Latest Odisha News

BREAKING NEWS

ଗୁଣୁପୁରରେ ହକି ବିଶ୍ୱ କପକୁ ଭଵ୍ୟ ସ୍ୱାଗତ: ଆଦିବାସୀ, ଓଡ଼ିଶୀ ନୃତ୍ୟରେ ଦୁଲୁକିଲା ଷ୍ଟାଡିୟମ

ଗୁଣୁପୁର: ହକି ବିଶ୍ୱକପର ପ୍ରଚାର ପ୍ରସାର ପାଇଁ ୨୦୨୩ କପ ରାଜ୍ୟବ୍ୟାପୀ ଜିଲ୍ଲା ଗୁଡିକରେ ବୁଲୁଛି । ଗତକାଲି ରାତି ପ୍ରାୟ ଆଠଟାରେ ଗୁଣୁପୁର ମିନି ଷ୍ଟାଡିୟମରେ ପହଞ୍ଚିଛି ପୁରୁଷ ହକି ବିଶ୍ୱ କପ୍ । ପାରଳାଖେମୁଣ୍ଡିରୁ ଗୁଣୁପୁରରେ ପହଂଚିବା ପରେ ଗୁଣୁପୁର ମିନିଷ୍ଟାଡିୟମରେ ଭବ୍ୟ ସ୍ୱାଗତ…

କଳାହାଣ୍ଡି କନକ୍ଲେଭ ଅବସରରେ ଜନଜାତି ସାମଗ୍ରୀ ପ୍ରଦର୍ଶନୀ ଆୟୋଜିତ

ଭବାନୀପାଟଣା : ଜନଜାତି ସାଧନ କେନ୍ଦ୍ର ପକ୍ଷରୁ କଳାହାଣ୍ଡି କନକ୍ଲେଭ୍ ଅବସରରେ 'ଚାଲ୍ ଦେଖମା ଆମର୍ କଳାହାଣ୍ଡି' ଶୀର୍ଷକରେ ଏକ ଜନଜାତି ସାମଗ୍ରୀ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ର ପକ୍ଷରୁ ନିର୍ମିତ ଆଦିବାସୀ କୁଟୀର, ମଞ୍ଚା, ଲୁପ୍ତପ୍ରାୟ ଅଳଙ୍କାର, ଅସ୍ତ୍ରଶସ୍ତ୍ର,…

ମା’ଙ୍କ ଅନ୍ତ୍ୟେଷ୍ଟି ସାରି କର୍ତ୍ତବ୍ୟକୁ ଫେରିଲେ ମୋଦି; ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ କଲେ

କୋଲକାତା: ମା’ଙ୍କ ଶେଷକୃତ୍ୟ ସାରି ପୁଣି କର୍ତ୍ତବ୍ୟକୁ ଫେରି ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଗାନ୍ଧିନଗର ରାଜଭବନରୁ ଭିଡିଓ କନଫରେନ୍ସିଂରେ କୋଲକାତାରୁ ହାବଡା ନ୍ୟୁ ଜଲପାଇଗୁଡି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ସବୁଜ ପତାକା ଦେଖାଇ ଲୋକାର୍ପଣ କରିଛନ୍ତ । ଏହି…

ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ୯୦ ବର୍ଷ ପୂର୍ତ୍ତି ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ୯୦ ବର୍ଷ ପୂର୍ତ୍ତି ଅବସରରେ ଏକ ଭବ୍ୟ ଉତ୍ସବ ସଂଗ୍ରହାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଉଦ୍ଘାଟକ ଭାବରେ ଯୋଗ ଦେଇଥିଲେ । ରାଜ୍ୟ ସଂଗ୍ରହାଳୟକୁ…

ମୁକେଶ ଅମ୍ୱାନୀଙ୍କ ପରିବାରକୁ ଆସିବେ ସାନ ପୁତ୍ରବଧୂ, ଅନନ୍ତଙ୍କ ସହ ରାଧିକା ମାର୍ଚେଣ୍ଟଙ୍କ ନିର୍ବନ୍ଧ ସରିଲା

ମୁମ୍ୱାଇ: ହାତକୁ ଦୁଇ ହାତ ହେବେ ମୁକେଶ ଅମ୍ୱାନୀଙ୍କ ସାନ ପୁଅ ଅନନ୍ତ ଅମ୍ୱାନୀ । ନିର୍ବନ୍ଧ ସରିଲା, ଏବେ ବାହାଘରକୁ ଅପେକ୍ଷା । ରାଧିକା ମାର୍ଚେଣ୍ଟ ସହ ଅନନ୍ତଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି । ଆସନ୍ତା ମାସରେ ଦୁହେଁ ବିବାହ କରିବେ । ଶୈଲା ମାର୍ଚେଣ୍ଟ ଓ ବିରେନ ମାର୍ଚେଣ୍ଟଙ୍କ ଝିଅ…

ମାଆଙ୍କ ସଂଘର୍ଷର କାହାଣୀ କହି ଭାବୁକ ହୋଇଥିଲେ ମୋଦୀ, ୬ ସନ୍ତାନଙ୍କୁ କେମିତି ପାଳିଲେ ମାଆ ହୀରାବେନ

ଅହମ୍ମଦାବାଦ: ମାଆ ସିନା ଚାଲିଗଲେ, କିନ୍ତୁ ଶିକ୍ଷା ଦେଇଗଲେ । ସଂଘର୍ଷର ଜୀବନ କେମିତି, ତାହା ଶିଖାଇଥିଲେ ମାଆ । ୧୦୦ ବର୍ଷ ବୟସରେ ଇହଧାମ ତ୍ୟାଗ କଲେ ସେ । ଶରୀର ଅସୁସ୍ଥତା ଓ ବାର୍ଦ୍ଧକ୍ୟରେ ସେ ଥିଲେ ଜର୍ଜରିତ । ଜୀବନ ସଂଗ୍ରାମରେ ବିରାମ ଲଗାଇଲେ ସେ । ହୀରବେନଙ୍କ ଥିଲେ ୬ ସନ୍ତାନ ।…

ମୋଦୀଙ୍କ ମାଆ ହୀରାବେନଙ୍କ ପରଲୋକରେ ଶୋକବ୍ୟକ୍ତ କଲେ ନବୀନ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋଦୀ ଓ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ନବୀନ । Deeply saddened to hear about the demise of #HeerabenModi, mother of…

ପଞ୍ଚଭୂତରେ ବିଲୀନ ହେଲେ ମାଆ ହୀରାବେନ, ମୁଖାଗ୍ନି ଦେଲେ ମୋଦୀ

ଗାନ୍ଧୀନଗର : ପଞ୍ଚତତ୍ତ୍ୱରେ ବିଲୀନ ହେଲେ ମାଆ ହୀରାବେନ । ଗାନ୍ଧୀନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହେଲା । ମୁଖାଗ୍ନି ଦେଲେ ପ୍ରଧାନମନ୍ତ୍ରୀ ମୋଦୀ । ଭାବୁକ ହେଲେ, ଆଖିରେ ପୁଳାଏ ଲୁହ । ଭାଇମାନଙ୍କ ଉପସ୍ଥିତିରେ ମାଆଙ୍କୁ ମୁଖାଗ୍ନୀ ଦେଇଥିଲେ ମୋଦୀ ।  ଦେଶବ୍ୟାପୀ ବିଶିଷ୍ଟ ବ୍ୟକ୍ତିଙ୍କ…

ଜଳିଗଲା କ୍ରିକେଟର ଋଷବ ପନ୍ତଙ୍କ କାର; ଗୁରୁତର ଅବସ୍ଥାରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ: ଭୟଙ୍କର ସଡକ ଦୁର୍ଟଟଣାରେ ଜଳିଗଲା  ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ କାର ।  ଗୁରୁତର  ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।  ଦିଲ୍ଲୀରୁ ଫେରୁଥିବା ବେଳେ ତାଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣାଯାଇଛି । ଦୁର୍ଘଟଣା…

ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଗଡ଼ିବନି ଓଡ଼ିଶାର ପ୍ରଜ୍ଞାପନ ମେଢ

ଭୁବନେଶ୍ୱର: ପୁଣି ଓଡ଼ିଶାକୁ ଧକ୍କା । କାରଣ  ଓଡ଼ିଶାର ପ୍ରଜ୍ଞାପନ ମେଢ ଏଥର ବି ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଦେଖିବାକୁ ମିଳିବନି । ଏଥର ଗଣତନ୍ତ୍ର ଦିବସ ପାଇଁ ଭାରତ ସରକାର ୧୬ ରାଜ୍ୟର ପ୍ରଜ୍ଞାପନ ମେଢଙ୍କୁ ସ୍ୱୀକୃତି ଦେଇଛନ୍ତି । ହେଲେ ଏହି ତାଲିକାରେ ଓଡ଼ିଶାର ସ୍ଥାନ ନ ଥିବା…