Latest Odisha News

BREAKING NEWS

ଏଣିକି ରାସ୍ତାରେ ହୋଇ ପାରିବନି ପବ୍ଲିକ ମିଟିଂ କି ରାଲି; ନିର୍ଦ୍ଦେଶ ଦେଲେ ଆନ୍ଧ୍ର ସରକାର

ହାଇଦ୍ରାବାଦ: ସାଧାରଣ ରାସ୍ତା କିମ୍ବା ଜାତୀୟ ରାଜପଥରେ କୌଣସି ପ୍ରକାର ବୈଠକ କିମ୍ବା ରାଲି ହୋଇପାରିବନି। ଲୋକଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି ଆନ୍ଧ୍ରପ୍ରଦେଶ ସରକାର। ରାଜ୍ୟରେ ରାଜନୈତିକ ରାଲିରେ ଦୁଇ ଦୁଇ ଥର ଦଳା ଚକଟା ହୋଇ ଲୋକଙ୍କ ଜୀବନ ଯିବା ପରେ ଏପରି…

ମନ୍ତ୍ରୀଙ୍କ ମନ୍ତବ୍ୟ ପାଇଁ ସରକାର ହେବେନି ଦାୟୀ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମନ୍ତ୍ରୀଙ୍କ ବିବାଦୀୟ ବୟାନ ପାଇଁ ସରକାର ଦାୟୀ ରହିବେ ନାହିଁ ଆଜି ମାନ୍ୟବର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଅଭିବ୍ୟକ୍ତର ସ୍ୱାଧୀନତା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ସମ୍ବିଧାନ ବେଂଚ ଏହି ଶୁଣାଣୀ କରିଛନ୍ତି । ବିଚାରପତି ଏସଏ ନଜିରଙ୍କ ନେତୃତ୍ୱରେ ଏହି…

ଅଟା କିଲୋ ୬୪ ଟଙ୍କା; ଆକାଶ ଛୁଆଁ ଚିନି, ଘିଅ

ପାକିସ୍ତାନ : ହୁ ହୁ ହୋଇ ବଢ଼ିଚାଲିଛି ଖାଦ୍ୟ ସାମଗ୍ରୀ ଦର । ଗରିବୀ କରିବେ କଣ ? ବଞ୍ଚିବେ କେମିତି ? ଏମିତି କିଛି ପ୍ରଶ୍ନ ନେଇ ଛିଡ଼ା ହୋଇଛି ପାକିସ୍ତାନବାସୀ । ଆଉ ଖାଦ୍ୟ ସାମଗ୍ରୀର ଦର ଶୁଣି ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ବଞ୍ଚିବା ପାଇଁ ଖାଦ୍ୟ ଜରୁରୀ ଆଉ ଖାଦ୍ୟ…

ମହାନ ଟେନିସ ଖେଳାଳି ନାଭ୍ରାତିଲୋଭାଙ୍କୁ କ୍ୟାନସର

ନ୍ୟୁୟର୍କ: ଆମେରିକାର ମହାନ ମହିଳା ଟେନିସ ଖେଳାଳି ମାର୍ଟିନା ନାଭ୍ରାତିଲୋଭା କ୍ୟାନସରରେ ଆକ୍ରାନ୍ତ ହୋଇଛି । ରିପୋର୍ଟ ମୁତାବକ ୬୬ ବର୍ଷୀୟା ଏହି ଖେଳାଳିଙ୍କର ୨୦୧୦ରେ ବ୍ରେଷ୍ଟ କ୍ୟାନସର ହୋଇଥିଲା । ଏହା କିଛି ମାସର ଚିକିତ୍ସା ପରେ ଭଲ ହୋଇ ଯାଇଥିଲା । ନିକଟରେ ଡବ୍ଲ୍ୟୁଟିଏ ଫାଇନାଲ…

ତୁଟିଲା ବିବାଦ; ତିନିଦିନ ପରେ ଆରମ୍ଭ ହେଲା ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି

ଭୁବନେଶ୍ୱର : ତିନି ଦିନ ଓପାସରେ ରହିବା ପରେ ଆଜି ଆରମ୍ଭ ହୋଇଛି ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ୪ ନିଯୋଗ ମଧ୍ୟରେ ଆଲୋଚନା ପରେ ବିବାଦର ସମାଧନ ହୋଇଛି । ଏହା ପରେ ପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଛି । ସୂଚନାଥାଉ କି,  …

ମୁସ୍‌ଲିମ ବୁଦ୍ଧିଜୀବୀଙ୍କ ସହ ନୀତୀଶଙ୍କ ରୁଦ୍ଧ ଦ୍ୱାର ବୈଠକ: କହିଲେ, ବିଜେପି ଓ AIMIMକୁ ଗୋଟେ ବି ଭୋଟ୍ ବି ଦିଅନି

ପାଟନା: ଆଗକୁ ୨୦୨୪ ନିର୍ବାଚନ ଆସୁଛି। ତେଣୁ ବିଜେପିକୁ ଯେମିତି ଗୋଟିଏ ବି ମୁସ୍‌ଲିମ ଭୋଟ୍ ନ ମିଳେ ସେଥିପାଇଁ ଆଗୁଆ ଯୋଜନା ପ୍ରସ୍ତୁତ କରିଦେଲେଣି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଏନେଇ ସୋମବାର ନୀତୀଶ ରାଜ୍ୟର ମୁସଲିମ ବୁଦ୍ଧିଜୀବୀଙ୍କୁ ଡାକି ରୁଦ୍ଧ ଦ୍ୱାର ବୈଠକ କରିଥିଲେ। ବିଜେପି…

ଚୀନ-ଭାରତ ସେନା ମୁହାଁମୁହିଁ ଘଟଣା ପରେ ପ୍ରଥମ ଥର ପାଇଁ ଅରୁଣାଚଳ ଯାଉଛନ୍ତି ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଅରୁଣାଚଳ ପ୍ରଦେଶ ଗସ୍ତରେ ଯାଉଛନ୍ତି । ତବାଙ୍ଗ ସେକ୍ଟରରେ ଏଲଏସିରେ ଭାରତ-ଚୀନ ମୁହାଁମୁହିଁ ହେବା ପରେ ଏହା ପ୍ରତିରକ୍ଷା ମନ୍ତ୍ରୀଙ୍କର ପ୍ରଥର ଅରୁଣାଚଳ ଗସ୍ତ । ଏହି ଅବସରରରେ ରାଜନାଥ ସିଂହ ଅନେକ  ବିକାଶ ମୂଳକ ଯୋଜନାର ଉଦ୍ଘାଟନ…

ବାପା ତିଆରି କରିଥିବା ଷ୍ଟାଡିୟମରେ ଖେଳିବ ପୁଅ

ଡେରାଡୁନ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ମଙ୍ଗଳବାର ବେଙ୍ଗଲ ଓ ଉତରାଖଣ୍ଡ ମଧ୍ୟରେ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ବେଙ୍ଗଲ ପକ୍ଷରୁ ଖେଳୁଥିବା ଅଭିମନ୍ୟୁ ଈଶ୍ୱରନ ପ୍ରଥମ ରଣଜୀ ମ୍ୟାଚ ଖେଳିବାକୁ ଯାଉଛନ୍ତି । ତେବେ ସବୁଠାରୁ ମଜାର କଥା ନିଜ ନାମରେ ନାମିତ ଷ୍ଟାଡିୟମରେ ସେ ତାଙ୍କ କ୍ରିକେଟ…

ସ୍ୱଳ୍ପ ଗଳ୍ପ : ନବବର୍ଷ ଓ ଖଣ୍ଡ ଛେନା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୫୦ ନବବର୍ଷ । ପ୍ରଥମ ଜାନୁଆରୀ ୧୮୦୨ ଖ୍ରୀଷ୍ଟାବ୍ଦ। ସେଦିନ ଯୁକ୍ତରାଜ୍ୟ ଆମେରିକାର ମହାମହିମ ରାଷ୍ଟ୍ରପତି ନିଜର ଡାଏରୀରେ ଏହା ଲିପିବଦ୍ଧ କରିଥିଲେ," ଆଜି ଦିନରେ ଏଠାରେ ଏକ ବିଶାଳ ଛେନା ଖଣ୍ଡ ଆସି ପହଞ୍ଚିଗଲା । ଏହା ଗୋଟିଏ…

ଭୟଙ୍କର ସଡ଼କ ଦୁର୍ଘଟଣା, ଗୋଟିଏ ପରିବାରର ୫ ମୃତ

ତାମିଲନାଡ଼ୁ : ତ୍ରିଚି ଚେନ୍ନାଇ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୋଟିଏ ପରବାରରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାକୁ ନେଇ ତାମିଲନାଡ଼ୁର କୁଡାଲୋର ଜିଲ୍ଲାରେ ଦୁଃଖଦ ସ୍ଥିତି ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ ଆଜି ସକାଳୁ ତ୍ରିଚି ଚେନ୍ନାଇ ଜାତୀୟ ରାଜପଥରେ ୨ ଟି…