ଅନୁବାଦ କବିତା : ଯିବା ମୁହୂର୍ତ୍ତରେ
ମୂଳ ବଙ୍ଗଳା : ଶ୍ୟାମସୁର ରାହମାନ
ମଣିଷଟେ ଯେତେ ବି ଖିଆଲି
ନିର୍ବିକାର ବା ଉଦାସୀ ହୋଇଥାଉ
ଯେତେବେଳେ ସେ ନିଜ ନିବାସ ଛାଡ଼ି
ଦୁରକୁ ବହୁ ଦୁରକୁ ଚାଲିଯାଏ
ଅବା ତାକୁ ଅନ୍ୟ କେଉଁ ଦେଶକୁ
ଯିବାକୁ ପଡ଼େ, ତେବେ ସେ
ମ୍ଳାନହସ ସହ କ'ଣ ଚିନ୍ତା କରେ
କହିବା ମୁସ୍କିଲ୍ ସତରେ।
ସେ କଣ…