ନଭେମ୍ୱର ୧୫ରେ ମହାକାଶକୁ ଯିବ ଭାରତର ପ୍ରଥମ ଘରୋଇ ରକେଟ୍
ଶ୍ରୀହରିକୋଟା: ଭାରତର ପ୍ରଥମ ଘରୋଇ ରକେଟ୍ ବିକ୍ରମ-ଏସ୍ । ଆଉ ମାତ୍ର ଦୁଇ ଦିନ ପରେ ନଭେମ୍ୱର ୧୫ ତାରିଖରେ ଏହାକୁ ମହାକାଶକୁ ପ୍ରେରଣ କରାଯିବ । ହାଇଦ୍ରାବାଦର ଅନ୍ତରୀକ୍ଷ ଷ୍ଟାର୍ଟଅପ୍ ସ୍କାଏରୁଟ୍ ଏରୋସ୍ପେସ୍ ଗତକାଲି ଏନେଇ ଘୋଷଣା କରିଛି । ଏହି ମିଶନର ନାଁ ରହିଛି ‘ପ୍ରାରମ୍ଭ’ ।
୩…