ନକଲି ଔଷଧ ବିକ୍ରି ଅଭିଯୋଗରେ ଜଣେ ଗିରଫ
ବରଗଡ଼: ନକଲି ଔଷଧ ବିକ୍ରି ଅଭିଯୋଗରେ ବରଗଡରେ ଏକ ଔଷଧ ଦୋକାନର ମାଲିକଙ୍କୁ ଗିରଫ କରିଛି ପୋଲିସ। ମଙ୍ଗଳବାର ଏ ନେଇ ଟାଉନ୍ ଥାନାରେ ଅଶୋକ ମେଡିକାଲ୍ ହଲର ମାଲିକ ସୁନୀଲ ଅଗ୍ରଓ୍ୱାଲଙ୍କ ନାଁରେ ଏକ ଏଫ୍ଆଇଆର୍ ରୁଜୁ ହୋଇଥିଲା। ଏହି ଏଫଆଇଆରରେ ବାରଣାସୀର 3 ଜଣ ଡ୍ରଗ୍ସ ଯୋଗାଣକାରୀଙ୍କ ନାଁ ମଧ୍ୟ…