Latest Odisha News

BREAKING NEWS

କବିତା : ଏ ବୟସ

ସୁକାନ୍ତ ସମର୍ଥା ଏ ବୟସ ରହିଯାରେ ଟିକେ ପିଲାଦିନ ବଗିଚାରେ ପାଇବୁନି ଗୋଟେ ଘୃଣାର କଣ୍ଟା ତୁ ନିରୀହ ଗୋଲାପଠାରେ । ଏ ବୟସ ଥକିଯାରେ ଟିକେ ମାଆ ପଣତ ଛାଇରେ ପାଇବୁନି ଟୋପେ ଲୁହର ଉଷ୍ମତା ମମତାର ଶୀତଳତାରେ । ଏ ବୟସ ଭିଜିଯାରେ ଟିକେ ଅବୁଝା ପିଲା କାନ୍ଦରେ ପାଇବୁନି…

ଭାଷା ଭାଗବତ : ତୁଚ୍ଛ ସ୍ବପ୍ନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଯେ ଯାହା ଭାବଂତି ଉଚିତ କରିଲେ ତତ୍କାଳ ତୁରଂତ ସମାଜ ହୁଅଂତା ଉନ୍ନତ ନାହିଁ ତ ଅନ୍ୟ, ଭିନ୍ନ ମତ ଅନେକେ ହୋଇ ଏକମତ ରହିଲେ ନିଜ କାମେ ରତ ଶୁଭଂତାନାହିଁ ଏତେ କଥା ବଦଳିଯାଆଂତା ବ୍ୟବସ୍ଥା ମଣିଷ ଭାଷାଶ୍ରୟୀ ଜୀବ…

ମୋଟାପଣ ଦୂର କରେ ଗ୍ରୀନ୍‌ କଫି….

ଶୀତଦିନେ କଫି, ଚା’ ପିଇବାକୁ ଅନେକ ଲୋକ ପସନ୍ଦ କରିଥାଆନ୍ତି । ସାଧାରଣତଃ କଫି କହିଲେ ବ୍ଲାକ କଫି ସମସ୍ତେ ଜାଣିଥାଆନ୍ତି। ମାତ୍ର ଗ୍ରୀନ କଫି ବିଷୟରେ ଜାଣିଛନ୍ତି କି? ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ଗ୍ରୀନ କଫି ପିଇବାକୁ ବେଶ ପସନ୍ଦ କରୁଛନ୍ତି । ଏହାକୁ ପ୍ରସ୍ତୁତ କରିବା ପାଇଁ ଗଛର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢା ପରିକ୍ରମା କରି ଆମେ ଆସି ପହଞ୍ଚି ଯାଇଛୁ, ଏମିତି ଏକ ମନ୍ଦିର ପାଖରେ, ଯେଉଁ ମନ୍ଦିରରେ ପିଠି ରଖି ଭକ୍ତଟିଏ ଚାହିଁ ଦିଏ ନୀଳଚକ୍ରକୁ,…

ଚାଇନା ସମେତ ୩୬ଟି ଦେଶକୁ କଣ୍ଡୋମ ରପ୍ତାନୀ ହୁଏ ଏହି ସହରରୁ

ମୁମ୍ବାଇ: ଆଜି ବି ଲୋକମାନେ କଣ୍ଡୋମ ବିଷୟରେ ସାର୍ବଜନୀନ ଭାବେ କିଛି କହିବାକୁ କୁଣ୍ଠାବୋଧ କରନ୍ତି। କିନ୍ତୁ କଣ୍ଡୋମ ମହାରାଷ୍ଟ୍ରର ଔରଙ୍ଗାବାଦ ସହରର ପରିଚୟରେ ପରିଣତ ହୋଇଛି। ଔରଙ୍ଗାବାଦରେ ଦେଶରେ ୧୦ଟି କଣ୍ଡୋମ ଉତ୍ପାଦନକାରୀ କମ୍ପାନୀ ରହିଛି। ଏଠାରୁ ବିଶ୍ୱର ୩୬ ଟି ଦେଶକୁ କଣ୍ଡୋମ…

ଜାତୀୟ ପତାକାକୁ ଅସମ୍ମାନ କରି ଗିରଫ ହେଲେ ସରକାରୀ ଅଧିକାରୀ ପ୍ରଶାନ୍ତ ସ୍ୱାଇଁ

ପୁରୀ: ଜାତୀୟ ପତାକାକୁ ଅସମ୍ମାନ କରିବା ପଡ଼ିଲା ମହଙ୍ଗା। ଗିରଫ ହେଲେ ପ୍ରଶାନ୍ତ କୁମାର ସ୍ବାଇଁ। ପୁରୀ ଗୋପ ବ୍ଲକ ସିମିଳି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ (ଇଓ) ପ୍ରଶାନ୍ତ କୁମାର ସ୍ୱାଇଁ ଦେଶର ଜାତୀୟ ପତାକାକୁ ଅସମ୍ମାନ କରିଥିବାର ଭିଡିଓ ବିଜୁଳି ବେଗରେ ଭାଇରାଲ ହୋଇଥିଲା।…

ହକି ବିଶ୍ୱକପ ପାଇଁ ରାଜଧାନୀ ଜଗିବେ ୮୧ ପ୍ଲାଟୁନ୍ ପୁଲିସ ଫୋର୍ସ

ଭୁବନେଶ୍ୱର: ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ ପାଇଁ ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଇଛି। ଗୁରୁବାର ଟ୍ୱିନ୍ ସିଟି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହି ସୂଚନା ଦେଇଛନ୍ତି। କେବଳ ଭୁବନେଶ୍ୱରରେ ପ୍ରାୟ ୮୧ ପ୍ଲାଟୁନ୍ ପୁଲିସ ଫୋର୍ସ…

ଓଟିଇଟି ପରୀକ୍ଷାରେ ଅନିୟମତତା ଦର୍ଶାଇ ବୋର୍ଡ ଅଫିସ ଆଗରେ ପ୍ରତିବାଦ

କଟକ: ସ୍ୱତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପରିଚାଳନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ଗୁରୁବାର ଶିକ୍ଷକମାନେ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ମୁଖ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ବିଭିନ୍ନ ଜିଲ୍ଲାରୁ ଆସିଥିବା ଶିକ୍ଷକମାନେ ବୋର୍ଡ ଅଫିସ ଆଗରେ ଏକାଠି…

ହିତାଧିକାରୀ ଜାଣିବେ କିଏ ଦେଉଛି ଚାଉଳ, ବିଜେଡି କହିଲା ମାଇଲେଜ ନେବାକୁ ଚେଷ୍ଟା କରୁଛି ବିଜେପି

ଭୁବନେଶ୍ୱର: ରାଜନୀତିରେ ଯେଉଁ କିଛି ପ୍ରସଙ୍ଗ ସବୁଦିନ ଚର୍ଚ୍ଚାରେ ଥାଏ ତାହେଲେ ଚାଉଳ ରାଜନୀତି। ନିର୍ବାଚନ ବେଳେ ନବୀନ ଚାଉଳ ଦେଉଛନ୍ତି ବୋଲି ରାଜ୍ୟର ଶାସକ ଦଳ ବିଜେଡି ଭୋଟ୍ ମାଗିବାର ନଜିର ରହିଛି। ହେଲେ କେନ୍ଦ୍ର ଯୋଜନାରେ ରାଜ୍ୟ କିଛି ଟଙ୍କା ଦେଇ ଭୋଟ୍ ବ୍ୟାଙ୍କ ରାଜନୀତି କରୁଥିବା…

ନାଁ ବଦଳାଇ ପୁରୁଣା ଯୋଜନାକୁ ରିଲଞ୍ଚ କଲା କେନ୍ଦ୍ର: ଜାଣନ୍ତୁ କ’ଣ ଥିଲା, କ’ଣ ହେଲା

ଭୁବନେଶ୍ୱର: କେନ୍ଦ୍ର ସରକାର ନୂତନ ସମନ୍ବିତ ଖାଦ୍ୟ ସୁରକ୍ଷା ଯୋଜନାକୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଭାବରେ ନାମିତ କରିଛନ୍ତି। ଏହା ପୂର୍ବରୁ ଅନ୍ତୋଦୟ ଅନ୍ନ ଯୋଜନା ଏବଂ ପ୍ରାଥମିକ ହିତାଧିକାରୀଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇବା ପାଇଁ କେନ୍ଦ୍ର କ୍ୟାବିନେଟ୍ ନୂତନ ସମନ୍ୱିତ…