Latest Odisha News

BREAKING NEWS

ଚଳନ୍ତା ଟ୍ରେନ୍ ପାହାଚରେ ବସି ଯାତ୍ରା କରୁଥିଲେ ସୋନୁ ସୁଦ; ଦାୟିତ୍ୱସମ୍ପନ୍ନତାର ପାଠ ପଢ଼ାଇଲା ରେଳବାଇ

ମୁମ୍ବାଇ: କରୋନା ସମୟରେ ବଲିଉଡ୍ ଅଭିନେତା ସୋନୁ ସୁଦ ଲୋକଙ୍କ ପାଇଁ ତ୍ରାଣ କର୍ତ୍ତା ସାଜିଥିଲେ। ମହାମାରୀ କାଳ ରୂପକୁ ସେ ଖାତି ନ କରି ଲୋକଙ୍କ ସେବାରେ ଲାଗିଥିଲେ। କାହାକୁ ଖାଦ୍ୟ ପହଞ୍ଚାଇବା ହେଉ ତ ଆଉ କାହାକୁ ସୁରକ୍ଷତି ଘରେ ପହଞ୍ଚାଇବା ସବୁ କାମରେ ସେ ଆଗରେ ଥିଲେ। ସ୍ଥିତି ଏମିତି ଥିଲା…

ବଡ଼ ଧରଣର ଛଟେଇ କରିବ ଆମାଜନ: ଚାକିରି ହରାଇବେ ୧୮ ହଜାର କର୍ମଚାରୀ

ନୂଆଦିଲ୍ଲୀ: ବଡ଼ ଧରଣର ଚାକିରି ଛଟେଇ କରିବ ଆମାଜନ। ପାଖାପାଖି ୧୮୦୦୦ କର୍ମଚାରୀଙ୍କୁ ଛଟେଇ କରିପାରେ କମ୍ପାନୀ। ଏଥିରେ ଆମାଜନ ଷ୍ଟୋର, ପିଏକ୍ସଟି(ପିପୁଲ ଏକ୍ସପିରିଏନ୍ସ ଆଣ୍ଡ ଟେକ୍ନୋଲୋଜୀ) ଏଚ୍‌ଆର୍ ଟିମ୍ସର କର୍ମଚାରୀ ପ୍ରଭାବିତ ହୋଇପାରନ୍ତି। ଏନେଇ କମ୍ପାନୀର ସିଇଓ ଆଣ୍ଡି ଜ୍ୟାସି…

ଭାରତର ସବୁଠାରୁ ବଡ ହକି ଷ୍ଟାଡିୟମକୁ ଆଜି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ରାଉରକେଲା: ଜାନୁଆରୀ ୧୩ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବ ପୁରୁଷ ହକି ବିଶ୍ୱକପ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଏବଂ ବିର୍ସା ମୁଣ୍ଡା ଷ୍ଟାଡିୟମରେ ସମସ୍ତ ମ୍ୟାଚ ଖେଳାଯିବ । ଏହାକୁ ଦୃଷ୍ଟିରେ ରଖି ମାତ୍ର ୧୫ ମାସ ମଧ୍ୟରେ ନିର୍ମିତ ହୋଇଛି ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମ । ଭାରତର…

ବୋମା ପକାଇ ଦିଅ ପଛେ ନଷ୍ପତ୍ତି ବଦଳାଇବୁନି-ମହିଳାଙ୍କ ଉଚ୍ଚଶିକ୍ଷାକୁ ନେଇ ଏମିତି କହିଲେ ତାଲିବାନ ମନ୍ତ୍ରୀ

କାବୁଲ: ପୁଣି ମହିଳାଙ୍କୁ ତାଲିବାନ ଶାସନର ନାଲି ଆଖି  । ମିହଳାଙ୍କ ଉଚ୍ଚଶିକ୍ଷାକୁ ପୁଣି କଡା ଭାଷାରେ ବିରୋଧ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ମହିଳାଙ୍କ ଉଚ୍ଚଶିକ୍ଷାକୁ ବିରୋଧ କରି ତାଲିବାନ ସରକାରର ଉଚ୍ଚଶିକ୍ଷା ମନ୍ତ୍ରୀ ନିଦା ମୋହମ୍ମଦ ନଦୀମ କହିଛନ୍ତି, ଆଫଗାନସ୍ତାନରେ ବୋମା…

୫ଜି ସେବା ପୂର୍ବରୁ ଗାଈକୁ ପ୍ରତୀକ ଭାବେ କାହିଁକି ବାଛିଲେ ଅମ୍ୱାନୀ, କାରଣ ଜାଣନ୍ତୁ

ନୂଆଦିଲ୍ଲୀ: ଜିଓ ଟ୍ରୁ ୫ଜି ପାଭିଲିଅନରେ ଗାଈ। ରିଲାଏନ୍ସ ଜିଓ ଗୋ-ସମୃଦ୍ଧି କଣ? ଇଣ୍ଡିଆ ମୋବାଇଲ କଂଗ୍ରେସରେ ପ୍ରଥମ ଥର ପାଇଁ ଗାଈକୁ ପ୍ରତୀକ ଭାବେ କାହିଁକି ରଖାଯାଇଥିଲା? ଅମ୍ୱାନୀ ପରିବାର ଗାଈକୁ ଗାଁର ବିକାଶରେ ଶକ୍ତିଶାଳୀ ପ୍ରତୀକ ଭାବେ ଗ୍ରହଣ କରିଛି। କାରଣ ଜାଣିଲେ ଆପଣ ବି ଚକିତ…

‘ଟୁନୁ.. ମେରା ବଚ୍ଚା ..’ତୁନିଷାଙ୍କ ଜନ୍ମଦିନରେ ଏମିତି ଭାବବିହ୍ୱଳ ବାର୍ତ୍ତା ଦେଲେ ସୀଜାନଙ୍କ ଭଉଣୀ

ମୁମ୍ବାଇ: “ଟୁନ୍ନୁ ମେରା ବଚ୍‌ଚା ! ମୁଁ କେବେ ବି ଭାବି ନ ଥିଲି ତୋତେ ଏମିତି ଶୁଭେଚ୍ଛା ଜଣାଇବି ବୋଲି । ତୁ ଜାଣିଛୁ, ଆପି ପ୍ଲାନ କରିଥିଲା ତୋ ପାଇଁ ଏକ ସରପ୍ରାଇଜ । ତୁ ସେଦିନ ପ୍ରିନ୍ସେସ ଡ୍ରେସ ପିନ୍ଧିବୁ ବୋଲି ମୁଁ ଚାହୁଁଥିଲି । ମୁଁ ଚାହୁଁଥିଲି, ମୁଁ ତୋତେ ସଜେଇଥାନ୍ତିି । ତୋ ପାଇଁ…

ନୋଏଡାରେ ପୁଣି ହିଟ ଆଣ୍ଡ ରନ୍: ସ୍ୱିଗି ବଏଙ୍କୁ ଧକ୍କା ଦେଇ ୫୦୦ ମିଟର ଘୋଷାଡି ନେଲା କାର

ନୋଏଡା: ଦିଲ୍ଲୀରେ ଜଣେ ଯୁବତୀଙ୍କୁ କାର ତଳେ ୧୨ କିମି ଘୋଷାଡି ନେବା ଘଟଣାକୁ ନେଇ ସାରା ଦେଶ ପଡୁଛି, ଉଠୁଥିବାବେଳେ ପୁଣି ସାମ୍ନାକୁ ଆସିଛି ଏହି ଭଳି ଏକ ହୃଦୟ ବିଦାରକ ଘଟଣା । ନୋଏଡାରେ  ଜଣେ ସ୍ୱିଗି ଏଜେଣ୍ଟଙ୍କୁ ଜଣେ ଅଜ୍ଞାତ ଗାଡିଧକ୍କା ଦେବା ପରେ ତାଙ୍କୁ ୫୦୦ ମିଟର ଘୋଷାଡି ନେଇଛି…

ଡିଜେ ବଜାଇବାକୁ ମନା କରିବାରୁ ଟିଏମ୍‌ସି ନେତାଙ୍କୁ ପିଟିପିଟି ମାରିଦେଲେ

କୋଲକାତା: ଡିଜେ ବଜାଇବାକୁ ମନା କରିବାରୁ ଟିଏମ୍‌ସି ନେତାଙ୍କୁ ଅତି ନିଷ୍ଠୁର ଭାବେ ପିଟିପିଟି ମାରିଦେଲେ କିଛି ଯୁବକ ପଶ୍ଚିମବଙ୍ଗ ମାଲଦାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଟିଏମ୍‌ସି ଡେପୁଟି ଚିଫ୍‌ ଅଫଜଲ ମୋମୀନଙ୍କୁ ପିଟିପିଟି ମାରିଦେଇଛନ୍ତି ଉଦ୍‌ଭ୍ରାନ୍ତ ଯୁବକମାନେ। ମୋଥା ବାରି…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୫)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ନୀରବତା ମଧ୍ୟରେ ପଦ୍ମିନୀର ହସିଲା ହସିଲା ମୁହଁକୁ ଚାହିଁ ପରିତୃପ୍ତିର ନଜର ଢ଼ାଳିଲା ସେ । କାଳ ବିଳମ୍ବ ନକରି ପଦ୍ମିନୀ କହି ପକାଇଲା-ଗତମାସରେ ପୁଅର ସ୍ୱନକ୍ଷତ୍ର ଗାଁରେ ଖୁବ୍ ଜାକଜମକରେ କରିବେ ବୋଲି ମୋର ତିନି ଦିନର…

ସବୁ ଅପେକ୍ଷାର ଅନ୍ତ: ଆଜିଠୁ ଓଡ଼ିଶାରେ ଆରମ୍ଭ ହେବ ୫ଜି ସେବା

ଭୁବନେଶ୍ୱର : ସବୁ ପ୍ରତୀକ୍ଷାର ଅନ୍ତ । ଆଜିଠୁ ଓଡ଼ିଶାରେ ମିଳିବ ୫ଜି ସେବା। ଟେଲିକମ ନେଟଓ୍ୱର୍କ ସେବାରେ ଆରମ୍ଭ ହେବ ଆଉ ଏକ ଯୁଗ। ରାଜ୍ୟକୁ ନୂଆବର୍ଷର ଭେଟି। ରିଲାଏନ୍ସ ଓ ଏୟାରଟେଲ୍ ସହଯୋଗୀତାରେ ସାରା ରାଜ୍ୟରେ ସ୍ଥାପନ ହୋଇଛି ପ୍ରାୟ ୫୧୦ ବେସ୍ ଟ୍ରାନ୍ସିଭର୍ ଷ୍ଟେସନ (ବିଟିଏସ୍) ଟାଓ୍ୱାର…