କର୍ମଚାରୀଙ୍କୁ ଏଲନ୍ ମସ୍କଙ୍କ ଚେତାବନୀ, ୮୦ଘଣ୍ଟା କର୍ମ ସପ୍ତାହ ବାଧ୍ୟତାମୂଳକ
ସାନ୍ ଫ୍ରାନ୍ସିସ୍କୋ : ଟ୍ୱିଟର କର୍ମଚାରୀଙ୍କୁ ସିଇଓ ଏଲନ୍ ମସ୍କଙ୍କ ଚେତାବନୀ । ସୋସିଆଲ ମିଡିଆ ଦୁନିଆରେ ରାଜ୍ କରୁଥିବା ଟ୍ୱିଟର ବ୍ୟବହାର ପାଇଁ ବାରମ୍ବାର କମ୍ପାନୀ ଚାର୍ଜ ଲଗାଇବାକୁ ଘୋଷଣା କରିସାରିଛି । ଏହା ସହିତ କର୍ମଚାରୀଙ୍କୁ ଚାକିରୀର ସମୟ ନିର୍ଘଣ୍ଟ ବଢାଇବାକୁ କହିଛନ୍ତି । …