ଖଲ୍ଲିକୋଟ ଜୁନିୟର କଲେଜ ରାଗିଂରେ ସଂପୃକ୍ତ ୭ ଛାତ୍ରଙ୍କୁ ସବୁଦିନ ପାଇଁ କ୍ୟାମ୍ପସ ବାରଣ
ବ୍ରହ୍ମପୁର,୬ା୧୨: ରାଗିଂରେ ସଂପୃକ୍ତ ଥିବା ଜଣାପଡ଼ିବା ପରେ ୭ ଜଣ ଛାତ୍ରଙ୍କୁ ସୁବଦିନ ପାଇଁ କ୍ୟାମ୍ପସକୁ ବାରଣ କରିଛନ୍ତି ଖଲ୍ଲିକୋଟ ଜୁନିୟର କଲେଜ କର୍ତ୍ତୃପକ୍ଷ।ମଙ୍ଗଳବାର ଏନେଇ ନିର୍ଦ୍ଦେଶ ଜାରି ହୋଇଛି। ଏହି ୭ ଜଣ ଛାତ୍ର ହେଲେ ଯୁକ୍ତ ଦୁଇ କଳା ବିଭାଗ ଦ୍ବିତୀୟ ବର୍ଷର ଶୁଭମ ଚୌଧୁରୀ,…