Latest Odisha News

BREAKING NEWS

କରୋନା ପ୍ରସଙ୍ଗରେ ତଥ୍ୟ ସାର୍ବଜନୀନ କରିବାକୁ ଚୀନକୁ WHOର ପରାମର୍ଶ

ନୂଆଦିଲ୍ଲୀ: ଚାଇନାରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ମୃତ୍ୟୁସଂଖ୍ୟା ମଧ୍ୟ ଆକାଶଛୁଆଁ ହୋଇଛି। ଚାଇନା ସରକାର କିନ୍ତୁ ଏବେ ମୃତ୍ୟୁ ସଂଖ୍ୟା ରିପୋର୍ଟ ସାର୍ବଜନୀନ କରିବା ବନ୍ଦ କରି ଦେଇଛନ୍ତି। ତେଣୁ ସାରା ବିଶ୍ୱ ଏଥିପାଇଁ ଚିନ୍ତିତ। କାରଣ ପ୍ରକୃତ ସ୍ଥିତି ଜଣା ପଡୁନାହିଁ। ତେବେ ସୋସିଆଲ…

ଏଲନ ମସ୍କଙ୍କ ଅଧା ସମ୍ପତ୍ତି ଡୁବିଲା, ପ୍ରଥମ ବ୍ୟକ୍ତି ଭାବେ ୨୦୦ ବିଲିୟନ ଡଲାର ହରାଇଲେ

ନ୍ୟୁୟର୍କ: ଏଲୋନ୍ ମସ୍କ ଦୁନିଆର ଦ୍ୱିତୀୟ ଧନୀ ବ୍ୟକ୍ତି। ଯିଏ ୨୦୦ ବିଲିୟନ ଡଲାରରୁ ଅଧିକ ବ୍ୟକ୍ତିଗତ ସମ୍ପତ୍ତି ହାସଲ କରିଥିଲେ। ଜାନୁଆରୀ ୨୦୨୧ ରେ ସେ ଏହି ସମ୍ପତ୍ତି ଅର୍ଜନ କରିଥିଲେ। ଜେଫ୍ ବେଜୋସଙ୍କ ପରେ ଏପରି କରିଥିବାର ପ୍ରଥମ ବ୍ୟକ୍ତି ଥିଲେ। ଟେସଲା କମ୍ପାନୀର ମୁଖ୍ୟ…

ନୂଆବର୍ଷ ପୂର୍ବରୁ ୟୁକ୍ରେନ ଉପରେ ଋଷର ଏୟାରଷ୍ଟ୍ରାଇକ

ମସ୍କୋ: ଗୋଟିଏ ପଟେ ସମଗ୍ର ବିଶ୍ୱ ନୂଆ ବର୍ଷ ପାଳନ କରିବାରେ ବ୍ୟସ୍ତ, ଅନ୍ୟପଟେ ଋଷ ପୁଣିଥରେ ୟୁକ୍ରେନର ରାଜଧାନୀ ଉପରେ ଆକ୍ରମଣ କରିଛି। ରାଜଧାନୀ କିଭ ଉପରେ ଗୋଟିଏ ପରେ ଗୋଟିଏ ୧୦ଟି କ୍ଷେପଣାସ୍ତ୍ର ପକାଇ ବିସ୍ଫୋରଣ କରିଥିବା ଶୁଣିବାକୁ ମିଳିଛି। ଏହି ଆକ୍ରମଣ ପରେ ସାରା ଦେଶରେ ଏୟାର ରେଡ୍…

୨୦୨୨ର ବାଇଶି ଫ୍ୟାକ୍ଟସ

ନୂଆଦିଲ୍ଲୀ: ୨୦୨୨ ଧିରେ ଧିରେ କ୍ଲାନ୍ତ ଓ ଅବସାଦ ମନରେ ଆମଠାରୁ ବିଦାୟ ନେଉ ଯାଇଛି । ବିଶ୍ୱରେ ଏବେ କେତେକ ସ୍ଥାନରେ ୨୦୨୩ର ପାଦ ପଡି ସାରିଲାଣି । ଆସନ୍ତୁ ୨୦୨୨ର ବାଇଶି ଚମକପ୍ରଦ ଡାଟା ବିଷୟରେ ଜାଣିବା । ୧.୨୦୨୨ରେ ବିଶ୍ୱରେ ୧୩ କୋଟି ଶିଶୁ ଜନ୍ମ ହୋଇଥଲେ । ଭାରତରେ ଏହାର ସଂଖ୍ୟା ଥିଲା…

ଭ୍ୟାକ୍ସିନ ୱାରରେ ନାନା ପାଟେକର !

ମୁମ୍ବାଇ: ଦି କଶ୍ମୀର ଫାଇଲ୍ସର ସଫଳତା ପରେ ଏବେ ବିବେକ ଅଗ୍ନିହୋତ୍ରୀ ତାଙ୍କ ଆଗାମୀ ଫିଲ୍ମ ଦି ଭ୍ୟାକ୍ସିନ ୱାରର ଶୁଟିଂରେ ବ୍ୟସ୍ତ ଅଛନ୍ତି । କରୋନା ମହାମାରୀ ସମୟରେ କିପରି ଭ୍ୟାକ୍ସିନକୁ ନେଇ ବୈଜ୍ଞାନିକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ତାହା ଉପରେ ଆଧାରିତ । ଭ୍ୟାକ୍ସିନ ନ କରାଇ…

ପୁନର୍ଗଠିତ ହେଲା ବିଜେଡି ମିଡିଆ ଟିମ୍; କିଏ ରହିଲା, କିଏ ଗଲା ?

ଭୁବନେଶ୍ୱର: ବିଜେଡି  ମିଡିଆ ଟିମର ପୁନର୍ଗଠନ ହୋଇଛି । ଦୀର୍ଘ ୩ବର୍ଷ ପରେ  ଏହାର ପୁନର୍ଗଠନ କରିଛି ଦଳ । କିଛି ନେତା ଏଥିରୁ ବାଦ ପଡିଥିବାବେଳେ କେତେ ନୂଆ ମୁହଁ ଦେଖିବାକୁ ମିଳିଛି । ନୂଆ ଟିମରେ ଜାତୀୟ ମୁଖପାତ୍ର ଭାବେ ମୋଟ ୫ଜଣ, ମୁଖପାତ୍ର ୧୬ଜଣ ଓ ପ୍ୟାନେଲିଷ୍ଟ ଭାବେ ୯ଜଣ ରହିଛନ୍ତି…

କେଉଁ ଦେଶରେ ସବୁଠୁ ଆଗ ପାଳିତ ହୁଏ ନୂଆବର୍ଷ ?

ଭୁବନେଶ୍ୱର:  ଆଉ ମାତ୍ର କେଇ ଘଣ୍ଟା ପରେ ବିଦାୟ ନେବ ୨୦୨୨ ।  ୨୦୨୩କୁ ସ୍ୱାଗତ କରିବ ଦେଶ ।  ରାତି ୧୨ଟାରେ ସାରା ବିଶ୍ୱ ନୂଆ ବର୍ଷକୁ କରିବ ସ୍ୱାଗତ । ହେଲେ ଏ ରାତି ୧୨ଟା କେଉଁ ଦେଶରେ କେତେବେଳେ ଆସେ  ଜାଣନ୍ତି ?  ବିଶ୍ୱର ସବୁ ଦେଶରେ ନୂଆ ବର୍ଷ ପାଳନ କରିବାର ସମୟ ଭିନ୍ନ  । ତେବେ…

ବିଏସଏଫର ସ୍ନିଫର ଡଗ ଜନ୍ମ କଲା ୩ ଛୁଆ, କେୟାରଟେକର ବିରୋଧରେ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ:ଭାରତ-ବାଂଲାଦେଶ ସୀମା ନିକଟରେ ଜଗୁଥିବା ଏକ ମହିଳା ସ୍ନିଫର ଡଗ ପ୍ରେଗ୍ନେଂଟ ହୋଇଛି । ବିଏସଏଫ ନିୟମ ମୁତାବକ ଡ୍ୟୁଟିରେ ଥିବା କୁକୁରକୁ ପ୍ରେଗ୍ନେଂଟ ହୋଇପାରିବେ ନାହିଁ । ଯଦି କୌଣସି କାରଣରୁ ଏହା ହୁଏ ତାହାହେଲେ କୁକୁରର କେୟାରଟେକରଙ୍କୁ ଦଣ୍ଡିତ କରାଯିବ । ଏବେ ବିଏସଏଫ ଏ ନେଇ…

ହିମବୀର ଥାଉ ଥାଉ LAC ପାଇଁ ଚିନ୍ତା ନାହିଁ-ଶାହ

ବେଙ୍ଗାଲୁର: ଭାରତ-ଚୀନ ସୀମାରେ ଦୁଇ ଦେଶ ସେନାଙ୍କ ମଧ୍ୟରେ ଲାଗି ରହିଥିବା ଗଣ୍ଡଗୋଳ ଘଟଣାକୁ ନେଇ ଦେଶ ଭିତରେ ବିରୋଧୀ ସରକାରଙ୍କୁ ଘେରିଥିବାବେଳେ ଗୃହମନ୍ତ୍ରୀ ତାହାର ପ୍ରତିକ୍ରିୟା ରଖିଛନ୍ତି ।  କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଶନିବାର ଭାରତ-ତିବ୍ବତ ସୀମା ପୁଲିସ (ଆଇଟିବିପି)ର…

୨୦୨୨ର ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କ ନାମ ଘୋଷଣା କଲା ବିସିସିଆଇ

ମୁମ୍ବାଇ: ୨୦୨୨ରେ ଭାରତ ପକ୍ଷରୁ ଭଲ ପ୍ରଦର୍ଶନ କରିଥିବା କ୍ରିକେଟରଙ୍କ ନାମ ଘୋଷଣା କରିଛି ବିସିସିଆଇ । ଟୁଇଟ କରି ବିସିସିଆଇ ଏ ସମ୍ପର୍କରେ ସୂଚନା ଦେଇଛି । ଦିନିକିଆ କ୍ରିକେଟରେ ଶ୍ରେୟାଶ ଆୟାର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଓ ମହମ୍ମଦ ସିରାଜ ଶ୍ରେଷ୍ଠ ବୋଲର ବିବେଚିତ ହୋଇଛନ୍ତି । ଆୟାର ୧୭ଟି…