Latest Odisha News

BREAKING NEWS

ବସରେ ଗଞ୍ଜେଇ ଖୋଜୁଥିଲା ପୋଲିସ, ପାଇଲା ପୂଳା ପୂଳା ଟଙ୍କା

କଟକ: ପୋଲିସକୁ ମିଳିଲା ସଫଳତା । ବସ୍‌ରୁ ଜଣେ ଯାତ୍ରୀଙ୍କଠାରୁ ୪ ପେଟି ଟଙ୍କା ଜବତ ସହ ଜଣେ ଅଟକ । କଟକ ଜିଲ୍ଲା ଟାଙ୍ଗୀ ଟୋଲ ଗେଟ ନିକଟରେ ଗଞ୍ଜେଇ ଚାଲାଣ ସନ୍ଦେହରେ କଟକ ଜିଲ୍ଲା ଅବକାରୀ ବିଭାଗର ଚଢାଉ ବେଳେ ଏହି ନଗଦ ଟଙ୍କା ଜବତ ହୋଇଛି। ଅଟକ ହୋଇଥିବା ବ୍ୟକ୍ତିଙ୍କ ନାଁ ସୁକୁମାର…

କେଜରିୱାଲ ଓ ସତ୍ୟେନ୍ଦ୍ରଙ୍କ ବିରୋଧରେ ରାଜ୍ୟପାଳଙ୍କୁ ଅଭିଯୋଗ କଲା ସୁକେଶ; ଦିଆଯାଉଛି ଧମକ ଓ ନିର୍ଯାତନା

ନୂଆଦିଲ୍ଲୀ: ଆପ୍‌ ବିରୋଧରେ ଲିଖିତ ଅଭିଯୋଗ ଆଣିଲା ଠକ ସୁକେଶ ଚନ୍ଦ୍ର। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ତାଙ୍କୁ ଧମକ ଦେବା ସହ ମାନସିକ ନିର୍ଯାତନା ଦେଉଛନ୍ତି ବୋଲି ସୁକେଶ ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍‌ସେନାଙ୍କୁ ଲିଖିତ…

ରେଙ୍ଗାଲି ମହୋତ୍ସବ ପାଇଁ ଉତ୍ସାହିତ ସମଗ୍ର ସହର

ରେଙ୍ଗାଲି : ରେଙ୍ଗାଲି ମହୋତ୍ସବ ପାଇଁ ଉତ୍ସାହିତ ହୋଇପଡ଼ିଛି ସମଗ୍ର ରେଙ୍ଗାଲି। ସ୍ୱାଧୀନ ଏକତା ସଂଗଠନ ଦ୍ୱାରା ଆୟୋଜିତ ରେଙ୍ଗାଲି ମହୋତ୍ସବ ଗୁରୁବାର ମିନି ମାରାଥନରୁ ଆରମ୍ଭ ହୋଇଯାଇଛି। ରାମଚନ୍ଦ୍ର ନଗରରୁ ରେଙ୍ଗାଲି ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏହି ମିନି ମାରାଥନ…

ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ନିଖୋଜ ନେଇ ବଢ଼ୁଛି ସସପେନ୍ସ

ଭୁବନେଶ୍ୱର: ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ନିଖୋଜ । ଗତ ୧୧ ତାରିଖରୁ କ୍ରିକେଟର ରାଜଶ୍ରୀ ନିଖୋଜ ଥିବା ନେଇ ମଙ୍ଗଳାବାଗ ଥାନାରେ ଏତଲା ଦିଆଯାଇଛି । ହେଲେ ଏତଲାକୁ ୨ଦିନ ବିତିଯାଇଥିଲେ ମଧ୍ୟ ପୁଲିସ କୌଣସି ବଡ଼ ପଦକ୍ଷେପ ନେଇ ନଥିବା ଅଭିଯୋଗ । କିନ୍ତୁ ଏବେ ରାଜଶ୍ରୀଙ୍କ ନିଖୋଜ…

ଆଜିଠୁ ଆରମ୍ଭ ହକି ମହାକୁମ୍ଭ… କମ୍ପିବ କଳିଙ୍ଗ ଦୁଲୁକିବ ବିର୍ସା ମୁଣ୍ଡା ଷ୍ଟାଡିୟମ

କଟକ : ଆଜିଠୁ ହକି ମହାକୁମ୍ଭ ଆରମ୍ଭ । ବୁଧବାର କଟକର ବାରବାଟୀ ଷ୍ଟାଡ଼ିୟମରେ ହକି ମହାକୁମ୍ଭର ଉଦଘାଟନୀ ଉତ୍ସବ ପରେ ଆଜିଠୁ ଆରମ୍ଭ ହେଉଛି ମେଗା ଟୁର୍ଣ୍ଣାମେଣ୍ଟ । ଆଜି ପ୍ରଥମ ଦିନରେ ୪ଟି ମ୍ୟାଚ୍ ଖେଳାଯିବ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଆଜି…

ଭୋକିଲା ପୃଥିବୀର ଜଳବାୟୁ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ବିଶ୍ୱ ଏହି ୫୦ ତମ ଶତାବ୍ଦୀର ବିକାଶ ପାଇଁ ଗର୍ବିତ ସତ, କିନ୍ତୁ ପ୍ରତ୍ୟେକ ରାତିରେ ୮୨ ମିଲିୟନରୁ ଅଧିକ ଲୋକ ଭୋକିଲା ଶୋଇବାକୁ ଯାଆନ୍ତି । ଆମକୁ ଏହା ବିଶ୍ୱାସ କରିବାକୁ ପଡିବ । କାରଣ ମିଳିତ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ପରିସଂଖ୍ୟାନରୁ…

ଭାରତ-ସ୍ପେନ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଉରକେଲା : ରାଉରକେଲା ସହରରେ ବିଶ୍ୱକପ ହକିର ଉଦ୍‌ଘାଟନୀ ମ୍ୟାନ ଅନୁଷ୍ଠିତ ହେବ। ଭାରତ ଓ ସ୍ପେନ ମଧ୍ୟରେ ହେବାକୁ ଥିବା ଏହି ଉଦ୍‌ଘାଟନୀ ମ୍ୟାଚକୁ ଦେଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଉରକେଲା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଆଜି ଅପରାହ୍ଣ ୩ଟା ୪୫ରେ…

ମଟର କଚୋଡ଼ି

ମୌସୁମୀ ଦେଙ୍କ ରନ୍ଧାବଢ଼ାରୁ  ଭାରତୀୟ ସ୍ନାକ୍ସ ଭାବରେ ପ୍ରସିଦ୍ଧ ମଟର କଚୋଡ଼ି ସାଧାରଣତଃ ଶୀତ ଦିନରେ ବହୁଳ ଭାବରେ ପ୍ରସ୍ତୁତ ହୁଏ। ମଟର କଚୋଡ଼ି ପ୍ରସ୍ତୁତ କରିବା ପାଇଁ କଞ୍ଚା ମଟର, ମଇଦା, ଘିଅ/ ରିଫାଇନ ତେଲ, ଗୋଟା ଜିରା, ହେଙ୍ଗୁ, ପାନମଧୁରୀ ଗୁଣ୍ଡ, ଚିନି, ଜିରାଗୁଣ୍ଡ, ଧନିଆ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୩)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଏମ.ଡ଼ି.ଙ୍କ ସହିତ ସାଧାରଣ ଔପଚାରିକତାର ଆଳାପ ଭିତରେ ସମସ୍ତେ ଖାଇବାରେ ବ୍ୟସ୍ତଥିଲେ । ମୀନାକ୍ଷି ବି ସମସ୍ତଙ୍କ ମଧ୍ୟରେ ନିଜକୁ ହଜାଇ ଦେଇଥିଲା । ହାଇସ୍କୁଲରେ ଦୁଇବର୍ଷ ଏକାଠି ପଢ଼ିଥିବା ମୁକ୍ତିକାମୀ ସଙ୍ଗିନୀ…

କବିତା : ଏ ବୟସ

ସୁକାନ୍ତ ସମର୍ଥା ଏ ବୟସ ରହିଯାରେ ଟିକେ ପିଲାଦିନ ବଗିଚାରେ ପାଇବୁନି ଗୋଟେ ଘୃଣାର କଣ୍ଟା ତୁ ନିରୀହ ଗୋଲାପଠାରେ । ଏ ବୟସ ଥକିଯାରେ ଟିକେ ମାଆ ପଣତ ଛାଇରେ ପାଇବୁନି ଟୋପେ ଲୁହର ଉଷ୍ମତା ମମତାର ଶୀତଳତାରେ । ଏ ବୟସ ଭିଜିଯାରେ ଟିକେ ଅବୁଝା ପିଲା କାନ୍ଦରେ ପାଇବୁନି…