Latest Odisha News

BREAKING NEWS

ରାହୁଲଙ୍କ ଲଢ଼ୁଆ ଅର୍ଦ୍ଧଶତକ, ସିରିଜରେ ଭାରତ ୨-୦ରେ ଅଗ୍ରଣୀ

କୋଲକାତା: ଇଡେନଗାର୍ଡେନରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୪ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି । ଭାରତ ବିଜୟରେ କେଏଲ ରାହୁଲ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେ ୬୪ ରନ କରି ନଟଆଉଟ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟା ୩୬ ଓ ଶ୍ରେୟାଶ…

ସର୍ବଭାରତୀୟ ପୋଷ୍ଟାଲ ଆଥଲେଟିକ୍ସ: ଓଡିଶାକୁ ୭ ପଦକ

ଭୁବନେଶ୍ୱର: କେରଳର ଥିରୁୱନ୍ତପୁରମରେ ଅନୁଷ୍ଠିତ ୩୫ତମ ସର୍ବ ଭାରତୀୟ ପୋଷ୍ଟାଲ ଆଥଲେଟିକ ମିଟ ଓ ସାଇକ୍ଲି ଟୁର୍ଣ୍ଣାମେଂଟରେ ଓଡିଶା ପ୍ରତିଯୋଗୀମାନେ ଆକର୍ଷଣୀୟ ପ୍ରଦର୍ଶନ କରିଛନ୍ତି । ଓଡିଶା ପୋଷ୍ଟାଲ ଟିମ ଗୋଟିଏ ସ୍ୱର୍ଣ୍ଣ, ୩ ରୌପ୍ୟ ଓ ୩ ବ୍ରୋଞ୍ଜ ପଦକ ହାସଲ କରିଛି । ମହିଳା ଲଙ୍ଗଜମ୍ପରେ…

ଓକିଲଙ୍କୁ ଅତିରିକ୍ତ ତହସିଲଦାରଙ୍କ ଦୁର୍ବ୍ୟବହାର ଅଭିଯୋଗ

ଝାରସୁଗୁଡ଼ା: ଆଫିଡେବିଟ୍ ପାଇଁ ମନା କଲେ ଓଲଟା ଓକିଲଙ୍କୁ ଦୁର୍ବ୍ୟବହାର କଲେ ଅତିରିକ୍ତ ତହସିଲଦାର । ଝାରସୁଗୁଡ଼ା ତହସିଲର ଅତିରିକ୍ତ ତହସିଲାଦର ରେସମା ଟେଟେ ଓକିଲଙ୍କ ପ୍ରତି ଦୁର୍ବ୍ୟବାହର କରିଥିବା ଅଭିଯୋଗ ହୋଇଛି । ଯାହାର ପ୍ରତିବାଦରେ ଆଜି ଆଇନଜୀବୀ ତହସିଲ୍ କାର୍ଯ୍ୟାଳୟ ସମ୍ମୁଖରେ…

ବିଶ୍ୱ ଭେଟେରାନ ଟିଟି ଚାମ୍ପିୟନଶିପ: ଭାରତୀୟ ଦଳରେ ୨ ଓଡିଆ

ଭୁବନେଶ୍ୱର: ଓମାନର ମାସ୍କଟଠାରେ ଚଳିତ ମାସ ୧୫ରୁ ୨୧ ପର୍ଯ୍ୟନ୍ତ ବିଶ୍ୱ ଭେଟେରାନ ଟେବୁଲ ଟେନିସ ଚାମ୍ପିୟନଶିପ ଆୟୋଜିତ ହେବ । ଏଥିପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଏଥିରେ ଓଡିଶାର ୨ଜଣ ଖେଳାଳିଙ୍କୁ ସୁଯୋଗ ମିଳିଛି । ଏହି ୨ଜଣ ହେଲେ ଦେବଦତ ମହାନ୍ତି ଓ ତ୍ରୈଲୋକ୍ୟ ନାଥ ରାଉତ । ଶନିବାର…

ହକି ବିଶ୍ବକପ୍‌ କ୍ରେଜ୍‌; ଚକ୍ ଆର୍ଟ ସହିତ ପେନସିଲ୍ କାର୍ଭିଙ୍ଗ୍‌

ବ୍ରହ୍ମପୁର: ହକି ବିଶ୍ୱକପ ପାଇଁ ଚକ୍ ଆର୍ଟ ସହିତ ପେନସିଲ୍ କାର୍ଭିଙ୍ଗ୍‌ ଆର୍ଟ ପ୍ରସ୍ତୁତ କରି ଚର୍ଚ୍ଚାରେ ଇଂଞ୍ଜିନିୟରିଙ୍ଗ୍ ଛାତ୍ର କେ.ବିଜୟ ରେଡି। ଶିତଳାପଲ୍ଲୀ ସ୍ଥିତ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟର ଚତୁର୍ଥ ବର୍ଷର ଛାତ୍ର ବିଜୟ ଏହାକୁ ପ୍ରସ୍ତୁତ କରି ଚର୍ଚ୍ଚାରେ…

ସାଉଥ ଫିଲ୍ମ ଶରଣରେ ଏବେ ଅଧା ବଲିଉଡ ଷ୍ଟାର

ମୁମ୍ବାଇ: ବଲିଉଡରେ ଗୋଟିଏ ପରେ ଗୋଟିଏ ଫିଲ୍ମ ଫ୍ଲପ ହେଉଥିବା ବେଳେ ଦକ୍ଷିଣ ଭାରତ ଫିଲ୍ମ ଇତିହାସ ରଚୁଛି । ଏହା ଦେଖି ଅଧା ବଲିଉଡ ଷ୍ଟାର ସାଉଥ ଫିଲ୍ମ ଶରଣରେ ପଶିଛନ୍ତି । ଫ୍ଲପ କ୍ୟାରିୟର ସଜାଡିବା ପାଇଁ ଶାହାରୁଖ ଖାଁଙ୍କଠାରୁ ଆରମ୍ଭ କରି ଅକ୍ଷୟ କୁମାର, ରଣବୀର କାପୁର ଓ ସଲମାନ ଖାଁ ବି…

ସେଲ୍ସ ଟ୍ୟାକ୍ସକୁ ବମ୍ବେ ହାଇକୋର୍ଟରେ ଚ୍ୟାଲେଞ୍ଜ କଲେ ଅନୁଷ୍କା ଶର୍ମା

ମୁମ୍ବାଇ: ବମ୍ବେ ହାଇକୋର୍ଟରେ ଅଭିନେତ୍ରୀ ଅନୁଷ୍କା ଶର୍ମା । ସେଲ୍ସ ଟ୍ୟାକ୍ସ ବିଭାଗର ନୋଟିସକୁ ଚ୍ୟାଲେଞ୍ଜ କରି ଅନୁଷ୍କା ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ୨୦୧୩-୧୩ ଓ ୨୦୧୩-୧୪ ଆର୍ଥିକ ବର୍ଷର ବକେୟା ଟିକସ ପାଇଁ ଅନୁଷ୍କାଙ୍କୁ ନୋଟିସ୍ ଜାରି କରିଥିଲା ସେଲ୍ସ ଟ୍ୟାକ୍ସ ବିଭାଗ…

ବ୍ରହ୍ମପୁର ଉପଜିଲାପାଳଙ୍କ ବାସଭବନରୁ ନାଗ ଉଦ୍ଧାର

ବ୍ରହ୍ମପୁର: ବ୍ରହ୍ମପୁର ଉପଜିଲାପାଳଙ୍କ ବାସଭବନ ପରିସରରୁ ଏକ ୫ ଫୁଟର ନାଗ ସାପକୁ ଉଦ୍ଧାର କରିଛି ସ୍ନେକ ହେଲ୍ପ ଲାଇନ। ସୂଚନା ମୂତାବକ ଗୁରୁବାର ଉପଜିଲାପାଳଙ୍କ ବାସଭବନ ପରିସରରେ ଏକ ବିରାଟକାୟ ସାପ ବୁଲୁଥିବାର କର୍ମଚାରୀମାନେ ଦେଖିଥିଲେ। ଏହାପରେ ସେମାନେ ସ୍ନେକ ହେଲ୍ପ ଲାଇନକୁ ଯୋଗାଯୋଗ…

୩୩୦ ଶଯ୍ୟା ବିଶିଷ୍ଟ ହେବ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲା ଚିକିତ୍ସାଳୟ, ୩୨ ଜଣ ପାଇବେ ନିଯୁକ୍ତି

ଭୁବନେଶ୍ୱର: କେନ୍ଦୁଝର ସହ ସୁନ୍ଦରଗଡ଼ ଜିଲ୍ଲା ଚିକିତ୍ସାଳୟର କଳେବର ବଢ଼ିବ । ମେଡିକାଲରେ ଥିବା ବେଡ୍ ସଂଖ୍ୟା ମଧ୍ୟ ବୃଦ୍ଧି ହେବ । ଉଭୟ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲା ଚିକିତ୍ସାଳୟରେ ରୋଗୀ ଶଯ୍ୟା ସଂଖ୍ୟା ୩୩୦କୁ ବୃଦ୍ଧି କରାଯିବ । ଏଥିଲାଗି ଆବଶ୍ୟକ ଅତିରିକ୍ତ ମାନବସମ୍ବଳ ନିୟୋଜନ…

ଜାତୀୟ ରୋଡ ସାଇକ୍ଲିଂ ଚାମ୍ପିୟନଶିପ: ସ୍ୱର୍ଣ୍ଣ ଜିତିଲେ ଓଡିଶାର ସ୍ୱସ୍ତି

ଭୁବନେଶ୍ୱର: ହକି ବିଶ୍ୱକପ ସହ ଓଡିଶାର ପରିବେଶ ଏବେ କ୍ରୀଡାମୟ ହୋଇ ଉଠିଛି । ଏହା ମଧ୍ୟରେ ଗୁରୁବାର ଆଉ ଏକ ଖୁସି ଖବର ହସ୍ତଗତ ହୋଇଛି । ଓଡିଶାର ଉଦୀୟମାନ ମହିଳା ସାଇକ୍ଲିଷ୍ଟ ସ୍ୱସ୍ତି ସିଂ ତାଙ୍କ କ୍ୟାରିୟରରେ ଆଉ ଏକ ସଫଳତା ହାସଲ କରିଛନ୍ତି । ମହାରାଷ୍ଟର ଶିରଡିରେ ଅନୁଷ୍ଠିତ ୭୪ତମ ଜାତୀୟ…