ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢା ବୁଲୁ ବୁଲୁ ଆମେ ଆସି ପହଞ୍ଚି ଯାଇଛେ "ମା ଭୁବନେଶ୍ୱରୀ "ଙ୍କ ପାଖରେ। ପ୍ରଭୁ କାଞ୍ଚି ଗଣେଶଙ୍କ ପରେ ଭିତର ବେଢା ରେ ଜଣେ ଚର୍ଚ୍ଚିତ ଓ…