ପିଏଫରୁ ଟଙ୍କା ଉଠାଇବା ନିୟମରେ ବଡ଼ ପରିବର୍ତ୍ତନ, ପଢ଼ନ୍ତୁ ଏହି ରିପୋର୍ଟ
ନୂଆଦିଲ୍ଲୀ: ଦେଶର ସାଧାରଣ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ ଆକାଉଣ୍ଟ) ସହ ଜଡିତ ନିୟମକୁ ପରିବର୍ତ୍ତନ କରିଛନ୍ତି। ଯଦି ଇପିଏଫ୍ ଗ୍ରାହକ ପାଞ୍ଚ ବର୍ଷ ହେବ ଖାତା ଖୋଲିନାହାନ୍ତି କିନ୍ତୁ ସେ ତାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଚାହୁଁଛନ୍ତି ତେବେ ତାଙ୍କୁ…