ଅଚାନକ ନୂଆ ସଂସଦ ଭବନ ବୁଲି ଦେଖିଲେ ପ୍ରଧାନମନ୍ତ୍ରୀ, ନିର୍ମାଣଧୀନ ଶ୍ରମିକଙ୍କ ସହ କଲେ ଆଲୋଚନା
ଭୁବନେଶ୍ୱର: ଗୁରୁବାର ପ୍ରଧାନମନ୍ତ୍ରୀ ମୋଦୀ ନୂଆ ସଂସଦ କୋଠାକୁ ଯାଇ ପରିଦର୍ଶନ କରିଛନ୍ତି। ଏହା ତାଙ୍କର ପ୍ରଥମ ଗସ୍ତ ଥିଲା। ସେ ଘଣ୍ଟାଏରୁ ଅଧିକ ସମୟ ନୂଆ ସଂସଦ ଭବନର କୋଠାକୁ ବୁଲି ଦେଖିବା ସହିତ ନିର୍ମାଣକାମରେ ନିୟୋଜିତ କର୍ମଚାରୀଙ୍କ ସହ କଥା ହୋଇଥିଲେ।
ପ୍ରଧାନମନ୍ତ୍ରୀଙ୍କ ଏହି…