ପୂର୍ବତନ ରେଳ କର୍ମଚାରୀଙ୍କ ଘରୁ ମିଳିଲା କୋଟି କୋଟି ଟଙ୍କା ଆଉ ପୁଳା ପୁଳା ସୁନା
ଭୁବନେଶ୍ୱର: ଇଷ୍ଟକୋଷ୍ଟ ରେଲୱେର ଜଣେ ପୂର୍ବତନ ଅଧିକାରୀଙ୍କ ଘରୁ ଜବତ ହୋଇଛି ଆଖିଖୋସିଗଲା ପରି ସମ୍ପତ୍ତି । ସିବିଆଇ ତାଙ୍କ ଘରେ ଚଢଉ କରି ପାଇଛି ୧୭ କିଲୋ ସୁନା, ୧.୫୭ କୋଟି ନଗଦ କ୍ୟାସ ସହ ବିପୁଳ ସମ୍ପତ୍ତି । ଏହି ଅଧିକାରୀ ଜଣକ ହେଉଛନ୍ତି ପ୍ରମୋଦ କୁମାର ଜେନା । ସେ ରେଳ…