ୍ୱିତୀୟ ଦିନରେ ଲକ୍ଷ୍ନୌ ଏବଂ…

ଦେଶରେ ବିରୋଧୀଙ୍କ ସମାଲୋଚନା, ସାରା ବିଶ୍ବରେ କିନ୍ତୁ ରେଟିଂରେ ଏକ ନମ୍ବର ମୋଦୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଆପ୍ ନେତା ଅରବିନ୍ଦ କେଜ୍ରିଓ୍ବାଲଙ୍କଠାରୁ ଆରମ୍ଭ କରି ପାଖାପାଖି ୨୦ ବିରୋଧୀ ଦଳ ବିଭିନ୍ନ କଥା କହି ଯେତେବେଳେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରୁଛନ୍ତି ସେହି ସମୟରେ ଆମେରିକାର ଏକ ସଂସ୍ଥାର ସର୍ଭେ ଦର୍ଶାଇଛି ମୋଦୀ…

ଶ୍ରୀକୃଷ୍ଣଙ୍କ ପାଇଁ ଗୀତ ଗାଇଲେ ମୁସ୍‌ଲିମ୍ ମହିଳା

କୁହାଯାଏ, ଯିଏ ଈଶ୍ୱର ସିଏ ଆଲ୍ଲା, ସିଏ ହିଁ ପ୍ରଭୁ ଯିଶୁ । କେବଳ ନିଜ ମନର ଆଧାରରେ ମଣିଷ ତାକୁ ଭାଗ ଭାଗ କରେ । ଅର୍ଥାତ୍ ସବୁ ଧର୍ମର ମୂଳମନ୍ତ୍ର ଏକ । ଭାଇଚାରାର ଦେଶ ଭାରତରେ ସମସ୍ତେ ସବୁ ଧର୍ମର ପରମ୍ପରାକୁ ମିଳିମିଶି ପାଳନ କରିଥାନ୍ତି । ଏହି ଧାରାକୁ ପ୍ରମାଣିତ କରିଛନ୍ତି ଜଣେ…