ବୈଜ୍ଞାନିକଙ୍କ ଚେତାବନୀ, ଏବେ ହିମାଳୟ ଅଂଚଳ ପ୍ରତି ଭୂମିକମ୍ପ ବିପଦ
ନୂଆଦିଲ୍ଲୀ: ନ୍ୟାଶନାଲ ଜିୟୋ ଫିଜିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ବୈଜ୍ଞାନିକମାନେ ହିମାଳୟ ଅଂଚଳରେ ବଡ ଧରଣର ଭୂମିକମ୍ପ ନେଇ ଏବେଠାରୁ ସତର୍କ କରାଇ ଦେଇଛନ୍ତି । ଏଠାରେ ଅଧିକ ତୀବ୍ରତାର ଭୂମିକମ୍ପ ହେବା ଆଶଙ୍କାକୁ ଏଡାଇ ଦେଇ ହେବ ନାହିଁ । ମୂଖ୍ୟ ଗବେଷକ ପୂର୍ଣ୍ଣଚନ୍ଦ୍ର ରାଓଙ୍କ କହିବା…