Latest Odisha News

BREAKING NEWS

ସବୁଆଡେ ଶସ୍ତା ସ୍ଲୋଗାନ୍‌

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  କୃଷିପ୍ରଧାନ ଭାରତବର୍ଷରେ ମର୍ଯ୍ୟାଦାସମ୍ପନ୍ନ ବଞ୍ଚିବାର ବାଟକୁ ବଦଳାଇ ଦେଇସାରିଛନ୍ତି ଗଣତାନ୍ତ୍ରିକ ଗର୍ଦ୍ଦଭ ଓ ଅର୍ଥନୈତିକ ଅଥର୍ବମାନେ । ସାତସାତଟା ଦଶନ୍ଧି ଧରି ଏମାନେ ମିଳିମିଶି ପ୍ରଗତିର ପରିଭାଷା ପ୍ରସ୍ତୁତ କରିଛନ୍ତି…

ରାଜନୀତିର ୫୫ ବର୍ଷ, ମୁଲାୟମ ଯେବେ ହୋଇଥାନ୍ତେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ଦେଶର ହିନ୍ଦୀ ଭାଷାଭାଷୀ ଅଞ୍ଚଳର ରାଜନୀତିରେ ୫ ଦଶନ୍ଧିରୁ ଅଧିକ ସମୟ ଧରି ସକ୍ରିୟ ଥିଲେ ମୁଲାୟମ ସିଂ ଯାଦବ । ୫୫ ବର୍ଷର ଲମ୍ବା ରାଜନୈତିକ ଜୀବନ ଭିତରେ ମୁଲାୟମ ପ୍ରଧାନମନ୍ତ୍ରୀ ହେଉ ହେଉ ଅଟକି ଯାଇ ପ୍ରତିରକ୍ଷା ମନ୍ତ୍ରୀ ହୋଇଥିଲେ । ୭ ଥର ସାଂସଦ ରହିଥିବା ମୁଲାୟମ ୮ ଥର…

ଦୁଲାଖ ପାଟଣା ରେଳ ଷ୍ଟେସନରେ ଯାତ୍ରୀଙ୍କ ଧାରଣା  

ଯାଜପୁର : ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ ଦୁଲାଖ ପାଟଣା ରେଳ ଷ୍ଟେସନରେ ପାସେଞ୍ଜର  । ବାଲେଶ୍ୱରରୁ ଭୁବନେଶ୍ୱର ଯାଉଥିବା ଡିଏମୟୁ ପାସେଞ୍ଜର ଟ୍ରେନକୁ ଅଟକାଇ ଧାରଣା ଦେଇଥିଲେ ଯାତ୍ରୀ । କରୋନା କଟକଣା ଉଠି ସରିବା ପରେ ମଧ୍ୟ ରେଳ ବିଭାଗ ଯାତ୍ରୀ ମାନଙ୍କ ଠାରୁ ପାସେଞ୍ଜର ଭଡା…

ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଜନସ୍ୱାସ୍ଥ୍ୟ ବିଭାଗ ଡିଭିଜନ୍-୧, ଭୁବନେଶ୍ୱରର ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ସାମଲଙ୍କ ୩ ଜିଲ୍ଲାର ୬ଟି ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି । ଭୁବନେଶ୍ୱର…

ମାଁ ସୁନାଦେଇଙ୍କ ଛତର ଯାତ୍ରା ସମ୍ପନ୍ନ

ନୂଆପଡା: ପ୍ରାକୃତିକ ମନୋରମ ଦୃଶ୍ୟ ରେ ଭରପୁର  ନୂଆପଡାର ସୁନାବେଡା ଅଭୟାରଣ୍ୟ । ସାଢ଼େ ୩ ହଜାର ବର୍ଗଫୁଟ ଉଚ୍ଚ ଏହି ଅଭୟାରଣ୍ୟରେ ପୂଜା ପାଆନ୍ତି ଚକୋଟିଆ ଭୁଞ୍ଜିଆଙ୍କ ଅଧିଷ୍ଠାତ୍ରୀ ଦେବୀ ମା ସୁନାଦେଈ । ପ୍ରତିବର୍ଷ ଖୁବ ଧୁମଧାମରେ ପାଳିତ ହୁଏ ପ୍ରସିଦ୍ଧ ସୁନା ଦେଈଙ୍କ ଛତର ଯାତ୍ରା ।…

ଇନଭର୍ଟର ପରି କାର୍ଯ୍ୟ କରେ ଏହି କମ ମୂଲ୍ୟର ସୋଲାର ପାୱାର ଜେନେରେଟର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଯଦି ଆପଣଙ୍କ ଘରେ ବାରମ୍ବାର ବିଦ୍ୟୁତ ସରବରାହ ସମସ୍ୟା ଦେଖାଦେଉଛି, ତେବେ ଆପଣ ନିଶ୍ଚିତ ଭାବେ ଇନଭର୍ଟର କିଣୁଥିବେ। ନହେଲେ ବୈଦ୍ୟୁତିକ ଉପକରଣଗୁଡିକ ଚଳାଇବାରେ ବହୁ ଅସୁବିଧା ହେବ। କିନ୍ତୁ କିଛି ଲୋକଙ୍କ କ୍ଷେତ୍ରରେ ଏହି ଇନଭର୍ଟର କିଣିବା ପାଇଁ ସକ୍ଷମ ନଥାନ୍ତି।…

୩ ଥରର ମୁଖ୍ୟମନ୍ତ୍ରୀ, ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମଙ୍କ ଦେହାନ୍ତ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ପରଲୋକ ହୋଇଛି । ୮୨ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ମୁଲାୟମ । ଉଚ୍ଚ ରକ୍ତଚାପ ଓ ଶ୍ୱାସକ୍ରିୟାରେ ଅସୁବିଧା ଯୋଗୁଁ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ…

ଖାକିରେ କଳଙ୍କ, ରାସ୍ତା କଡ଼ରେ ଶୋଇଥିବା ଯୁବକଙ୍କ ମୋବାଇଲ୍ ଚୋରି କଲା ପୋଲିସ

ଲକ୍ଷ୍ନୌ: ପୁଣି ଖାକିରେ କଳଙ୍କ । ପୋଲିସ ସାଜିଲା ଚୋର । ପୋଲିସ ଯଦି ସାଧାରଣ ଲୋକଙ୍କଠାରୁ ଚୋରି କରିବ ତେବେ ନ୍ୟାୟ କାହାଠୁ ଆଶା କରାଯିବ। ଏପରି ଏକ ଦୃଶ୍ୟ ଉତ୍ତରପ୍ରଦେଶର କାନପୁରରେ ଦେଖିବାକୁ ମିଳିଛି। କାନପୁର ମହାରାଜପୁର ଅଞ୍ଚଳରେ ଏକ ରାସ୍ତା କଡ଼ରେ ଶୋଇଥିବା ଜଣେ ଯୁବକଙ୍କ ମୋବାଇଲ…

ଖାଦ୍ୟ ସହ ବିଳମ୍ବରେ ପହଞ୍ଚିଲେ ଜୋମାଟୋ ଡେଲିଭରି ବୟ, ଚନ୍ଦନ ଲଗାଇ ପୂଜା କଲେ ଗ୍ରାହକ

ଓଡ଼ିଶା ସମ୍ବାଦ ବ୍ୟୁରୋ: ସୋସିଆଲ ମିଡ଼ିଆ ଆସିବା ପରଠାରୁ କେଉଁ ଅଞ୍ଚଳରେ କିପରି ଘଟଣା ଘଟୁଛି ତାହା ଆମେ ସହଜରେ ଜାଣିପାରୁଛୁ। ବେଳେ ବେଳେ ଦେଶର ଖବର ସମ୍ବନ୍ଧୀୟ ହେଉ କିମ୍ବା କିଛି କୌତୁହଳ କଥା, ସମସ୍ତ ଘଟଣାର ଭିଡିଓ ମଧ୍ୟ ଭାଇରାଲ ହୁଏ। ନିକଟରେ ପୁଣି ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ…

ନାଇଜେରିଆରରେ ନୌକାବୁଡି ୭୬ ମୃତ

ଓଡିଶା ସମ୍ବାଦ ବ୍ୟୁରୋ: ନାଇଜେରିଆର ଅନମ୍ବ୍ରା ରାଜ୍ୟସ୍ଥିତ ଏକ ନଦୀରେ ନୌକା ଓଲଟି ୭୬ ଜଣଙ୍କର ମୃତ୍ୟୁ ଘଟିଛି। ରବିବାର ନାଇଜେରିଆର ରାଷ୍ଟ୍ରପତି ମହମ୍ମଦୁ ବୁହାରୀ ଏହା ସ୍ପଷ୍ଟ କରିଛନ୍ତି। କୁହାଯାଉଛି ଯେ ନୌକାରେ କ୍ଷମତାରୁ ଅଧିକ ଯାତ୍ରୀ ପରିବହନ ଲାଗି ଏପରି ଦୁର୍ଘଟଣା ଘଟିଛି।…