Latest Odisha News

BREAKING NEWS

ପ୍ରଭାରୀ ଚେଲ୍ଲା କୁମାରଙ୍କୁ ଚ୍ୟାଲେଞ୍ଜ କଲେ କଂଗ୍ରେସ ବିଧାୟକ ସୁର ରାଉତରାୟ

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି। ଯେଉଁ 30 ହଜାର କଂଗ୍ରେସର ଭୋଟ୍ ବ୍ୟାଙ୍କ ଥିଲା ତାହା ଏବେ ଖସିଆସି 3 ହଜାର ହୋଇଛି। ଏପରି ଭୋଟ୍ ବ୍ୟାଙ୍କ କମିବା ପଛରେ ବିଜେଡି ଓ କଂଗ୍ରେସର ଡିଲ୍ ବୋଲି କହି ଆସୁଛି ବିଜେପି। ଯାହାକୁ ପୂର୍ବରୁ ସମର୍ଥନ…

ଶସ୍ତା ହେବ ସିଲିଣ୍ଡର, ରୋଷେଇ ଗ୍ୟାସ୍ ୫୦୦ ଟଙ୍କାରେ ଦେବେ ସରକାର

ଜୟପୁର: ମହଙ୍ଗା ମାଡ଼ ଭିତରେ ଖୁସି ଖବର । ଦରବୃଦ୍ଧି ଯୋଗୁ ବିଗିଡ଼ି ଯାଇଥିବା ବଜେଟକୁ ଆଶ୍ୱସ୍ତି ଦେବ ରୋଷେଇ ଗ୍ୟାସ୍ । ୨୦୨୩ ଏପ୍ରିଲ୍ ପହିଲାରୁ ରୋଷେଇ ଗ୍ୟାସ୍ ସିଲିଣ୍ଡର ପିଛା ୫ ଶହ ଟଙ୍କାରେ ମିଳିବ । ବିପିଏଲ୍ କାର୍ଡଧାରୀ ଓ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀ ଏହି ସୁବିଧା ପାଇବେ ।…

ଡିସେମ୍ବର ୨୨ରୁ ‘ମଣ୍ଡି ଚାଲ’ ଅଭିଯାନ ଡାକରା ଦେଲା ରାଜ୍ୟ ବିଜେପି

ଭୁବନେଶ୍ୱର: ସରକାରୀ ଅଧିକାରୀ ଓ ମିଲର୍ସଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରିକା ଯୋଗୁଁ ଚାଷୀମାନେ ଶୋଷଣର ଶିକାର ହେଉଛନ୍ତି। ଓଡ଼ିଶା ସରକାର ସାରା ରାଜ୍ୟରେ ଧାନ ସଂଗ୍ରହ କେନ୍ଦ୍ର ଖୋଲିବାରେ ଅହେତୁକ ବିଳମ୍ବ କରୁଥିବା ଅଭିଯୋଗ ଆଣି ବିଜେପି ମଣ୍ଡି ଚାଲ ଅଭିଯାନ ଆରମ୍ଭ କରିବାକୁ ଘୋଷଣା କରିଛି।…

କେନ୍ଦ୍ରାପଡାରୁ କେବେ ଗଡିବ ପାସେଞ୍ଜର ଟ୍ରେନ୍, କେନ୍ଦ୍ର ଉପରେ ବର୍ଷିଲା ବିଜେଡି

ଭୁବନେଶ୍ୱର: କେନ୍ଦ୍ରାପଡ଼ାରୁ ମାର୍ଶାଘାଇକୁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ନ କରିବା ନେଇ ସୋମବାର ବିଜୁ ଜନତା ଦଳ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। ସାମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ପାରାଦୀପ ଓ ହରିଦାସପୁର ମଧ୍ୟରେ ରେଳପଥ କାର୍ଯ୍ୟକ୍ଷମ ହେବାର…

ବିର୍ସା ମୁଣ୍ଡା ଷ୍ଟାଡିୟମ ସହ ରାଉରକେଲା ବିମାନବନ୍ଦର ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ରାଉରକେଲା ଗସ୍ତରେ ମୁଖ୍ୟ ଶାସନ ସଚିବ ସାଶନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ 5T ଭି.କେ ପାଣ୍ଡିଆନ୍ । ଉଭୟ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ରାଉରକେଲା ବିମାନ ବନ୍ଦର ଏବଂ ବିଭିନ୍ନ ଭିତ୍ତିଭୂମି ନିର୍ମାଣ…

କୀଭରେ ବିନାଶ ରଚୁଛି ଇରାନୀ ସୁଇସାଇଡ ଡ୍ରୋନ

କୀଭ: ରୁଷ ଏବେ ୟୁକ୍ରେନ ରାଜଧାନୀ କୀଭ ଉପରେ ଆକ୍ରମଣ ଜୋରଦାର କରିଛି । କୀଭରେ ସୋମବାର ଇରାନର ସୁଇସାଇଡ ଡ୍ରୋନ ବିନାଶ ରଚିଛି । ଅବଶ୍ୟ ୟୁକ୍ରେନର ପାଲଟା ଆକ୍ରମଣରେ ୩୫ରୁ ୩୦ ଡ୍ରୋନ ନଷ୍ଟ ହୋଇଯାଇଛି । ଏବେ ୟୁକ୍ରେନରେ ପ୍ରବଳ ଥଣ୍ଡା ପଡୁଛି । ରୁଷ ଏହାର ପାୱାର ସପ୍ଲାଇକୁ ନଷ୍ଟ କରି ସାଧାରଣ…

ଦୁର୍ଗମବାସୀଙ୍କୁ ସହାୟ ହେଲା ହେଲ୍ପ ଇଣ୍ଡିଆ

ବ୍ରହ୍ମପୁର: ଦୁର୍ଗମ ଅଞ୍ଚଳରେ ଆଜି ମଧ୍ୟ ଲୋକଙ୍କ ଦୁଃଖ କହିଲେ ନସରେ। କେଉଁଠି ପହଂଚିବାକୁ ଭଲ ରାସ୍ତାଟିଏ ନାହିଁ ତ’ କେଉଁଠି ପିଇବାକୁ ପାଣି ଟୋପାଏ ମିଳୁନି। କେଉଁଠି ଆଲୁଅ ବ୍ୟବସ୍ଥା ନାହିଁ। ଆଉ କେଉଁଠି ସ୍ୱାସ୍ଥ୍ୟ, ଶିକ୍ଷା, ସବୁକ୍ଷେତ୍ରରେ ଅବହେଳିତ ହୋଇ ଯାଇଛି। ଏଭଳି ପରିସ୍ଥିତିରେ…

ତୱାଙ୍ଗ ଘଟଣା ପରେ ସୀମା ଉପରେ ଚୀନର ନଜର, ରଖିଲା ଡ୍ରୋନ, ଯୁଦ୍ଧବିମାନ

ନୂଆଦିଲ୍ଲୀ: ତୱାଙ୍ଗ ଘଟଣା ପରେ ସୀମା ଉପରେ ତୀକ୍ଷ୍ଣ ନଜର ରଖିଛି ଚୀନ । ସୀମାରେ ମୁତୟନ କରିଛି ଡ୍ରୋନ ଏବଂ ଯୁଦ୍ଧ ବିମାନ । ଉପଗ୍ରହ ମାଧ୍ୟମରେ ଏପରି ଆଶ୍ଚର୍ଯ୍ୟଜନକ ଚିତ୍ର ସବୁ ସାମ୍ନାକୁ ଆସିଛି। ଚାଇନା ସୀମାରେ କିପରି ଅସ୍ତ୍ରଶସ୍ତ୍ର ଠୁଳ କରିଛି, ଏକାଧିକ ଡ୍ରୋନ୍‌, ଫାଇଟର ଜେଟ୍‌…

ଅନଲାଇନରେ ସରିଗଲା ଭାରତ-ୱେଲ୍ସ ମ୍ୟାଚ୍ ଟିକେଟ୍, ଧାଡ଼ିରେ ଛିଡ଼ା ହୋଇ କ୍ରୀଡ଼ାପ୍ରେମୀ ନିରାଶ

ଭୁବନେଶ୍ୱର: ଆଉ ଦିନ କେଇଟା ପରେ ଆରମ୍ଭ ହେବ ହକି ମହାକୁମ୍ଭ । ଜାନୁଆରୀ ୧୩ ତାରିଖରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ସହ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ ବିଶ୍ୱକପ୍ ହକିର ସବୁ ମ୍ୟାଚ୍ । ଯେଉଁଥିପାଇଁ ଆଜିଠୁ ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି । ଉଭୟ…