ଛାତ ଉପରୁ ଖସି ପଡିଲେ ଡାକ୍ତରୀ ଛାତ୍ର; ଚାଲିଗଲା ଜୀବନ
ବାଲେଶ୍ୱର: ବଲାଙ୍ଗୀର ସହରରେ ଗତକାଲି ଜଣେ ଆୟୁର୍ବେଦିକ ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ଏହାର ୨୪ ଘଣ୍ଟା ପୂରିନି । ବାଲେଶ୍ୱରରେ ପୁଣି ଜଣେ ଡାକ୍ତରୀ ଛାତ୍ରଙ୍କର ମୃତ୍ୟୁ ଘଟିଛି । ତାଙ୍କ ମୃତ୍ୟୁକୁ ନେଇ ଏବେ ସନ୍ଦେହ ଦେଖା ଦେଇଛି । ଡାକ୍ତରୀ ଛାତ୍ର ଜଣକ ଛାତରୁ ଖସି ପଡି…