୫୦ ଲକ୍ଷ ଟଙ୍କା ଓ ଚାକିରି ଦାବିରେ ମୃତକଙ୍କ ପରିବାରର ଧାରଣା
କୋରେଇ: କୋରେଇ ରେଳ ଷ୍ଟେସନରେ ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ଧାରଣା । ୫୦ ଲକ୍ଷ ଟଙ୍କା ଓ ଚାକିରୀ ଦାବିରେ ଷ୍ଟେସନରେ ଧାରଣା ଦେଇଛନ୍ତି ପରିବାର ସଦସ୍ୟ । କୋରେଇ ରେଳ ଷ୍ଟେସନରେ ମାଲବାହି ଟ୍ରେନ ଦୁର୍ଘଟଣାରେ ମୃତ ହୋଇଥିବା ଅବୁଜୁଲା ବିବିଙ୍କ ପରିବାର…