Latest Odisha News

BREAKING NEWS

ଶ୍ରୀମନ୍ଦିରରେ ଦେବ ଦୀପାବଳି ନୀତି, ୩ ଦିନ ଧରି ଚାଲିବ ଉତ୍ସବ

ପୁରୀ: ପରମ୍ପରା ଅନୁସାରେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଦୀପାବଳି ନୀତି । ଆଜିଠାରୁ ଆରମ୍ଭ ହୋଇଥିବା ଦେବ ଦୀପାବଳି ଉତ୍ସବ ତିନିଦିନ ଧରି ଚାଲିବ । ଏହି ତିନିଦିନ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧ କରି ଶ୍ରାଦ୍ଧବେଶରେ ବିଭୂଷିତ ହୋଇଥାନ୍ତି । ମାର୍ଗଶୀର…

ଅଲିଭ ରିଡଲେଙ୍କ ଆଗମନ ପାଇଁ ପ୍ରସ୍ତୁତି;୫୨କିମି ବେଳାଭୂମିରେ ହେବ ଅଣ୍ଡାଦାନ

ବ୍ରହ୍ମପୁର:ବିଦେଶୀ ଅତିଥି ଅଲିଭ ରିଡଲେଙ୍କ ଆଗମନ ପାଇଁ ପ୍ରସ୍ତୁତି ହେଲାଣି ଗଞ୍ଜାମ ଉପକୂଳ। କେବଳ ବନ ବିଭାଗ ନୁହଁ, ଅନ୍ୟାନ୍ୟ ବିଭାଗ ଏବଂ ସ୍ଥାନୀୟ ଅଞ୍ଚଳବାସୀଙ୍କ ତରଫରୁ ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମିଳନ ଠାରୁ ଅଣ୍ଡାଦାନ ଏବଂ ଛୁଆ ବାହାରିବା ପର୍ଯ୍ୟନ୍ତ, ସେମାନଙ୍କ…

୩୦ ବର୍ଷ ତଳର ଫ୍ରୋଜନ ଏମ୍ବ୍ରିୟୋ ମାଧ୍ୟମରେ ଜନ୍ମ ହେଲେ ଯମଜ ସନ୍ତାନ

ଓରେଗନ: ବିଜ୍ଞାନର ଆଉ ଏକ ଚମତ୍କାର ଦେଖିବାକୁ ମିଳିଛି । ୩୦ ବର୍ଷ ତଳେ ଫ୍ରୋଜନ ଏମ୍ବ୍ରିୟୋ ମାଧ୍ୟମରେ ରଶେଲ ରିଡବେ ଓ ଫିଲିପ ରିଡବେ ଯମଜ ସନ୍ତାନର ବାପା ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ପୂର୍ବରୁ ଏହି ରେକର୍ଡ ୨୭ ବର୍ଷ ଥିଲା । ନ୍ୟାଶନାଲ ଏମ୍ବ୍ରିୟୋ ଡୋନେଶନ ସେଂଟରରୁ ମିଳିଥିବା…

ଲଣ୍ଡନରେ ‘ବର୍ଷା’ କହି କାହିଁକି ହାତ ଯୋଡ଼ିଲେ ଅନୁଭବ

ଭୁବନେଶ୍ୱର: ‘ବର୍ଷା’ଙ୍କ ପାଇଁ ଅନୁଭବଙ୍କ ପାରିବାରିକ ଜୀବନରେ ବହୁ ଝଡ଼ ଆସିଛି । କୋର୍ଟଙ୍କ ନିର୍ଦ୍ଦେଶ ପରେ ବର୍ଷା, ଶାଶୂ ଘର ଛାଡ଼ି ବାହାରେ ରହିବା ପରେ ଏବେ ଆଶ୍ୱସ୍ତ ଅନୁଭବଙ୍କ ପରିବାର । ପାରିବାରିକ ବିବାଦରୁ ଟିକେ ଆଶ୍ୱସ୍ତି ମିଳିବା ପରେ ବହୁଦିନ ଧରି ସୁଟିଂ ସେଟରୁ ଦୂରେଇ ରହିଥିବା…

ପଲିଗ୍ରାଫ୍ ଟେଷ୍ଟରେ ଅଫତାବ ମାନିବ କି ନିଜ ଦୋଷ ?

ନୂଆଦିଲ୍ଲୀ: ଶ୍ରଦ୍ଧାଙ୍କୁ ହତ୍ୟା କରିଥିବା ପ୍ରେମିକ ଆଫତାବର ପିଲିଗ୍ରାଫ ଟେଷ୍ଟ ଚାଲିଛି । ରୋହିଣୀ ସେକ୍ଟର-14 ସ୍ଥିତ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀରେ ଆଫତାବର ପଲିଗ୍ରାଫିକ୍ ଟେଷ୍ଟ କରାଯାଉଛି । କୋର୍ଟଙ୍କ ନିର୍ଦେଶ ଏବଂ ଅଫତାବ ସହମତି ପ୍ରକାଶ କରିବା ପରେ ଏହି ପରୀକ୍ଷା ଆରମ୍ଭ…

ଷ୍ଟିଲ୍ ସିଟିରେ ସେକ୍ସ ରାକେଟ୍ ଠାବ, ବନ୍ଧା ହେଲା ରାଣୀ ମହୁମାଛି

ରାଉରକେଲା: ଷ୍ଟିଲ୍ ସିଟିର ଛାତି ଉପରେ ବେଧଡ଼କ ଦେହ ବ୍ୟବସାୟ । ଦିନ ଦ୍ୱିପହରରେ ଚାଲିଥିଲା ସେକ୍ସ ରାକେଟ । ମଙ୍ଗଳବାର ପୋଲିସ ସହ ସ୍ପେଶାଲ୍ ସ୍କ୍ୱାଡ୍ ଛେଣ୍ଡ ଥାନା ଅଞ୍ଚଳର ଏକ ଘରେ ରେଡ୍ କରି ଏକ ସେକ୍ସ ରାକେଟକୁ ଧରିବାରେ ସଫଳ ହୋଇଛି । ରାଉରକେଲା ସହରର ଛେଣ୍ଡ କଲୋନୀର ଏହି ବିଲ୍ଡିଂର…

ଡ୍ରଗ୍ସ ପାଇଁ ୧୦ ଦିନରେ ୧୨ ଜଣଙ୍କ ମୁଣ୍ଡ କାଟିଲା ସାଉଦି ସରକାର

ରିୟାଦ: କଠୋର ଦଣ୍ଡାଦେଶ ନେଇ ସାଇଦି ଆରବର ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ରହିଛି । ଏଥର ମଧ୍ୟ ସାଉଦି ଆରବ ସରକାର ଅପରାଧୀ କୁ କଠୋର ଦଣ୍ଡ ଦେଇଛନ୍ତି । ସେ ପୁଣି ଏମିତି ସେମିତି ଦଣ୍ଡ ନୁହେଁ, ଦିଆଯାଇଛି ମୃତ୍ୟୁ ଦଣ୍ଡ । ୧୦ ଦିନ ମଧ୍ୟରେ ୧୨ ଜଣଙ୍କୁ ମୃତ୍ୟୁ ଦଣ୍ଡ ଦେଇଛି । ୧୨ ଜଣଙ୍କର…

ରାଜସ୍ଥାନରେ ବୁରାଡି ଘଟଣାର ପୁନରାବୃତ୍ତି, ଗୋଟିଏ ଘରୁ ମିଳିଲା ୬ ମୃତେଦହ

ନୂଆଦିଲ୍ଲୀ:  ଦିଲ୍ଲୀର ବୁରାଡି କାଣ୍ଡ ଘଟଣା  ଶୁଣିଲା ଏବେ ବି ଦେହ ଶୀତେଇ ଉଠେ । ଆଖି ଆଗକୁ ଚାଲି ଆସେ ସେହି ୧୦ ଜଣଙ୍କ ମୁହଁ । ଗୋଟିଏ ଘରେ ଏକାଥରକେ ଫାସିରେ ଝୁଲୁଥିଲେ ୧୦ଜଣ । ଏହି ଘଟଣା ଦିନେ ପୁରା ଦେଶକୁ ଦୋହଲାଇ ଦେଇଥିଲା । ଆଜି ପୁଣି ଥରେ ସେହି ହୃଦୟଥରା ଘଟଣାର ପୁନରାବୃତ୍ତି…

ବିଶ୍ୱକପ ଫୁଟବଲରେ ବିପର୍ଯ୍ୟୟ: ଆର୍ଜେଂଟିନାକୁ ହରାଇଲା ସାଉଦି ଆରବ

ଦୋହା: ବିଶ୍ୱକପ ଫୁଟବଲରେ ଆଜି ବଡ ବିପର୍ଯ୍ୟୟ ଘଟିଛି । ଟାଇଟଲ ଦୌଡରେ ଫେଭରାଇଟ ବିବେଚନା କରାଯାଉଥିବା ଆର୍ଜେଂଟିନା ୧-୨ ଗୋଲରେ ସାଉଦି ଆରବଠାରୁ ହାରିଯାଇଛି । ଲିଓନେଲ ମେସ ପ୍ରଥମାର୍ଦ୍ଧରେ ଚମତ୍କାର ଗୋଲ କରିବା ପରେ ଏହି ମ୍ୟାଚକୁ ସହଜରେ ଜିତିନେବ ବୋଲି ଆଶା କରାଯାଉଥିଲା । ମାତ୍ର ଏହା…

ପାରାଦୀପ ବନ୍ଦରରେ ଆଇଏନଏସ ଘଡିଆଳ

ପାରାଦୀପ: ପାରାଦୀପ ବନ୍ଦରରେ ଲାଗିଲା ଇଣ୍ଡିଆନ୍ ନାଭିର ଜାହାଜ । ବନ୍ଦରରେ ଲାଗିଛି ନାଭିର  ଆଇ ଏନ୍ ଏସ ଘଡ଼ିଆଳ । ଜାହାଜ ଭିତରେ ଚାଲିଛି ସ୍ୱାସ୍ଥ୍ୟ ମେଳା । ମହତ ଉଦ୍ଦେଶ୍ୟ ନେଇ ପାରାଦୀପକୁ ଆସିଛି ଆଇଏନଏସ ଘଡିଆଳ । ବନ୍ଦର ନଗରୀ ପାରାଦ୍ଵୀପରେ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ…