Latest Odisha News

BREAKING NEWS

୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ

ନୂଆଦିଲ୍ଲୀ : ଆମାଜନ ନେଇଛି ବଡ଼ ନିଷ୍ପତ୍ତି । ଟ୍ୱିଟର ଓ ମେଟା ପରେ ଏବେ କର୍ମଚାରୀଙ୍କୁ ‘ଆମାଜନ’ ଦେଲା ବଡ଼ ଝଟକା । କର୍ମଚାରୀଙ୍କୁ ଚାକିରୀରୁ ଛଟେଇ କରିବା ପାଇଁ ଯୋଜନା କରିଛି ଇ-କମର୍ସ କମ୍ପାନୀ ।୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବା ପାଇଁ ନିଆଯାଇଛି ନିଷ୍ପତି । ବ୍ୟବସାୟରେ…

ଏଲ୍ଏସି ନିକଟରେ ଥ୍ରୀ-ଡି ପ୍ରିଣ୍ଟେଡ୍ ବଙ୍କର୍ ନିର୍ମାଣ କରିବ ଇଣ୍ଡିଆନ ଆର୍ମି

ନୂଆଦିଲ୍ଲୀ : ଚୀନ ଓ ଭାରତ ମଧ୍ୟରେ ସୀମା ବିବାଦ ଲାଗିରହିଛି । ଉଭୟ ପକ୍ଷର ସେନା ଏଲଏସିକୁ ନେଇ ବାରମ୍ବାର ମୁହଁମୁହିଁ ହୋଇଛନ୍ତି । ତେଣୁ ଚୀନ ସୈନ୍ୟକୁ ଚକମା ଦେଇ ଏଲଏସିର ସୁରକ୍ଷା କେମିତି ଚତୁରତାର ସହ କରିହେବ, ସେଥିପାଇଁ ଭାରତୀୟ ସ୍ଥଳସେନା ପକ୍ଷରୁ ଅଭିନବ ଉପାୟ  ଚିନ୍ତା କରାଯାଇଛି ।…

ମହାପ୍ରଭୁଙ୍କ ପୋଢ଼ୁଆ ଭାରରେ ନାନା ବ୍ୟଞ୍ଜନ

ପୁରୀ : ଆଜି ହେଉଛି ପ୍ରଥମାଷ୍ଟମୀ । ଚଳଚଞ୍ଚଳ ହେଉଛି ଶ୍ରୀମନ୍ଦିର  । ନୂଆ ପିନ୍ଧି ପୋଢୁଆଁ ହେବେ ବଡ଼ ଠାକୁର । ମହାପ୍ରଭୁଙ୍କ ପାଇଁ ମାମୁଁ ଘର କଟକ ନିଆଳିର ଶ୍ରୀମାଧବନନ୍ଦ ଜୀଉ ମନ୍ଦିରରୁ ଆସିଛି ପୋଢୁଆଁଭାର । ଭାରରେ ଅରୁଆ ଚାଉଳ, ବିରି, ନଡିଆ, ଗୁଡ, ଡାଲି, ପାଚିଲା କଦଳୀ, ଘିଅ, ଚନ୍ଦନ…

ଜି-୨୦ ସମ୍ମିଳନୀ : ବାଲି ହେନ୍ତାଳ ବଣରେ ଚାରାରୋପଣ କଲେ ମୋଦୀ

ବାଲି: ଜି-୨୦ ଶିଖର ସମ୍ମିଳନୀର ଆଜି ଦ୍ୱିତୀୟ ଦିନ । ଗୋଟିଏ ପଟେ ପୋଲାଣ୍ଡରେ ରୁଷିଆ ମିଜାଇଲ ମାଡ଼କୁ ନେଇ ସମସ୍ତ ରାଷ୍ଟ୍ରମୁଖ୍ୟ ବ୍ୟସ୍ତବିବ୍ରତ ଅଛନ୍ତି । ଅନ୍ୟପଟେ ସମ୍ମିଳନୀର କାର୍ଯ୍ୟକ୍ରମ ଅନୁସାରେ ଓ୍ୱାର୍ଲ୍ଡ ଲିଡର ମାନେ ବାଲି ହେନ୍ତାଳ ବଣରେ ଚାରା ରୋପଣ କରିଛନ୍ତି । ଜି-୨୦…

ମୋଦି-ସୁନକ ସାକ୍ଷାତର ପ୍ରଭାବ: ଭାରତୀୟ ପ୍ରଫେସନାଲଙ୍କୁ ମିଳିବ ୩ହଜାର ଭିସା

ବାଲି: ଇଣ୍ଡୋନେସିଆରେ ବାଲିଠାରେ ଜି-୨୦ ସମ୍ମିଳନୀର ଆଜି ଦ୍ୱିତୀୟ ଦିନ । ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ରିଶି ସୁନକ ପ୍ରଥମ ଥର ପାଇଁ ସାକ୍ଷାତ ହୋଇଥିଲା । ଏହା ପରେ ଭାରତର ପ୍ରାୟ ୩ହଜାର ଚାକିରିଆ ଯୁବକ ଯୁବତୀଙ୍କ ପାଇଁ ନୂଆ ସୁଯୋଗ…

ଟ୍ରମ୍ପ ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ, ପ୍ରାର୍ଥୀ ପାଇଁ ଦାଖଲ କଲେ ଦଲିଲ

ଓ୍ବାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ପାଇଁ ଘୋଷଣା କରିଛନ୍ତି । ଏନେଇ ସେ ନିଜର ଡକ୍ୟୁମେଣ୍ଟ ଦାଖଲ କରିଛନ୍ତି। ଆମେରିକାର ରିପବ୍ଲିକାନ ନେତା ଟ୍ରମ୍ପଙ୍କ ଏହି ଘୋଷଣା ଦ୍ବାରା ପୁଣି ଡେମୋକ୍ରାଟ ଦଳର ନେତା ଜୋ…

ପୋଲାଣ୍ଡରେ ରୁଷିଆ ମିଜାଇଲ ମାଡ଼, ଜରୁରୀ ବୈଠକ ଡାକିଲେ ବାଇଡେନ୍

ଓ୍ୱାରସୋ: ୟୁକ୍ରେନ ଓ ରୁଷିଆ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନି । ୟୁକ୍ରେନ ସୀମା ପାର କରି ରୁଷିଆ ମିଜାଇଲ ପୋଲାଣ୍ଡରେ ମାଡ଼ ହୋଇଛି । ପୋଲାଣ୍ଡର ପ୍ରିଜିଓଡୋ ନାମକ ଏକ ଗାଁରେ ମିଜାଇଲ ପଡିବା ଫଳରେ ୨ ଜଣ ନାଗରିକଙ୍କ ମୃତ୍ୟୁ ହୋଇଛି । ତେଣୁ ପୋଲାଣ୍ଡରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି…

ଆସନ୍ତାକାଲି ନାମାଙ୍କନ ଦାଖଲର ଶେଷ ଦିନ: କିଏ ହାସଲ କରିବ ଚାଷୀଙ୍କ ସମର୍ଥନ ?

ବରଗଡ଼: ପଦ୍ମପୁର ଉପନିର୍ବାଚନ ନାମାଙ୍କନ ଦାଖଲ କରିବାକୁ ଆଜି ମଝିରେ ଗୋଟିଏ ଦିନ ରହିଲା । ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କରିବାର ଶେଷଦିନ ହୋଇଥିବା ବେଳେ ଏବେ ଯାଏଁ ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି କୈାଣସି ପ୍ରାର୍ଥୀ। ନାମାଙ୍କନକୁ ନେଇ ବିଳମ୍ଭ କରିବାର କାରଣ ହେଉଛି ଚାଷୀଙ୍କ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୬୭)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଏହା ଭିତରେ ଆଠ ଦଶ ବର୍ଷ ବିତିଯାଇଛି । ବର୍ତ୍ତମାନ ସୁରେଖାର ବର୍ତ୍ତମାନ ଆଉ ଭବିଷ୍ୟତ ଉଭୟ ସୁରକ୍ଷିତ । ସେ ନିଜ ଗୋଡ଼ରେ ନିଜେ ଠିଆ ହୋଇ ଦୁନିଆକୁ ଦେଖେଇ ଦେଇ ପାରିଚି ଯେ , ଆଜି ସମାଜରେ ତୃତୀୟ ଲିଙ୍ଗୀ ମଣିଷମାନେ ଆଉ କାହାର…

ଭାଷା ଭାଗବତ : ଲିପି ସଂଯୋଜନ ସୂତ୍ର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ° = ଙ୍‌ଞ୍‌ଣ୍‌ନ୍‌ମ୍‌ ° କଚଟତପ = ଙ୍କଞ୍ଚଣ୍ଟନ୍ତମ୍ପ ° ଖଛଠଥଫ = ଙ୍ଖଞ୍ଛଣ୍ଠନ୍ଥମ୍ଫ ° ଗଜଡଦବ = ଙ୍ଗଞ୍ଜଣ୍ଡନ୍ଦମ୍ବ ° ଘଝଢଧଭ = ଙ୍ଘଞ୍ଝଣ୍ଢନ୍ଧମ୍ଭ ଏ ଲିପି ସଂଯୋଜନ ସୂତ୍ର ଦେଖୁ ସ୍ବଭାଷୀଂକର ନେତ୍ର କରଂତୁ…