Latest Odisha News

BREAKING NEWS

ଘୃଣା ଉଦ୍ରେକକାରୀ ଭାଷଣ ଦେବା ଅଭିଯୋଗରେ ପାକିସ୍ତାନୀ ଆଙ୍କର ଗିରଫ

ଇସଲାମବାଦ: ପାକିସ୍ତାନର ଫେଡେରାଲ ଇନଭେଷ୍ଟିଗେସନ ଏଜେନ୍ସି ବା ଏଫଆଇଏ ଘୃଣାଭାବ ସୃଷ୍ଟିକାରୀ ଭାଷଣ ଦେବା ତଥା କ୍ଷମତାସୀନ ସରକାରଙ୍କୁ ସମାଲୋନା କରିବା ଅଭିଯୋଗରେ  ଜଣେ ନ୍ୟୁଜ ଆଙ୍କରଙ୍କୁ ଗିରଫ କରିଛି । ନ୍ୟୁଜ ଆଙ୍କର ଇମରାନ ରିଆଜ ଖାନ ପାକିସ୍ତାନ ଶେହବାଜ ସରିଫଙ୍କ ନେତୃତ୍ୱ ନେଉଥିବା…

ପୁଣି କ୍ଷୀର ମୂଲ୍ୟ ବଢାଇଲା ଅମୁଲ; ଜାଣନ୍ତୁ କେତେ ବଢିଲା

ନୂଆଦିଲ୍ଲୀ: କ୍ଷୀର ମୂଲ୍ୟ ବଢାଇଲା ଅମୁଲ। ଲିଟର ପ୍ରତି ୩ ଟଙ୍କା ମୂଲ୍ୟ ବଢ଼ାଇଥିବା ବେଳେ ନୂଆ ଦର ଆଜି ଠାରୁ ଲାଗୁ ହେବ ବୋଲି କମ୍ପାନୀ ଘୋଷଣା କରିଛି। ମୂଲ୍ୟ ବୃଦ୍ଧିପରେ ଅମୁଲ ଗୋଲ୍ଡର ମୂଲ୍ୟ ୬୬ ଟଙ୍କା ହୋଇଯିବ। ସେହିପରି ଅନ୍ୟ ଅମୁଲ ଉତ୍ପାଦନଗୁଡ଼ିକର ମୂଲ୍ୟ ବି ବଢିବ। ଅମୁଲ ତାଜା ୫୪…

ମେଗାଲିଫ୍ଟ କେନାଲରେ ଭାସିଯାଇ ଛାତ୍ର ମୃତ

କଳାହାଣ୍ଡି: କେନାଲ୍‌ରେ ଭାସିଯାଇ ଛାତ୍ରଙ୍କ ମୃତ୍ୟୁ। କଳାବାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଚାଚିଗୁଡା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଆଦର୍ଶ ବିଦ୍ୟାଳୟରେ ପଢ଼ୁଥିବା ଷଷ୍ଠ ଶ୍ରେଣୀର ଛାତ୍ର ନବୀନ ଛତ୍ରୀଆ ମେଗାଲିଫ୍ଟ କେନାଲରେ ଭାସିଯିବାରୁ ତାଙ୍କର ମୃତ୍ୟୁ ହୋଇଛି। ସୂଚନା…

ଏୟାର ଇଣ୍ଡିଆ ବିମାନରେ ଅଗ୍ନିକାଣ୍ଡ; ଅବୁଧାବି ଏୟାରପୋର୍ଟରେ ଲ୍ୟାଣ୍ଡ କଲା ବିମାନ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ଅଗ୍ନିକାଣ୍ଡ। ଅବୁଧାବିରୁ କେରଳର କୋଝିକୋଡେ(କଲିକଟ) ଆସୁଥିବା ବିମାନରେ ହଠାତ୍ ନିଆଁ ଲାଗିଯିବାରୁ ବିମାନକୁ ପୁଣିଥରେ ଫେରାଇ ନିଆଯାଇ ଅବୁଧାବିରେ ଲ୍ୟାଣ୍ଡିଂ କରାଯାଇଛି।  ବିମାନର ଏକ ଇଞ୍ଜିନରୁ ଧୂଆଁ ବାହାରୁଥିବାର ଜଣାପଡ଼ିବା ପରେ ବିମାନକୁ ଅବୁଧାବି…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ ( ୩୪)

9ସେ କୋଠରୀରୁ ବାହାରି ଆସିବା ପରେ ଭାଉଜ ତା’ ମୁହଁକୁ ତୋଳିଧରି ପରିହାସ କଲେ- କିହୋ ରାଜଜେମା, ଦେଖା ପଡ଼ିବା ପାଇଁ ହଜାରେ ବାହାନା ଦେଖାଉଥିଲ; ଅଥଚ ଏତେ ସମୟଧରି ତାଙ୍କ ସହ କି କି କଥା ହେଉଥିଲ ? ତାଙ୍କ ଆଡ଼ୁ ତ ସେ ଆଗରୁ ହଁ କରି ସାରିଛନ୍ତି । ତମର ପସନ୍ଦ ହେଲାଟି ? - ଏଁ...ଏଁ ଛେନାଗୁଡ଼…

ବଢ଼ିପାରେ କେନ୍ଦ୍ରୀୟ ଟିକସ ବାବଦକୁ ଓଡ଼ିଶାର ଭାଗ: ଚଳିତ ଆର୍ଥିକ ବର୍ଷରେ ପାଇବ ଅଧିକ ୧୨ ହଜାର କୋଟି

ନୂଆଦିଲ୍ଲୀ: ଏଥର ବଜେଟ୍ ସବୁ ବର୍ଗକୁ ଦେଖି ତିଆରି କରାଯାଇଥିଲା ବୋଲି କେନ୍ଦ୍ର ସରକାର ଘୋଷଣା କରିଥିଲେ। ଫେବ୍ରୁଆରୀ ୧ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିବା ପରେ କିଛି ବିରୋଧୀ ନେତା ମଧ୍ୟ ଏହାକୁ ସ୍ୱାଗତ କରିଥିଲେ। ବଜେଟ୍‌ରେ ଏଥର ଅନେକ ନୂଆ…

କବିତା : ବସନ୍ତ ରାସ

ଗଦାଧର ସାହୁ  ବସନ୍ତ ରାସ ଆସର ବାସ ଚହଟଇ, ମୃଦୁ ମନ୍ଦ ମଳୟରେ ଧରଣୀ ହସଇ । ପୁଲକ ଜାଗେ ପରାଣେ ମଳୟ ପରସେ, ତରୁ ଡାଳେ ନବ କଢି ପଲ୍ଲବେ ହରସେ । ପଞ୍ଚମ ତାନରେ ଗାନ କୋକିଳ କରଇ, ସୁମଧୁର କୁହୁ ସ୍ବରେ ଜନ ମନ ମୋହି । ଆମ୍ବ୍ର ବନରେ ବଉଳ ଭୁରୁ ଭୁରୁ ବାସେ, ସେ ବାସର…

କିମ୍ବଦନ୍ତୀ ଫିଲ୍ମ ନିର୍ମାତା ନିର୍ଦ୍ଦେଶକ କେ. ବିଶ୍ୱନାଥଙ୍କ ପରଲୋକ

ହାଇଦ୍ରାବାଦ: କିମ୍ବଦନ୍ତୀ ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ସ୍କ୍ରିନ୍‌ପ୍ଲେ ରାଇଟର ତଥା ଅଭିନେତା କାଶିନାଧୁନି ବିଶ୍ୱନାଥଙ୍କର ପରଲୋକ ହୋଇଛି। ଗତକାଲି ମଧ୍ୟ ରାତ୍ରୀରେ ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସିତ ଅବସ୍ତାରେ ତାଙ୍କର ବିୟୋଗ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨…

୨୦୧୯ ଠାରୁ ଏପର୍ଯ୍ୟନ୍ତ ୨୧ ଥର ବିଦେଶ ଯାତ୍ରା କରିଛନ୍ତି ପ୍ରଧାନମନ୍ତ୍ରୀ, ଖର୍ଚ୍ଚ ହୋଇଛି ୨୨.୭୬ କୋଟି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ରାଷ୍ଟ୍ରପତି ଓ ବୈଦେଶିକ ବ୍ୟାପାରମନ୍ତ୍ରୀଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ଦେଇଛନ୍ତି କେନ୍ଦ୍ର ସରକାର। ୨୦୧୯ରୁ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଥର ବିଦେଶ ଯାତ୍ରା କରିଛନ୍ତି। ଏଥିରେ ୨୨.୭୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି…

ଭାଷା ଭାଗବତ : ମତର ସଂଘର୍ଷ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଅଯଥା କଲେ ବେଶି ଯୁକ୍ତି ନଷ୍ଟ ହୁଏ ସର୍ଜନ ଶକ୍ତି ବିବାଦରତ ଦୁଇ ବ୍ୟକ୍ତି କରଂତି ପରସ୍ପର କ୍ଷତି ସ୍ବମତ ସହ ରହି ଲାଖି ଅନ୍ୟର ମତକୁ ଉପେକ୍ଷି ଯାହା ବି ପାରେ କହି, ଲେଖି ତାହାକୁ ଲୋକେ ମାନଂତି କି? ବିବିଧତାପୂର୍ଣ ଏ ବିଶ୍ବ…